Browsing Category

କନକ ଏକ୍ସକ୍ଲୁସିଭ୍

ତେଜିଲା ପାଜେରୋ ରାଜନୀତି, ସଂଜୟଙ୍କ ଇସ୍ତାଫା ଦାବିକଲେ ପ୍ରସାଦ

ରାଜ୍ୟ ରାଜନୀତିକୁ ସରଗରମ କରିଛି ମନ୍ତ୍ରୀ ସଂଜୟ ଦାସବର୍ମା ପାଜେରୋ ଉପହାର ନେବା ପ୍ରସଙ୍ଗ । ଅର୍ଥତତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କ ଠାରୁ ସଂଜୟ ପାଜେରୋ ନେବା ଅଭିଯୋଗରେ ସିବିଆଇର ନୋଟିସ ପରେ ରାଜନୀତି ଜୋର ଧରିଛି । ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର ମନ୍ତ୍ରୀଙ୍କ ପାଜେରୋ ବାବଦରେ…
Read More...

ଟପ୍ ମାଓ ନେତା କୁଡୁମୁଲ୍ଲା ଭେଙ୍କଟ୍ ରାଓ ମୃତ , ମୁଣ୍ଡ ଉପରେ ଥିଲା ୨୫ ଲକ୍ଷ ପୁରସ୍କାର

ଟପ୍ ମାଓ ନେତା କୁଡୁମୁଲ୍ଲା ଭେଂକଟ୍ ରାଓ ମୃତ । ଚିକିତ୍ସାଧିନ ଅବସ୍ଥାରେ  କୁଡୁମୁଲ୍ଲା ଓରଫ ରବିର ମୃତ୍ୟୁ ହୋଇଛି ।  ସେ ୨୦୦୯ ଚିତ୍ରକୋଣ୍ଡା ମାଓ ଆକ୍ରମଣ ଘଟଣାରେ ସାମିଲ ଥିଲା । ଏହାସହ ତା ବିରୋଧରେ ଅନେକ ଅପରାଧିକ ମାମଲା ରହିଛି । ଆନ୍ଧ୍ର ଓଡିଶା ସ୍ପେଶାଲ ଜୋନାଲ କମିଟିର କୁଡୁମୁଲ୍ଲା…
Read More...

ଡି-ବ୍ରଦର୍ସ ସାମ୍ରାଜ୍ୟକୁ ମୂଳପୋଛ କରିବା ଲକ୍ଷ୍ୟରେ କମିଶନରେଟ୍ ପୁଲିସ

ଧଳସାମନ୍ତ ବ୍ରଦର୍ସଙ୍କ କଳା ସାମ୍ରାଜ୍ୟକୂୁ ପୁରା ମାଟିରେ ମିଶାଇବାକୁ ପ୍ରୟାସ ଜାରି ରଖିଛି କମିଶନରେଟ ପୁଲିସ । ଗୋଟିଏ ପରେ ଗୋଟିଏ କ୍ରାଇମ ଫାଇଲ ଖୋଲି ଡିବ୍ରଦର୍ସଙ୍କ ସହଯୋଗୀଙ୍କ ଘରେ ଘନ ଘନ ଚଢାଉ ତ କେତେବେଳେ ଅଭିଯୁକ୍ତଙ୍କୁ ଜେରା କରୁଛି ପୁଲିସ । ଏବେ ବାଲିଘାଟ ଲିଜ ମାମଲାକୁ ନେଇ…
Read More...

କାଠଗଡାରେ ସଂଗୀତ ନାଟକ ଏକାଡେମୀ ପୁରସ୍କାର

ଭୁବନେଶ୍ୱର : ସଂଗୀତ ନାଟକ ଏକାଡେମୀ ପୁରସ୍କାର ଅନିୟମିତତା ମାମଲା ଏବେ କୋର୍ଟର କାଠଗଡାରେ । ଏକାଡେମୀର ୨୦୧୪-୧୫ ଓ ୨୦୧୫-୧୬ ପରୁସ୍କାର ଘୋଷଣାରେ ଅନିୟମିତତା ନେଇ ଭୁବନେଶ୍ୱର କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଫିଲ୍ମ ନିର୍ଦେଶକ ରମେଶ ମହାନ୍ତି । କୋର୍ଟ ଏହି ମାମଲାକୁ ଗ୍ରହଣ କରିବା ସହ ସଂଗୀତ…
Read More...

କଟକ :୨ଟି ବେଆଇନ୍ ନର୍ସିଂ ହୋମକୁ ସିଲ୍ କଲା ଜିଲ୍ଲା ପ୍ରଶାସନ

କଟକ :କଟକରେ ବେଆଇନ୍ ଭାବେ ଚାଲିଥିବା ଦୁଇଟି ନର୍ସିଂହୋମକୁ ଆଜି ସିଲ୍ କରିଛି ଜିଲ୍ଲା ପ୍ରଶାସନ । ଏଥିସହ ଚାଲିଥିବା ଦୁଇଟି ମେଡିସିନ୍ ଷ୍ଟୋରକୁ ମଧ୍ୟ ସିଲ୍ କରାଯାଇଛି । ତୁଳସୀ ଓ ୟୁନାଇଟେଡ୍ ନର୍ସିଂ ହୋମକୁ ବେଆଇନ୍ ଦର୍ଶାଇ ସିଲ୍ କରିଛି ଜିଲ୍ଲା ପ୍ରଶାସନ ।
Read More...

ସିବିଆଇ ସ୍କାନରରେ ମନ୍ତ୍ରୀ ସଂଜୟ ଦାସବର୍ମା

ସିବିଆଇ ସ୍କାନରରେ ମନ୍ତ୍ରୀ ସଂଜୟ ଦାସବର୍ମା । ଚିଟଫଣ୍ଡ ସଂସ୍ଥା ଅର୍ଥତତ୍ୱର ମାଲିକ ପ୍ରଦୀପ ସେଠୀଙ୍କଠାରୁ ପାଜେରୋ ଗାଡି ଉପହାର ନେବା ଅଭିଯୋଗରେ ସିବିଆଇ ନିକଟରେ ହାଜର ହୋଇଛନ୍ତି ସଂଜୟ ଦାସବର୍ମାଙ୍କ ଓକିଲ । ଏନେଇ ସେ ସିବିଆଇ ନିକଟରେ ତଥ୍ୟ ରଖିଛନ୍ତି ।  ଗତକାଲି ମଧ୍ୟ ଏନେଇ ସଂଜୟଙ୍କ…
Read More...

ସନ୍ଦେହରେ ସଂଜୟ

ସନ୍ଦେହ ଘେରରେ ମନ୍ତ୍ରୀ ସଂଜୟ ଦାସବର୍ମା । ଚିଟଫଣ୍ଡ ସଂସ୍ଥା ଅର୍ଥତତ୍ୱର ମାଲିକ ପ୍ରଦୀପ ସେଠୀଙ୍କଠାରୁ ଉପହାର ନେବା ଅଭିଯୋଗରେ ସିବିଆଇ ନିକଟରେ ଆଜି ଉତର ରଖିଛନ୍ତି ମନ୍ତ୍ରୀ ସଂଜୟ ଦାସବର୍ମା । ପ୍ରଦୀପ ସେଠୀଙ୍କ ଠାରୁ ଦାସବର୍ମା ପାଜେରୋ ଗାଡି ଉପହାର ନେବା ନେଇ ଏକ ଡକୁ୍ୟମେଂଟ…
Read More...

ଧ୍ୱଂସ ହେଲା ସୁର ସାମ୍ରାଜ୍ୟ, ଭାଙ୍ଗିଲା ବିବାଦୀୟ ତ୍ରାହି ଅଚ୍ୟୁତ ଆଶ୍ରମ

ଧ୍ୱଂସ ହେଲା ସୁର ସାମ୍ରାଜ୍ୟ । ଭାଙ୍ଗିଲା ବିବାଦୀୟ ତ୍ରାହି ଅଚୁ୍ୟତ ଆଶ୍ରମ । ବିବାଦୀୟ ସୁରବାବାଙ୍କ ଆଶ୍ରମ ଉପରେ ଚଢିଲା ବୁଲଡୋଜର । ରହସ୍ୟମୟ ସୁରବାବାଙ୍କ ପୋଥିଗୃହ, ସମେତ ଡାକ୍ତରଖାନା, ପୋଷ୍ଟ ଅଫିସ ଓ ଦୋଳ ମଣ୍ଡପକୁ  ଭଙ୍ଗା ଗଲା । ବିବାଦୀୟ ତ୍ରାହି ଅଚୁ୍ୟତ ଆଶ୍ରମରେ ଜବରଦଖଲ ଉଚ୍ଛେଦ…
Read More...

ନବୀନ ନିବାସରେ “ଗୀତା ” ଦରବାର

ଓଡିଶାରେ ଗୀତା ମେହେଟ୍ଟା । ନିକଟରେ ନବୀନ ନିବାସରେ ସପ୍ତାହେରୁ ଅଧିକ ସମୟ ଧରି ରହିବା ପରେ ଦିଲ୍ଲୀ ଫେରିଯାଇଛନ୍ତି ନବୀନଙ୍କ ବଡ ଭଉଣୀ । ଏହି ସମୟରେ ଗୀତା ମେହେଟ୍ଟାଙ୍କୁ ଭେଟିଛନ୍ତି ବିଜେଡିର ଏକାଧିକ ବରିଷ୍ଠ ନେତା । ଆହୁରି ମଧ୍ୟ ସୂଚନା ମିଳିଛି ଗୀତାଙ୍କ ରହଣିକାଳରେ ମୁଖ୍ୟମନ୍ତ୍ରୀଙ୍କ…
Read More...

@ûAbò@ûeþiòGfþ ù^UþIßKðùe IWògû

ùekaûA bòZòbìcò, gqò , ÊùeR I _eòaj^ _eò aòbò^Ü ùlZâùe ^òRe _âbûa  aòÉûe KeòQò jûA\âûaû\e Kµû^ò @ûAbò@ûeþiòGfþ ö ùKûfKûZûùe ^òcðûY]ú^ aâòR bêhêWòaû _ùe Gjò Kµû^úe Kû~ðý ùg÷kú C_ùe iéÁò ùjûAQò _âgÜaûPú ö @ûA Gjò aäûKfòùÁWþ Kµû^òe ù^UþIþKðùe…
Read More...