Browsing Category

କନକ ଏକ୍ସକ୍ଲୁସିଭ୍

ଅସାବଧାନ ହେଲେ ଘଟିଯିବ ଦୁର୍ଘଟଣା । ରାସ୍ତା ନଥିବାରୁ ରେଳ ଧାରଣା କଡରେ ଚାଲିଛି ବିପଦସଙ୍କୁଳ ଯାତ୍ରା ।

କନକ ବ୍ୟୁରୋ: ଜୀବନକୁ ବାଜି ଲଗାଇ ଚାଲିଛି ଯାତ୍ରା । କେବେ ଯେ ଜୀବନ ଚାଲିଯିବ ତାହା କହିହେବନି । ମରଣ ରାସ୍ତାରେ ଚାଲି ଚାଲି ଯାଉଛନ୍ତି ପିଲାରୁ ବୁଢା ସମସ୍ତେ । ରାସ୍ତା ସମସ୍ୟା ଯୋଗୁ ଲୋକେ ବହୁ ସମସ୍ୟା ଭୋଗୁଛନ୍ତି । ଯେଉଁ ଗୋଟିଏ ରାସ୍ତା ଅଛି ସମସ୍ତଙ୍କୁ ୧୦ କିଲୋମିଟର ରାସ୍ତା ବୁଲିକି…
Read More...

ଲୋକାର୍ପିତ ହେଲା ମାଲକାନଗିରି ବିମାନବନ୍ଦର । ଆକାଶମାର୍ଗ ମାନଚିତ୍ରରେ ଜିଲ୍ଲା ପାଇଲା ପରିଚୟ । ଲୋକାର୍ପଣ କଲେ…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିିତ ମାଲକାନଗିରି ବିମାନବନ୍ଦର । ଏହାସହ ଉପାନ୍ତ ଅଞ୍ଚଳ ଭାବେ ଜଣାଯାଉଥିବା ମାମଲକାନଗିରିକୁ ଆକାଶମାର୍ଗରେ ମିଳିଲା ନୂଆ ପରିଚୟ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିମାନବନ୍ଦର ଲୋକାର୍ପିତ ହେବା ପରେ…
Read More...

କୋରାପୁଟ ଜିଲ୍ଲାପାଳଙ୍କ ଜଣଶୁଣାଣିରେ ଉତ୍ତେଜନା । ରାସ୍ତା କାମକୁ ନେଇ ପାଟିତୁଣ୍ଡରେ ସମିତି ସଭ୍ୟଙ୍କୁ ସଭାରୁ ଧକ୍କା…

କନକ ବ୍ୟୁରୋ: ଜନଶୁଣାଣିରେ କଥା କଟାକଟି ପରେ ସମିତି ସଭ୍ୟଙ୍କୁ ପିଏସଓ ଲଗାଇ ସଭାରୁ ବାହାର କରିଦେଲେ ଜିଲ୍ଲାପାଳ । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ କାର୍ଯ୍ୟାଳୟରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ପଞ୍ଜିକୃତ ଅଭିଯୋଗର କାର୍ଯ୍ୟକାରିତା ହେଉନଥିବା…
Read More...

ବାଙ୍କୀରେ ହାତୀ ଉପଦ୍ରବ । ମହାନଦୀ ପାର ହୋଇ ଆସି ଫିସଲ କରୁଛନ୍ତି ନଷ୍ଟ । ଚିନ୍ତାରେ ଚାଷୀ ।

କନକ ବ୍ୟୁରୋ: ବାଙ୍କୀ ଭଗିପୁର ଅଞ୍ଚଳରେ ହାତୀ ଉପଦ୍ରବ । ବ୍ୟାପକ ପନିପରିବା ଫସଲ ନଷ୍ଟ କରୁଛନ୍ତି ହାତୀ ପଲ । ଗତକାଲି ବିଳମ୍ବିତ ରାତିରେ ଆଠଗଡ଼ ସୁକାଶନ ଜଙ୍ଗଲରୁ ଆସି ମହାନଦୀ ପାର ହୋଇ ଆସିଛନ୍ତି ହାତୀ ପଲ । ଏହା ପରେ ଭଗିପୁର ଅଂଚଳରେ ହୋଇଥିବା ଚାଷ ଜମିରେ ପଶି ପନିପରିବା ନଷ୍ଟ କରିଛନ୍ତି…
Read More...

ହଳଦିଆ ଜଳପ୍ରପାତ: ଚାଇନାର ବୃହତ୍ତମ ଜଳପ୍ରପାତ ଉପରେ ଶୀତର ପ୍ରଭାବ :  ପାଣି ହଳଦିଆରୁ ଧଳା ରଙ୍ଗ ହେଇଗଲା ।

ହୁକୋଉ ଜଳପ୍ରପାତ ବା ହଳଦିଆ ଜଳପ୍ରପାତ: ଚାଇନାର ହୁକୋଉ  ଜଳପ୍ରପାତ ହେଉଛି ବିଶ୍ୱର ସବୁଠାରୁ ବଡ ହଳଦିଆ ଜଳପ୍ରପାତ ।  ଗୁଇଜୋ ପ୍ରଦେଶର ହୁଆଙ୍ଗଗୁଶୁ ଜଳପ୍ରପାତ ପରେ ଏହା ଚାଇନାରେ ଦ୍ୱିତୀୟ ବୃହତ୍ତମ ଜଳପ୍ରପାତ ଅଟେ । ପ୍ରବଳ ଥଣ୍ଡା ହେତୁ ଏହି ଜଳପ୍ରପାତର ପାଣି ସବୁ ବରଫ ପାଲଟି ଯାଇଛି ।…
Read More...

କାମାକ୍ଷାନଗର ଆଳତୁମା ଗାଁ ଶ୍ମଶାନରେ ତନ୍ତ୍ର ସାଧନା ଅଭିଯୋଗ । ୬ ମାସ ତଳର ବୃଦ୍ଧାଙ୍କ ଶବ କାଢି ଖପୁରୀରେ ପୂଜାପାଠ…

କନକ ବ୍ୟୁରୋ: ୬ ମାସ ତଳେ ମୃତ୍ୟୁ ହୋଇଥିବା ବୃଦ୍ଧା ମହିଳାଙ୍କ ଗାତରେ ପୋତା ଯାଇଥିବା ମୁଣ୍ଡ ବାହାର କରାଯାଇ କେହି କରିଛି ପୂଜାର୍ଚ୍ଚନା । ଭୟଭୀତ ଅବସ୍ଥାରେ ଗ୍ରାମବାସୀ ଓ ପରିବାର ଲୋକେ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଳତୁମା ଗାଁରେ । ଗତ ଜୁନ ମାସ ୧୫…
Read More...

କେଉଁଠି ବିକ୍ରି ହେଇଥିଲା ଦୁନିଆର ସବୁଠୁ ଦାମୀ ଜମି ?  ମୋଗଲ ଏହାକୁ ବିକ୍ରି କରିଥିଲେ, ହିନ୍ଦୁ ସେଠ କିଣିଥିଲେ

ବିଶ୍ବରେ ଯେଉଁ ହାରରେ ଜନସଂଖ୍ୟା ବୃଦ୍ଧି ପାଉଛି ସେହି ହାରରେ ଜମି ମୂଲ୍ୟ ମଧ୍ୟ ବୃଦ୍ଧି ପାଉଛି । ବିଶ୍ବ ଇତିହାସରେ ବିକ୍ରି ହୋଇଥିବା ସବୁଠାରୁ ଦାମୀ ଜମିର ମୂଲ୍ୟ କ’ଣ ଥିଲା ? ଦୁନିଆରେ ଯେଉଁଭଳି ପରିସ୍ଥିତି ସୃଷ୍ଟି ହେଲାଣି ସେ ଦିନ ଏତେ ଆଉ ବେଶି ଦୂର ନୁହେଁ ଯେତେବେଳେ ମଣିଷମାନେ…
Read More...

ଦେଶରେ ପୁଣି ଉପରମୁହାଁ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୬୦୨ ନୂଆ ପଜିଟିଭି ଚିହ୍ନଟ, ୫ଜଣଙ୍କ ମୃତ୍ୟୁ ।

କନକ ବ୍ୟୁରୋ: ଦେଶରେ ପୁଣି ଉପରମୁହାଁ କରୋନା ମିଟର । ଗତ ୨୪ଘଣ୍ଟାରେ ଦେଶରେ ୬୦୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୫ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ହଜାର ୪ଶହ ୪୦ରେ ପହଂଚିଛି ।
Read More...

କନ୍ଧମାଳରେ ପ୍ରବଳ ଜାଡ । ଜି.ଉଦୟଗିରି ଓ ଫୁଲବାଣୀରେ ହାଡଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ଧନ ଜୀବନ, କାମକୁ ଯାଇ ନପାରି…

କନକ ବ୍ୟୁରୋ: ଗତ କିଛି ଦିନ ହେଲା ରାଜ୍ୟରେ ଶୀତ ପଡିଛି । ଗତ ୧୦ ତାରିଖରୁ କନ୍ଧମାଳ ଜିଲ୍ଲାରେ ଶୀତ ଲହରୀ ଜାରି ରହିଛି । ପାରଦ ତଳ ମୁହାଁ ହୋଇଛି । ଶୀତ ସହିତ ଘନ କୁହୁଡି ଯୋଗୁଁ ଜାଡ ମାଡରେ ଜିଲ୍ଲା ଥରହର ହେଉଛି । ବେଶ କିଛି ଦିନ ହେଲା ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ହିଁ ରହୁଛି…
Read More...

ହସ୍ପିଟାଲରେ ଅପରେସନ କରୁଥିଲେ ଝିଅ, ବାପାଙ୍କ ନାଁ ମୁଖ୍ୟମନ୍ତ୍ରୀ ଭାବେ ହେଲା ଘୋଷଣା । ତା ପରେ… ।

କନକ ବ୍ୟୁରୋ : ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବଙ୍କ ନାଁରେ ମୋହର ମାରିଛି ବିଜେପି । ମୋହନଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରାଯିବା ପରେ ପରିବାରବର୍ଗ ଓ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି । କାରଣ ମୁଖ୍ୟମନ୍ତ୍ରୀ ରେସରେ ଅନେକ ବଡ ବଡ ନାଁ ଥିଲେ ମଧ୍ୟ ମୋହନଙ୍କ ଉପରେ…
Read More...