Daily Archives

March 30, 2024

ରାଜ୍ୟର ୩ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି: କଟକରୁ ଲଢିବେ ଭର୍ତ୍ତୃହରି ମହତାବ

କନକ ବ୍ୟୁରୋ: ଆଜି ବିଜେପି ଓଡିଶାରେ ବାକି ଥିବା ୩ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଯାଜପୁର, କନ୍ଧମାଳ ଓ କଟକ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଯାଜପୁରରୁ ରବିନ୍ଦ୍ର ନାରାୟଣ, କନ୍ଧମାଳରୁ ସୁକାନ୍ତ କୁମାର ପାଣିଗ୍ରାହୀ ଓ କଟକରୁ ଲଢିବେ ଭର୍ତ୍ତୃହରି ମହତାବ । ତେବେ…

ପୁଣି କମାଲ କଲା ଭାରତୀୟ ସେନା: ମଝି ସମୁଦ୍ରରୁ ୨୩ ପାକିସ୍ତାନୀଙ୍କୁ କଲା ରକ୍ଷା

କନକ ବ୍ୟୁରୋ: ପୁଣି ଥରେ ମଝି ସମୁୁଦ୍ରରେ ପରାକ୍ରମ ଦେଖାଇଲା ଭାରତ । ଜଳଦସ୍ୟୁଙ୍କ ସହ ଲଢ଼ି ପୁଣି ବଂଚାଇଲେ ବିଦେଶୀଙ୍କ ଜୀବନ । ଘଟଣା ୨୯ ମାର୍ଚ୍ଚର । ୨୩ଜଣ ପାକିସ୍ତାନୀ ମତ୍ସ୍ୟଜୀବୀ ଆରବମହାସାଗରକୁ ଯାଇଥିବବେଳେ ଜଳଦସ୍ୟୁଙ୍କ ଫାଶରେ ପଡିଥିଲେ । ଏହି ଖବର ପାଇବା ମାତ୍ରକେ ତୁରନ୍ତ ସାହାଯ୍ୟ…

ରାଷ୍ଟ୍ରପତି ଭବନରେ ଭାରତରତ୍ନ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ: ୪ଜଣଙ୍କ ଦିଆଗଲା ମରଣୋତ୍ତର ଭାରତରତ୍ନ ସମ୍ମାନ

କନକ ବ୍ୟୁରୋ: ରାଷ୍ଟ୍ରପତି ଭବନରେ ଭାରତରତ୍ନ ପ୍ରଦାନ ସମାରୋହ କାର୍ଯ୍ୟକ୍ରମ । ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ, ଚୌଧୁରୀ ଚରଣ ସିଂ, ବିଶିଷ୍ଟ କୃଷି ବୈଜ୍ଞାନିକ ଏମଏସ ସ୍ୱାମୀନାଥନ ଏବଂ କର୍ପୂରୀ ଠାକୁରଙ୍କୁ ମରଣୋତର ଭାବେ ଭାରତରତ୍ନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ…

କଂଗ୍ରେସକୁ ଆୟକର ବିଭାଗର ନୋଟିସ ପରେ ଦିଲ୍ଲୀରେ ଦଳର ଜୋରଦାର ବିକ୍ଷୋଭ: ରାସ୍ତାକୁ ଓହ୍ଲାଇଲା ଯୁବ କଂଗ୍ରେସ

କନକ ବ୍ୟୁରୋ: କଂଗ୍ରେସକୁ ଆୟକର ବିଭାଗର ୧୮ଶହ କୋଟି ଟଙ୍କା ନୋଟିସ ମିଳିବା ପରେ ଆଜି ଦେଶର ବିଭିନ୍ନ ସ୍ଥାନରେ ଦଳ ବିକ୍ଷୋଭ କରିଛି । ଦିଲ୍ଲୀ, ସମେତ ବିଭିନ୍ନ ରାଜ୍ୟରେ ଯୁବ କଂଗ୍ରେସ ଜୋରଦାର ବିରୋଧପ୍ରଦର୍ଶନ କରିଛି । ଦଳ କହିଛି ୧୮ଶହ କୋଟିର ନୋଟିସ ମିଳିବା ପରେ ଦଳକୁ ଆଉ ଦୁଇଟଇ ନୋଟିସ…

ଏନସିପି ଅଜିତ ପାୱାର ଗୋଷ୍ଠୀର ତୁଙ୍ଗ ନେତା ପ୍ରଫୁଲ ପଟେଲଙ୍କୁ ସିିବିଆଇର କ୍ଲିନଚିଟ: ବିଜେପିକୁ କଂଗ୍ରେସ କଲା ଟାର୍ଗେଟ

କନକ ବ୍ୟୁରୋ: ଏନଡିଏରେ ସାମିଲ ହେବା ଠିକ ୮ମାସ ପରେ ଏନସିପି ଅଜିତ ପାୱାର ଗୋଷ୍ଠୀ ନେତା ପ୍ରଫୁଲ ପଟେଲଙ୍କୁ ମିଳିଛି ବଡ ଆଶ୍ୱସ୍ତି । ଏୟାର ଇଣ୍ଡିଆ ବିମାନ ଲିଜ ଦୁର୍ନୀତି ମାମଲାରେ ପଟେଲଙ୍କୁ କ୍ଲିନଚିଟ ଦେଇଛି ସିବିଆଇ । ପ୍ରମାଣ ଅଭାବରୁ ପଟେଲଙ୍କୁ ଦୋଷମୁକ୍ତ କରିଛି ସିବିଆଇ । ଏନେଇ ଆଜି…

ଚର୍ଚ୍ଚାରେ ବିଜେପିର ନୂଆ ଭିିଡିଓ: ଇଣ୍ଡିଆ ମେଣ୍ଟକୁ ଟାର୍ଗେଟ କରି ଦଳର ଜାରି କଲା ନୂଆ ବ୍ୟଙ୍ଗତ୍ମାକ ଭିଡିଓ

କନକ ବ୍ୟୁରୋ: ଚର୍ଚ୍ଚାରେ ବିଜେପିର ନୂଆ ଭିିଡିଓ । ଇଣ୍ଡି ମେଂଟକୁ ଟାର୍ଗେଟ କରି ଦଳର ଜାରି କରିଛି ନୂଆ ବ୍ୟଙ୍ଗତ୍ମାକ ଭିଡିଓ । ଭିଡିଓରେ ଦେଶବାସୀଙ୍କୁ ବାର୍ତା ଦେଇ ବିଜେପି କହିଛି ବିରୋଧୀ ମେଂଟ ଜନତାକୁ ଦିଏ ମିଛ ପ୍ରତିିଶ୍ରୁତି । ମିଳିମିଶି ଦେଶକୁ ଲୁଟନ୍ତି । ବିଜେପି ଅଫିସିଆଲ ପେଜରେ…