Daily Archives

May 7, 2024

ସଙ୍କଟରେ ହରିୟାଣା ବିଜେପି ସରକାର । ୩ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ।

କନକ ବ୍ୟୁରୋ: ଦେଶରେ ଲୋକସଭା ନିର୍ବାଚନ ଚାଲିଥିବାବେଳେ ହରିୟାଣାରେ ବିଜେପି ସରକାରକୁ ଶକ୍ତ ଝଟକା ଲାଗିଛି । ରାଜ୍ୟର ନାଏବ ସିଂ ସୈନି ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି ୩ ନିର୍ଦ୍ଦଳୀୟ ବିଧାୟକ । ହରିୟାଣା କଂଗ୍ରେସ ସଭାପତି ଉଦୟ ଭାନ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ…

ବିଜେପିରେ ମିଶିଲେ କଂଗ୍ରେସ ମୁଖପାତ୍ର ରାଧିକା ଖେରା । ସେପଟେ ପଦ୍ମ ଧରିଲେ ଅଭିନେତା ଶେଖର ସୁମନ ।

କନକ ବ୍ୟୁରୋ: କଂଗ୍ରେସକୁ ବଡ଼ ଝଟକା ଲାଗିଛି । ଦଳର ମୁଖପାତ୍ର ରାଧିକା ଖେରା କଂଗ୍ରେସର ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଜୟଭୀର ସେରଗିଲ, ଗୌରବ ବଲ୍ଳଭଙ୍କ ପରେ ଦଳ ଛାଡିଛନ୍ତି ରାଧକା ଖେରା । ରାମ ମନ୍ଦିର ବୁଲିବାକୁ ଯାଇ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଛାଡିବା ପରେ କଂଗ୍ରେସ ତାଙ୍କୁ…

ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯାଇପାରେ ଭାରତୀୟ ଟିମ! କେନ୍ଦ୍ର ସରକାର ଅନୁମତିକୁ ଅପେକ୍ଷା ।

କନକ ବ୍ୟୁରୋ: କ୍ରିକେଟ ଖେଳିବାକୁ ପାକିସ୍ତାନ ଯାଇପାରେ ଭାରତୀୟ କ୍ରିକେଟ ଟିମ । ଆସନ୍ତା ବର୍ଷ ପାକିସ୍ତାନରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଭାରତୀୟ ଟିମ୍ ପାକିସ୍ତାନ ଯାଇପାରେ । ଏଥିପାଇଁ କେବଳ ଗୋଟିଏ ସର୍ତ ରଖିଛି ବିସିସିଆଇ । ଯଦି କେନ୍ଦ୍ର ସରକାର ଯିବାକୁ ଅନୁମତି ଦେବ…

ତୃତୀୟ ପର୍ଯ୍ୟାୟରେ ଶେଷହେଲା ମତଦାନ । ଇଭିଏମରେ ସିଲ ହେଲା ହେଭିୱେଟଙ୍କ ଭାଗ୍ୟ । ମୋଦୀ, ଶାହା ,ସିନ୍ଦେ, ଶିବରାଜ,…

କନକ ବ୍ୟୁରୋ: ମେ ୭ରେ ତୃତୀୟ ପର୍ଯ୍ୟାୟ ପାଇଁ ଭୋଟ୍ ଗ୍ରହଣ କରାଯାଇଛି । ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୪ ଆସନ ପାଇଁ ପଡ଼ିଛି ଭୋଟ । ତୃତୀୟ ପର୍ଯ୍ୟାୟରେ ଅନେକ ହେଭିୱେଟ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ କଏଦ ହୋଇଛି । ଅମିତ ଶାହା, ଜ୍ୟୋତିରାଦିତ୍ୟ ସିନ୍ଧିଆ,ଶିବରାଜ ସିଂ ଚୌହାନ ଶରଦ…

ମୋଦୀଙ୍କ ପାଇଁ ଉତ୍ସବମୁଖର ଅହମ୍ମଦାବାଦ । ପ୍ରଶଂସକଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ଆଜି ସକାଳୁ ଯେବେ ଅହମ୍ମଦାବାଦରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ସେ ସମୟରେ, ସତେ ଯେମିତି ଉତ୍ସବମୁଖର ହୋଇପଡିଥିଲା ଅହମ୍ମଦାବାଦ ସହର । କଡ଼ା ସୁରକ୍ଷା, ବ୍ୟାରିକେଟ, ଶହ ଶହ ସମର୍ଥକଙ୍କ ଗହଣରେ ମୋଦୀଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ଚାରିପଟେ ଶୁଭୁଥିଲା ମୋଦୀ…

ସାମନାକୁ ଆସିଲା ସ୍ୱାମୀ-ସ୍ତ୍ରୀଙ୍କ କାରନାମା । କାରରେ ଆସି ଗାର୍ମେଣ୍ଟ ଦୋକାନରୁ ଚୋରି ଅଭିଯୋଗ । ସିସିଟିଭିରେ କଏଦ…

କନକ ବ୍ୟୁରୋ: ରାଜଧାନୀରେ ଚହଳ ପକାଇଛି ସ୍ୱାମୀ-ସ୍ତ୍ରୀଙ୍କ କାରନାମା । ଦାମୀ କାରରେ ଆସିଲେ, ଆଖି ପିଛୁଳାକେ ଲୁଟିନେଲେ । ଘଟଣା ଘଟିଛି ଭୁବନେଶ୍ୱର ବଡ଼ଗଡ଼ ଥାନା ଲୁଇସ୍ ରୋଡରେ । ଲୁଇସ୍ ରୋଡରେ ଥିବା ଏକ ଗାର୍ମେଣ୍ଟ ଦୋକାନରେ ଏଭଳି ଚୋରି ହୋଇଛି । ସିସିଟିଭି ଯାଞ୍ଚ ପରେ, ସିସିଟିଭି ଫୁଟେଜ…