Daily Archives

March 29, 2024

ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ହେଲା ଉପରମୁହାଁ । ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୦ ଡିଗ୍ରୀ ଛୁଇଁଲା ଦିନର ସର୍ବୋଚ୍ଚ…

କନକ ବ୍ୟୁରୋ: ୪୦ ଛୁଇଁଲା ୫ଟି ସହରର ତାପମାତ୍ରା । ବଲାଙ୍ଗୀର, ଟିଟିଲାଗଡ, ବୌଦ୍ଧ ଏବଂ ନୟାଗଡ ସହରରେ ୪୦ ଛୁଇଁଛି ତାପମାତ୍ରା । ସେହିପରି ତାଳଚେର ସହରରେ ତାପମାତ୍ରା ୩୯.୮ ଡିଗ୍ରୀ ଏବଂ ଅନୁଗୁଳ ସହରରେ ୩୯.୧, ଝାରସୁଗୁଡାରେ ୩୯.୧, ଫୁଲବାଣୀ ୩୯.୨ ରେକର୍ଡ କରାଯାଇଛି । ତାତି ସାଙ୍ଗକୁ…

ସୁନାଦର ହେଉଛି ଆକାଶ ଛୁଆଁ । ୭୦ ହଜାର ପାଖାପାଖି ପହଞ୍ଚିଲା ୨୪ କ୍ୟାରେଟ ସୁନାର ଦାମ୍

କନକ ବ୍ୟୁରୋ: ହୁ ହୁ ହୋଇ ବଢ଼ିଚାଲିଛି ସୁନାର ମୂଲ୍ୟ । ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମର ମୂଲ୍ୟ ୬୯ ହଜାର ୭୫୦ ଟଙ୍କା ହୋଇଛି । ଗୋଟିଏ ସପ୍ତାହରେ ସୁନାଦର ବଢିଛି ଅଢ଼େଇ ହଜାର ଟଙ୍କା । ସେହିପରି ୨୨ କ୍ୟାରେଟ ସୁନା ୧୦ ଗ୍ରାମ ଏବେ ୬୨ ହଜାର ୮୦୦ ଟଙ୍କା ଛୁଇଁଛି । ଗୋଟିଏ ମାସ…

କଂଗ୍ରେସକୁ ଘାରିଲା ପାଣ୍ଠି ଚିନ୍ତା । ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ଚିଠି ଲେଖିଲେ…

କନକ ବ୍ୟୁରୋ: ରାଜ୍ୟ କଂଗ୍ରେସକୁ ଘାରିଛି ନିର୍ବାଚନୀ ପାଣ୍ଠି ଚିନ୍ତା । ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ । ଚୂଡାନ୍ତ ହୋଇଥିବା ପ୍ରାର୍ଥୀଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ନାଁରେ ୫୦ ହଜାର ଟଙ୍କା ଲେଖାଏଁର ଚେକ୍ ଦେବାକୁ…

ବିଜୁ ଜନତା ଦଳରେ ମିିଶିଲେ ସୁରେନ୍ଦ୍ର ସିଂ ଭୋଇ । ଏପଟେ ବିଜେପି ଛାଡ଼ିଲେ ନୀଳଗିିରି ବିଧାୟକ ସୁକାନ୍ତ ନାୟକ ।…

କନକ ବ୍ୟୁରୋ: ଟିକେଟ୍ ଘୋଷଣା ହେବାକୁ ଅପେକ୍ଷା ଭିତରେ ତେଜିଛି ଦଳଡିଆଁ ରାଜନୀତି । ଖାସକରି ଶାସକ ଦଳରେ ଚାଲିଛି ମିଶ୍ରଣ ପର୍ବ । ବିଜେପି ଓ କଂଗ୍ରେସ ଦଳର ନେତା ଏବେ ବିଜେଡିକୁ ଡିଆଁ ମାରୁଛନ୍ତି । ଆଜି ନୀଳଗିରିର ବିଜେପି ବିଧାୟକ ସୁକାନ୍ତ ନାୟକ ଏବଂ କଟକ ସାଲେପୁରର ପୂର୍ବତନ ବିଧାୟକ ତଥା…

ଖୁବଶୀଘ୍ର ଆସିବ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା । ୭୦ରୁ ଅଧିକ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ ହୋଇଥିବା…

କନକ ବ୍ୟୁରୋ: ଯଦିଓ ରାଜ୍ୟରେ ବିଜେପି ଆଗ ଲୋକସଭା ପ୍ରାର୍ଥୀ ଘୋଷଣା କରିଛି କିନ୍ତୁ ବିଧାୟକ ପ୍ରାର୍ଥୀ ଘୋଷଣା କରିନି । ଏପରି ସ୍ଥିତିରେ ଖୁବଶୀଘ୍ର ବିଜେପି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିବ ବୋଲି ଜଣାପଡିଛି । ତେବେ ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀରେ ବିଜେପିର ବୈଠକ ବସିଥିଲା ।…

ଶେଷ ମୁହୁର୍ତ୍ତରେ ବିଜେଡି ନେତାଙ୍କ ଟିକେଟ ଲବି । ନବୀନ ନିବାସରେ ଆଜି ମଧ୍ୟ ଆଶାୟୀଙ୍କ ଭିଡ଼ । କିଛି ଆସନରେ ଏବେ ବି…

କନକ ବ୍ୟୁରୋ: ବାକି ଥିବା ବିଧାନସଭା ଓ ଲୋକସଭାରେ କାହାକୁ ମିଳିବ ଟିକେଟ୍? କାହାର କଟିଯିବ ଆସନ? ଏହାକୁ ନେଇ ଆଶା ଆଶଙ୍କାରେ ରହିଛନ୍ତି ଆଶାୟୀ ନେତା । ଗତକାଲି ଭଳି ଆଜି ବି ନବୀନ ନିବାସରେ ବିଜେଡି ନେତାଙ୍କ ଗହଳି ଦେଖିବାକୁ ମିଳିଛି । କୁହାଯାଉଛି, ଯେଉଁମାନଙ୍କୁ ଦଳୀୟ ଟିକେଟ୍ ମିଳିବ,…