Daily Archives

March 28, 2024

ସୁଜାତାକୁ ସୁଯୋଗ ଦେଲା ବିଜେଡି । ଏସଏଚଜି ସଭାପତିରୁ ବିଧାୟିକା ପ୍ରାର୍ଥୀ

କନକ ବ୍ୟୁରୋ : ଶୀର୍ଷ ନେତାଙ୍କ ସାଥିରେ ଥିବା ମହିଳାଙ୍କ ସାଧନାକୁ ଦଳୀୟ ସ୍ୱୀକୃତି ମିଳିଛି । ଦିନେ ସମିତି ସଭ୍ୟ ଭାବେ ରାଜନୈତିକ ଯାତ୍ରା ଆରମ୍ଭ କରିିଥିବା ସୁଜାତା ସାହୁ, ଏବେ ବ୍ଲକରୁ ଉଠି ବିଧାନସଭାକୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି । କାରଣ, ତାଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଯାଜପୁର…

ବଦଳିବ କି ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ । ମ୍ୟାଚ ହାରିବା ପରେ ଆକାଶ ଅମ୍ବାନୀ ଏବଂ ପୂର୍ବତନ ଅଧିନାୟକ ରୋହିତ…

କନକ ବ୍ୟୁରୋ : ରୋହିତ ଶର୍ମାଙ୍କ ଭଳି ଜଣେ ଅଭିଜ୍ଞ ଓ ଦୁର୍ଦ୍ଦଶ ଖେଳାଳିଙ୍କୁ ଅପମାନିତ କରି ନିଜେ ଅପଦସ୍ତ ହୋଇଯାଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡିଆ । ହାତକୁ ଅଧିନାୟକ ଦାୟିତ୍ୱ ଆସିବା ପରେ ଅସଲ ଚେହେରା ଦେଖାଇ ଦେଇଛନ୍ତି ପାଣ୍ଡିଆ । ଆଉ ଚଳିତ ଆଇପିଏଲ ସିଜିନର…

ପୁଣି ଇଡି ସମନକୁ ଆଡେଇ ଗଲେ ଟିଏମସି ପ୍ରାର୍ଥୀ ମହୁଆ ମୋଇତ୍ରା । କହିଲେ, ନିର୍ବାଚନ ବେଳେ ପ୍ରଚାର ଆଗ

କନକ ବ୍ୟୁରୋ : ବୈଦେଶିକ ମୁଦ୍ରା ପରିଚାଳନା ଆଇନ ବା ଫେମା ଉଲ୍ଲଂଘନ ମାମଲା । ଇଡି ସମନକୁ ଏଡାଇଲେ ଟିଏମସି ନେତ୍ରୀ ମହୁଆ ମୌତ୍ର । ଗୁରୁବାର ଦିଲ୍ଲୀରେ ହାଜର ହେବାର ଥିଲା । କିନ୍ତୁ ସେ ହାଜର ହୋଇନାହାନ୍ତି । କୃଷ୍ଣନଗରରେ ମହୁଆ କହିଛନ୍ତି, ସେ ଲୋକସଭା ନିର୍ବାଚନ ପାଇଁ ଟିଏମସିର ପ୍ରାର୍ଥୀ…

ବିହାର ମହାମେଟଂର ଟିକେଟ କସରତ । ଶୁକ୍ରବାର ଆସନ ଭାଗବଂଟା ଘୋଷଣା ହେବା ସମ୍ଭାବନା

କନକ ବ୍ୟୁରୋ : ବିହାରରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ଶେଷ ତାରିଖ । ଏପର୍ଯ୍ୟନ୍ତ କିନ୍ତୁ ବିହାରରେ ମହାମେ’ଟ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଓ ଆସନ ବୁଝାମଣା ଘୋଷଣା କରାଯାଇନାହିଁ । ଗୁରୁବାର ଆରଜେଡି ଓ କଂଗ୍ରେସ ମଧ୍ୟରେ ବୈଠକ ଚାଲିଥିଲା । ଏହି…

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଖରେ ନାହିଁ ଟଙ୍କା । ଲୋକସଭା ନିର୍ବାଚନ ପାଇଁ ଟିକେଟ୍ ଅଫର ହୋଇଥିଲେ…

କନକ ବ୍ୟୁରୋ : ଚଳିତ ନିର୍ବାଚନରେ ଅନେକ ରାଜ୍ୟସଭା ସାଂସଦଙ୍କୁ ପ୍ରାର୍ଥୀ କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୀୟୁଷ ଗୋଏଲ, ଭୂପେନ୍ଦ୍ର ଯାଦବ, ରାଜୀବ ଚନ୍ଦ୍ରଶେଖର ଏବଂ ଜ୍ୟୋର୍ତିାଦିତ୍ୟ ସିନ୍ଧିଆ ପ୍ରମୁଖ ଲୋକସଭା ପ୍ରାର୍ଥୀ ହୋଇଛନ୍ତି । କିନ୍ତୁ ମୋଦୀ ସରକାରର…

ଶିବସେନାରେ ଯୋଗଦେଲେ ଅଭିନେତା ଗୋବିନ୍ଦା ।  ୨୦୦୪ ଲୋକସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ହୋଇଥିଲେ ନିର୍ବାଚିତ

କନକ ବ୍ୟୁରୋ : କଂଗ୍ରେସର ପୂର୍ବତନ ସାଂସଦ ତଥା ବଲିଉଡର ଜଣାଶୁଣା ଅଭିନେତା ଶିବସେନାରେ ସାମିଲ ହୋଇଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗୋବିନ୍ଦା ଶିବସେନା ଟିକେଟରେ ନିର୍ବାଚନ ଲଢିବେ । ସେ…