Daily Archives

March 28, 2024

ବିଜେପି ଟିକେଟ କାଟିବା ପରେ ଭାବବିହ୍ୱଳ ହୋଇ ପିଲଭିତ୍ ବାସୀଙ୍କ ଉର୍ଦ୍ଦେଶ୍ୟରେ ଚିଠି ଲେଖିଲେ ବରୁଣ ଗାନ୍ଧୀ । ଜାଣନ୍ତୁ…

କନକ ବ୍ୟୁରୋ : ଗାନ୍ଧୀ ପରିବାରର ଅନ୍ୟତମ ଚର୍ଚ୍ଚିତ ଚେହେରା ବରୁଣ ଗାନ୍ଧୀ । ଗୁରୁବାର ପିଲିଭିତ୍ ବାସୀଙ୍କୁ ଏକ ଚିଠି ଲେଖିଛନ୍ତି । ଏକ୍ସରେ ପୋଷ୍ଟ କରାଯାଇଥିବା ଚିଠିରେ ସେ ଲେଖିଛନ୍ତି, "ଯେତେ ଟଂକା ଖର୍ଚ୍ଚ ହେଉ ନା କାହିଁକି, ମୁଁ ଆପଣମାନଙ୍କ ସେବା ଜାରି ରଖିବି’ । ବିଜେପି ଏଥର ବରୁଣ…

୫-‘ବି’ରେ କିଏ ହେବେ ପ୍ରାର୍ଥୀ? ପୁଣି ସରପ୍ରାଇଜ ଦେବେ କି ନବୀନ?

କନକ ବ୍ୟୁରୋ: ବିଜେଡିର ୫-‘ବି’ ଦ୍ୱନ୍ଦ୍ୱ । ରାଜ୍ୟରେ ୨୧ଟି ଲୋକସଭା ଆସନ ମଧ୍ୟରୁ ୧୫ଟି ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିଲେ ବି ବାକି ୬ଟି ଆସନରେ ଏ ଯାଏଁ ପ୍ରାର୍ଥୀ ଘୋଷଣା ହୋଇନାହିଁ । ବ୍ରହ୍ମପୁର, ବଲାଙ୍ଗୀର, ଭଦ୍ରକ, ବାଲେଶ୍ୱର ଓ ବରଗଡ ଲୋକସଭା ଆସନରେ କିଏ ପ୍ରାର୍ଥୀ ହେବ ସେ…

ଏପ୍ରିଲ ୧ ତାରିଖ ଯାଏ ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ରିମାଣ୍ଡ ଅବଧି । କୋର୍ଟରେ ଇଡି କହିଲା ଜବତ ମୋବାଇଲର ଚାଲିଛି…

କନକ ବ୍ୟୁରୋ : ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି । ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡ ଅବଧି ବୃଦ୍ଧି କରିଛି । ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଏହାକୁ ଏପ୍ରିଲ ପହିଲା…

ଖୁବଶୀଘ୍ର ଘୋଷଣା ହୋଇପାରେ ବିଜେପିର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା: ସମ୍ଭାବ୍ୟ ତାଲିକା ଧରି ଦିଲ୍ଲୀରେ…

କନକ ବ୍ୟୁରୋ: ଓଡିଶା ବିଜେପି ଟିକେଟ ପାଇଁ ଦିଲ୍ଲୀରେ ହଲଚଲ । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଆଜି ରାତିରେ ବସୁଛି କେନ୍ଦ୍ରୀୟ ବିଜେପିର କୋର ଗ୍ରୁପ ବୈଠକ । ଆଉ ଏହି ବୈଠକରେ ଓଡିଶାର ବିଜେପି ଟିକେଟ୍ ନେଇ ଚୂଡାନ୍ତ ହୋଇପାରେ । ପୂର୍ବରୁ ଭାରତୀୟ ଜନତା ପାର୍ଟି କେବଳ ୧୮ଟି ଲୋକସଭା ଆସନ…

ରାଜନୀତି ପାଇଁ ସୁର ଘରେ କଳି! ସାନଭାଇକୁ କଟାକ୍ଷ କଲେ ବଡଭାଇ

କନକ ବ୍ୟୁରୋ: ରାଜନୀତି ପାଇଁ ସୁର ଘରେ କଳି ।  ବଡ ପୁଅ  କଂଗ୍ରେସରେ ଥିବାବେଳେ ସାନପୁଅ ମନ୍ମଥ ରାଉତରାୟ ବିଜେଡିରେ ମିିଶି  ଭୁବନେଶ୍ୱର ଲୋକସଭା ଆସନକୁ ସିଧା ଟିକେଟ ପାଇଛନ୍ତି । ଏହାପରେ   ମନ୍ମଥଙ୍କୁ କଟାକ୍ଷ କରିଛନ୍ତି ବଡ ଭାଇ ସିଦ୍ଧାର୍ଥ ।  କହିଛନ୍ତି, ଅରୂପ ପଟ୍ଟନାୟକଙ୍କ ଭଳି…

ଟିକେଟ ମିଳିବା ପରେ ଭଗବାନଙ୍କ ଶରଣରେ ନେତା: ମହାପ୍ରଭୁଙ୍କ ଦର୍ଶନ କରି ଆରମ୍ଭ କଲେ ପ୍ରଚାର

କନକ ବ୍ୟୁରୋ: ବିଶ୍ୱାସ ରହିଛି ଭଗବାନଙ୍କ ଦର୍ଶନ କରି, ପୂଜାର୍ଚ୍ଚନା କରି, ଯେ କୌଣସି କାର୍ଯ୍ୟ ଆରମ୍ଭ କଲେ ଶୁଭ ହୋଇଥାଏ । କାର୍ଯ୍ୟ ସଫଳ ହୋଇଥାଏ । ଏବେ ସେହି ବିଶ୍ୱାସର ଝଲକ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଛି । ନିର୍ବାଚନ ଲଢ଼ିବା ପାଇଁ ଆଶାୟୀ ଥିବା ନେତାଙ୍କୁ ଟିକେଟ ମିଳିବା ପରେ ସେମାନେ…