Daily Archives

March 27, 2024

ପାଖଉଛି ନିର୍ବାଚନ, ଜୋରଦାର ହେଉଛି ଦଳଗୁଡିକର ପ୍ରଚାର । ଇଣ୍ଡିଆ ମେଂଟକୁ ଟାର୍ଗେଟ କରି ବିଜେପି ଜାରି କଲା…

କନକ ବ୍ୟୁରୋ : ଇଣ୍ଡି ଆଲାଏନ୍ସ ମେ ଫାଇଟ । ମେ ହିଁ ଦୁଲ୍ଲା ହୁଁ ରାଇଟ୍ । ନିର୍ବାଚନ ପାଇଁ ଇଏ ହେଉଛି ବିଜେପି ନୂଆ ପ୍ରଚାର ଭିଡିଓ । ବିଜେପି ଅଫିସିଆଲ ପେଜରେ ଏଭଳି ଏକ ଭିଡିଓ ପୋଷ୍ଟ ହେବାରେ ଖୁବ ଚର୍ଚ୍ଚା ସାଉଁଟିଛି । ଏଥରକ ବିିଜେପି ଜଣେ ଜଣେ କରି ବିରୋଧୀ ଦଳଙ୍କୁ ଟାର୍ଗେଟ ନକରି…

କେଜ୍ରିୱାଲଙ୍କ ଗିରଫ ଉପରେ ଆମେରିକାର ଟିପ୍ପଣୀ, ଅସନ୍ତୋଷ ପ୍ରକାଶ କଲା ଭାରତ । ଆମେରିକା ରାଷ୍ଟ୍ରଦୁତଙ୍କୁ ସମନ ପଠାଇ…

କନକ ବ୍ୟୁରୋ : ଆମେରିକା ଉପରେ ଭାରତ ଖପ୍ପା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫକୁ ନେଇ ଆମେରିକା ମନ୍ତବ୍ୟକୁ ସହଜରେ ଗ୍ରହଣ କରିପାରିନି ଭାରତ । ବୁଧବାର ଆମେରିକା ରାଷ୍ଟ୍ରଦୂତ ଗ୍ଲୋରିଆ ବର୍ବନାଙ୍କୁ ଡକାଇ ତଲବ କରିଛି ଭାରତୀୟ ବୈଦେଶିକମନ୍ତ୍ରାଳୟ । ଆମ୍ ଆଦମୀ ପାର୍ଟି…

ଜେଲ ଭିତରୁ ପ୍ରବର୍ତନ ନିର୍ଦ୍ଦେଶାଳୟ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ରଣହୁଙ୍କାର । କାଲି ଇଡି ବିରୋଧରେ କୋର୍ଟରେ…

କନକ ବ୍ୟୁରୋ : ଅବକାରୀ ଦୁର୍ନୀତି ମାମଲାକୁ ନେଇ ଉଠୁଛି ପଡୁଛି ଦିଲ୍ଲୀ । ଯେବେଠୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ ସେବେଠୁ ରାଜଧାନୀରେ ହୁଲୁସ୍ତୁଲୁ ପରିସ୍ଥିତି ଜାରି ରହିଛି । ଏହା ଭିତରେ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ…

ଇଡି ହେପାଜତରେ ରହିବେ କେଜ୍ରିୱାଲ । ତଳ କୋର୍ଟ ପରେ ହାଇକୋର୍ଟରୁ ବି ମିଳିଲା ନାହିଁ ଆଶ୍ୱସ୍ତି

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇ ଇଡି ହେପାଜତରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟରୁ ମଧ୍ୟ ଆଶ୍ୱସ୍ତି ମିଳିନାହିଁ । କେଜ୍ରିୱାଲଙ୍କ ଗିରଫକୁ ବିରୋଧ କରି ଦିଲ୍ଲୀ ହାଇକୋର୍ଟରେ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି କୋର୍ଟ ଆବେଦନକୁ…

କଟିଲା ପିନାକୀ ମିଶ୍ରଙ୍କ ଟିକେଟ୍, ପୁଣି ବିଜେପିରୁ ଲଢିବେ ସମ୍ବିତ ପାତ୍ର । ଏଥର ପୁରୀରେ ଅରୂପ ବନାମ ସମ୍ବିତ । କିଏ…

କନକ ବ୍ୟୁରୋ: ଏଥର ଶ୍ରୀକ୍ଷେତ୍ର ରାଜନୀତି ହେବ ସରଗରମ । ଲୋକସଭା ନିର୍ବାଚନ ପାଇଁ ଯୋଦ୍ଧା ଘୋଷଣା କଲେ ଉଭୟ ବିଜେଡି ଏବଂ ବିଜେପି । ଗତ ମାର୍ଚ୍ଚ ୨୪ରେ ବିଜେପିର ପ୍ରାର୍ଥୀ ଘୋଷଣା ପରେ ବୁଧବାର ପୁରୀ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଯାହାଫଳରେ ଏଥର ପୁରୀରେ ଦେଖିବାକୁ…

ପିନାକୀ ଓ ମହେଶଙ୍କ କଟିଲା ଟିକେଟ୍ । ଢେଙ୍କାନାଳରୁ ଅବିନାଶ, ପୁରୀରୁ ଅରୁପ ପଟ୍ଟନାୟକ ବିଜେଡି ପ୍ରାର୍ଥୀ । କଟକରୁ…

କନକ ବ୍ୟୁରୋ: ଆସିଲା ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଦ୍ୱିତୀୟ ପର୍ଯ୍ୟାୟରେ ବିଜେଡି ସୁପ୍ରିମୋ ୬ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ପୁରୀରୁ ଏଥର ବିଜେଡି ଲୋକସଭା ପ୍ରାର୍ଥୀ ହେଇଛନ୍ତି ଅରୁପ ପଟ୍ଟନାୟକ, ସେହିପରି କଟକରୁ ସନ୍ତୃପ୍ତ ମିଶ୍ର, ଯାଜପୁରରୁ…