Daily Archives

March 27, 2024

ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ଘୋଷଣା: ଜାଣନ୍ତୁ କେଉଁଠୁ କାହାକୁ ପ୍ରାର୍ଥୀ କଲା ବିଜେଡି

କନକ ବ୍ୟୁରୋ: ଘୋଷଣା ହେଲା ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା । ଆଜି ପ୍ରଥମ ପର୍ଯ୍ୟାୟରେ ୯ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଥିଲା ବେଳେ ଏବେ ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ୬ ଜଣଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ମୋଟ ବିଜେଡି ୧୫ ଲୋକସଭା ପ୍ରାର୍ଥୀ…

ମିଶୁ ମିଶୁ ମିଳିଲା ମନ୍ମଥଙ୍କୁ ଟିକେଟ୍ । ମାତ୍ର ଅଢେଇ ଘଣ୍ଟାରେ ଟିକେଟ୍ ଉପହାର ଦେଇ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ…

କନକ ବ୍ୟୁରୋ: ଦିନ ପ୍ରାୟ ସାଢେ ୧୧ଟା ପାଖାପାଖି । ବିଶାଳ ସମାବେଶ କରି ନିଜ ସମର୍ଥକଙ୍କ ସହ ଶଙ୍ଖ ଭବନରେ ପହଞ୍ଚିଥିଲେ ସୁର ରାଉତରାୟଙ୍କ ସାନପୁଅ କ୍ୟାପଟେନ୍ ମନ୍ମଥ ରାଉତରାୟ । ବିଜେଡିରେ ମନ୍ମଥ ମିଶିବା ନେଇ ଆଗରୁ ଅନେକ ଚର୍ଚ୍ଚା ଆଲୋଚନା ଆଉ ସୁର-ମନ୍ମଥ ମଧ୍ୟରେ ରାଗ ଅଭିମାନର କଥା…

ପଞ୍ଜାବରେ ଆମ୍ ଆଦମୀ ପାର୍ଟିକୁ ବଡ ଝଟକା । ବିଜେପିରେ ଯୋଗଦେଲେ ଜଣେ ବିଧାୟକ ଓ ଜଣେ ସାଂସଦ

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଆମ୍ ଆଦମୀ ପାର୍ଟିକୁ ବଡ ଝଟକା ଲାଗିଛି । ଜଳନ୍ଧର ସାଂସଦ ସୁଶିଲ କୁମାର ରିଙ୍କୁ ଓ ଜଳନ୍ଧର ପଶ୍ଚିମ ବିଧାୟକ ଶୀତଲ ଅଙ୍ଗୁରାମ ବିଜେପିରେ ସାମିଲ ହୋଇଛନ୍ତି । ସେମାନେ ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟ ପହଂଚି ବିଜେପିର ସଦସ୍ୟତା ଗ୍ରହଣ…

ଗାଈର ଦାମ ୪୦ କୋଟି ଟଙ୍କା । ଭାରତୀୟ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗୋଟିଏ ଗାଈକୁ ୪୦ କୋଟି ଟଙ୍କାରେ ବିକ୍ରି କରାଯାଇଛି । ହଁ, ୪୦ କୋଟି ଟଙ୍କା । କେବଳ ଏତିକି ନୁହେଁ, ଭାରତ ସହିତ ଏହାର ଗଭୀର ସମ୍ପର୍କ ଅଛି । ଯଦି କେହି ଆପଣଙ୍କୁ ପଚାରନ୍ତି ସବୁଠାରୁ ଦାମୀ ଗାଈର ମୂଲ୍ୟ କେତେ ହେବ ?…

ବାପାଙ୍କ ପରେ ପୁଅଙ୍କୁ ମିଳିଲା ବିଜେଡି ଟିକେଟ୍ । ପୁରୀରେ ସୁନୀଲ ମହାନ୍ତି, ଦିଗପହଣ୍ଡିରେ ବିପ୍ଳବ ପାତ୍ର ବିଧାୟକ…

କନକ ବ୍ୟୁରୋ: ନିର୍ବାଚନ ରଣାଙ୍ଗନ ପାଇଁ ଯୋଦ୍ଧା ଘୋଷଣା କରିଛି ବିଜେଡି । ଉଭୟ ଲୋକସଭା ସହିତ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ତେବେ ଏଥର କିଛି ବିଧାନସଭା ଆସନରେ ଦଳ ‘ବାପାଙ୍କ ବଦଳରେ ପୁଅ’ ତଥା ‘ମାଆଙ୍କ ବଦଳରେ ପୁଅ’ ଫର୍ମୁଲା ଆପଣାଇଥିବା ଦେଖିବାକୁ ମିଳିଛି । ପୁରୀ ସହିତ…

ଆଇଆରଡିଏଆଇ ଜାରି କଲା ନୂଆ ଗାଇଡଲାଇନ । ଏବେ ବୀମା ପଲିସି ସରେଣ୍ଡର କଲେ ମିଳିବ ଅଧିକ ଟଙ୍କା

କନକ ବ୍ୟୁରୋ : ବୀମା କ୍ଷେତ୍ରରେ ଏବେ ବିଶେଷ କିଛି ପରିବର୍ତନ କରାଯାଇଛି । ଲୋକଙ୍କ ଆବଶ୍ୟକତା ଓ ବୀମାଭୂକ୍ତ ବ୍ୟକ୍ତି କିଭଳି ଅଧିକ ଲାଭ ପାଇପାରିବ ତାହାକୁ ଦୃଷ୍ଟିରେ ରଖି ଭାରତୀୟ ବୀମା ବିକାଶ ପ୍ରାଧୀକରଣ କର୍ତ୍ତୃପକ୍ଷ ବୀମା ଆଇନରେ ପରିବର୍ତ୍ତନ ଆଣିଛନ୍ତି । ବିଶେଷ କରି ବୀମା ପଲିସି…