Daily Archives

March 25, 2024

ଆସନ୍ତାକାଲି ରଙ୍ଗର ପର୍ବ ହୋଲି । କେମିତି ସୁରକ୍ଷିତ ଖେଳିବେ ହୋଲି? ପରାମର୍ଶ ଦେଲେ ବିଶେଷଜ୍ଞ ଡାକ୍ତର

କନକ ବ୍ୟୁରୋ: ରଙ୍ଗର ପର୍ବ ହୋଲି । ପରସ୍ପରକୁ ଅବିର ବୋଲି ଶୁଭେଚ୍ଛା ଜଣାଇବାର ଦିନ । କିନ୍ତୁ ହୋଲିରେ ରାସାୟନିକ ରଙ୍ଗର ବ୍ୟବହାର ଆପଣଙ୍କ ଚର୍ମ ଓ ଚକ୍ଷୁ ଉପରେ ଗମ୍ଭୀର ପ୍ରଭାବ ପକାଇବା ପାରେ । ତେଣୁ ହୋଲିରେ କେମିତି ସତର୍କ ରହିବେ? କ’ଣ କରିବେ କ’ଣ କରିବେ ନାହିଁ? ସେନେଇ ପରାମର୍ଶ…

ମଦୁଆଙ୍କୁ ସାବାଡ୍ କରିବାକୁ ପୋଲିସର କସରତ । ମଦ ପିଇ ଡ୍ରାଇଭିଂ ବେଳେ ଜବତ ହେଲା ୫୦ରୁ ଅଧିକ ଦାମୀ ଗାଡି । ଗାଡି…

କନକ ବ୍ୟୁରୋ: ମଦୁଆଙ୍କ ଦାମୀ ଗାଡି । ଗାଡି ଦେଖିବାକୁ ଥାନାରେ ଭିଡ । ମଦ ପିଇ ଗାଡି ଚଳାଇବାକୁ ନେଇ ଶୂନ୍ୟ ସହନଶୀଳତା ନୀତି ଆପଣାଇଛି କମିସନରେଟ୍ ପୋଲିସ । ଏହାକୁ ନେଇ ୫୦ରୁ ଅଧିକ ନାମୀଦାମୀ ଗାଡି ଜବତ କରିଛି ପୋଲିସ । ଏଥିରେ ପୋର୍ସେ, ବିଏମ୍ଡବ୍ଲ୍ୟୁ, ମର୍ସଡିଜ୍, ଆଉଡି, ରେଞ୍ଜ୍ ରୋବର,…

ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ନିବାଚନ ଇସ୍ତାହାର ଆଣିବ ବିଜେଡି । ଜାରି ହେଲା ହ୍ୱାଟ୍ସଆପ୍ ନମ୍ବର ଓ ଇମେଲ୍ ଆଇଡି…

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଛାତ୍ରଙ୍କ ପାଇଁ ବିଜେଡିର ଇସ୍ତାହାର । ବିଜେଡି ତା’ର ଇସ୍ତାହାରରେ ଛାତ୍ରଙ୍କ ପାଇଁ ସ୍ୱତନ୍ତ୍ର ଘୋଷଣା କରିବାକୁ ଯାଉଛି । ଇସ୍ତାହାର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳ ଷଷ୍ଠଥର ସରକାରକୁ ଆସିଲେ, ପ୍ରଥମ…

କାହିଁକି କଟିଲା ୪ ସାଂସଦଙ୍କ ଟିକେଟ୍? କାହିଁକି ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇଲେନି ବିଶ୍ୱେଶ୍ୱର ଟୁଡୁ, ବସନ୍ତ…

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପାଇଁ ଓଡିଶାରେ ଯେଉଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି, ସେଥିରେ କିଛି ବଡ଼ ନେତାଙ୍କ ନା ବାଦ୍ ପଡିବା ସଭିଁଙ୍କୁ ଚକିତ କରିଛି । ବିଶ୍ୱେଶ୍ୱର ଟୁଡୁ, ସୁରେଶ ପୁଜାରୀ ଓ ବସନ୍ତ ପଣ୍ଡାଙ୍କ ଭଳି ପ୍ରଭାବଶାଳୀ ନେତାଙ୍କୁ ଏଥର ବାଦ୍ ଦେଇଛନ୍ତି ଶୀର୍ଷ…

କାହିଁକି ୩ଟି ଆସନରେ ପ୍ରାର୍ଥୀ ଘୋଷଣା କଲାନି ବିଜେପି? କାହିଁକି ତାଲିକାରେ ରହିଲା ନାହିଁ କଟକ, କନ୍ଧମାଳ ଓ ଯାଜପୁର…

କନକ ବ୍ୟୁରୋ: ଗୋଟିଏ ପଟେ ମେଣ୍ଟ ଚର୍ଚ୍ଚା ଜୋର ଧରିଥିଲା, ଅନ୍ୟପଟେ ପ୍ରାର୍ଥୀ ତାଲିକା ଘୋଷଣା କରି ଚାଲିଥିଲା ବିଜେପି । କିନ୍ତୁ ଗତ ୪ଟି ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର ନାଁ ନଥିଲା । ହେଲେ ମେଣ୍ଟ କସରତ ଥମିଯିବା ପରେ ୫ମ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ଆଉ ଏକାଥରେ ୧୮…

ଆସିଲା ବିଜେପି ପ୍ରାର୍ଥୀ ତାଲିକା । କେବେ ଘୋଷଣା ହେବ ବିଜେଡି ଓ କଂଗ୍ରେସ ଟିକେଟ୍ ?

କନକ ବ୍ୟୁରୋ: ବିଜେପି ପ୍ରାର୍ଥୀ ତାଲିକା ଘୋଷଣା ପରେ ଏବେ ସମସ୍ତଙ୍କ ନଜର ବିଜେଡି ଓ କଂଗ୍ରେସ ଟିକେଟ ଉପରେ । ବିଶେଷକରି ବିଜେଡି ସବୁବେଳେ ସରପ୍ରାଇଜ୍ ଦେଇ ଆସୁଥିବାରୁ, ଏଥର ପୁରୁଣାଙ୍କୁ ରିପିଟ୍ କରିବ ନା ନୂଆ ଚେହେରାଙ୍କୁ ମଇଦାନକୁ ଓହ୍ଲାଇବ, ତାହା ନେତାଙ୍କ ଟେନସନକୁ ବଢ଼ାଇ ଦେଇଛି ।…