Daily Archives

March 25, 2024

ପ୍ରାର୍ଥୀ ଘୋଷଣା ପରେ ନେତାଙ୍କ ଠାକୁର ଦର୍ଶନ । ଦେବଦର୍ଶନ କରି ଆଶିଷ ନେଲେ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ବିତ ପାତ୍ର ।…

କନକ ବ୍ୟୁରୋ: ଆଜିଠାରୁ ସାରା ରାଜ୍ୟରେ ବାରି ହୋଇପଡିଛି ନିର୍ବାଚନୀ ଉଷ୍ଣତା । ଗତକାଲି ବିଜେପି ଓଡିଶାର ୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ, ନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । କିଏ ଦେବାଦେବୀଙ୍କ ଆର୍ଶୀବାଦ ନେଇ ତ ଆଉ କିଏ ମାଆଙ୍କ ଆଶୀର୍ବାଦ ନେଇ ଆରମ୍ଭ…

ଆସିଲା ଆଇପିଏଲର ପୂରା ସିଡ୍ୟୁଲ । ମେ ୨୧ରୁ ପ୍ଲେ ଅଫ୍ ମ୍ୟାଚ୍, ୨୬ ତାରିଖରେ ଫାଇନାଲ୍ । ଏଥର ଚେନ୍ନାଇରେ ଖେଳାଯିବ…

କନକ ବ୍ୟୁରୋ: ଆସିଲା ଆଇପିଏଲ୍ ଟୁର୍ଣ୍ଣାମେଣ୍ଟର ସମ୍ପୂର୍ଣ୍ଣ ଖେଳସୂଚୀ । ବିସିସିଆଇ ଆଇପିଏଲର ପୂରା ସିଡ୍ୟୁଲ ଘୋଷଣା କରିଛି । ଆସନ୍ତା ମେ ୨୬ ତାରିଖରେ ଆଇପିଏଲ୍ ଫାଇନାଲ୍ ମ୍ୟାଚ୍ ହେବାକୁ ଥିବାବେଳେ, ଚେନ୍ନାଇର ଏମ ଏ ଚିଦାମ୍ବରମ ଷ୍ଟାଡିୟମରେ ଆଇପିଏଲ୍ ଫାଇନାଲ ମ୍ୟାଚ୍ ଖେଳାଯିବ । ଏହାସହ…

କଳା, ଐତିହ୍ୟ ଓ ସଂସ୍କୃତିରେ ଭରପୁର ଜିଲ୍ଲା ସୁବର୍ଣ୍ଣପୁର: ମହାନଦୀର ଉତ୍ତର ପାଶ୍ୱର୍ରେ ଅନୁଷ୍ଠିତ ହେଲା ନିଆରା…

କନକ ବ୍ୟୁରୋ: କଳା, ସଂସ୍କୃତି ଓ ପରମ୍ପରାରେ ଭରପୁର ସୁବର୍ଣ୍ଣପୁର ଜିଲ୍ଲା । ଜିଲ୍ଲାର କଳା ଓ ସଂସ୍କୃତି ଦେଶ ତଥା ରାଜ୍ୟ ବାହାରେ ବେଶ ଆଦୃତ ଲାଭ କରିପାରିଛି । ଏହାକୁ ଆହୁରି ରୁଦ୍ଧିମନ୍ତ କରିବା ପାଇଁ ଜିଲ୍ଲାର ଧର୍ମଶାଳାଠାରେ ଦୀର୍ଘ ୫ ବର୍ଷ ହେଲା ଆୟୋଜିତ ହୋଇଆସୁଛି ଦେଶଫାଲ ଲୋକକଳା…

ଦୋଳ ପୂର୍ଣ୍ଣିମାରେ ଚାରିଆଡେ ଚାଲିଛି ମେଲଣ ଉତ୍ସବ: ନରସିଂହପୁରରେ ଅଷ୍ଟଶମ୍ଭୁ ମେଲଣ ପଡିଆଲେ ଶହଶହ ଶ୍ରଦ୍ଧାଳୁଙ୍କ ଭିଡ

କନକ ବ୍ୟୁରୋ: ଦୋଳ ପୂର୍ଣ୍ଣିମାରେ ପ୍ରାୟ ସବୁଆଡେ ଦୋଳ ମେଲଣ ଉତ୍ସବ ଚାଲିଛି । ହେଲେ କଟକ ଜିଲ୍ଲାର ନରସିଂହପୁରରେ ପାରମ୍ପରିକ ଅଷ୍ଟଶମ୍ଭୁ ମେଲଣ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଠାକୁରଙ୍କୁ ଦୋଳ ବିମାନରେ ସୁସଜ୍ଜିତ କରି ଘଂଟ, ଘଂଟା, ଶଂଖ, ଢୋଲ ମହୁରୀ ବଜାଇ ସାହି ପରିକ୍ରମା…

ଆଉ କେତେ ବର୍ଷ ଯାଏଁ ଜଳ ସମସ୍ୟାରେ ଘାଣ୍ଟି ହେବେ ଗ୍ରାମବାସୀ: ମାଲକାନଗିରି ଚିତ୍ରକୋଣ୍ଡାରେ ଚୂଆର ଗୋଳିଆ ପାଣିରେ…

କନକ ବ୍ୟୁରୋ: ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ । ଶୋଷିଲା ମଣିଷଙ୍କ ସଂଘର୍ଷ । ବଲାଙ୍ଗୀର ତୁରେକେଲା ବ୍ଲକ ବାହାବଲ ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି । ଗାଁରେ ଥିବା ୩ଟି ନଳକୂପରୁ ୨ଟି ଅଚଳ ହୋଇପଡିଥିବା ବେଳେ ଗୋଟିଏ ନଳକୂପ ଉପରେ ନର୍ଭର କରୁଛି ପୁରା ଗାଁ । ରାତି ପାହିଲେ ପାଣି ପାଇଁ…

ରୋଗ ଯନ୍ତ୍ରଣାରେ ଛଟପଟ ହେଉଛି ପୁଅ ସୁଶାନ୍ତ ମହାନ୍ତି: ଦୁଇଟି ଯାକ କିଡନୀ ନଷ୍ଟ, ଚିକିତ୍ସାରେ ବାଧକ ସାଜିଛି ଅର୍ଥ

କନକ ବ୍ୟୁରୋ: ମାରାତ୍ମକ କିଡନୀ ରୋଗରେ ପିଡିତ ହୋଇ ଜୀବନ ମରଣ ସହିତ ସଂଗ୍ରାମ କରୁଛି ଘରର ରୋଜଗାରୀଆ ପୁଅ । ଦୁଇଟି ଯାକ କିଡନି ନଷ୍ଟ ହୋଇ ଯାଇଛି । ପୁଅକୁ ଭଲ କରିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ନିରାଶ ହେବା ପରେ ପୁଅର ଜୀବନ ପାଇଁ ଆକୁଳ ନିବେଦନ କରୁଛନ୍ତି ବାପା ମାଆ । ବାଲେଶ୍ୱର…