Daily Archives

March 24, 2024

ସରପଂଚଙ୍କ ବହୁମୁଖୀ ଚାଷ । ଗୋପାଳନ ସହ ମାଛ, ଛେଳି ଓ ବତକ ଚାଷ କରୁଛନ୍ତି ଦେବଗଡ଼ ଲୁଲଙ୍ଗ ପଂଚାୟତର ସରପଂଚ

କନକ ବ୍ୟୁରୋ : ଜନ ପ୍ରତିନିଧିଙ୍କ ଚାଷ କରିବାର ନିଶା । ଦେବଗଡ଼ ରିଆମାଳ ବ୍ଲକ ଲୁଲଙ୍କ ପଂଚାୟତର ସରପଂଚ ଭାବେ ନିର୍ବାଚିତ ହୋଇଛନ୍ତି ଯୁଧିଷ୍ଠିର । ଜଣେ ଲୋକପ୍ରତିନିଧି ଭାବେ ସ୍ଥାନୀୟ ଅଂଚଳରେ ତାଙ୍କର ବେଶ ଲୋକପ୍ରିୟତା ରହିଛି । ଏହା ସହ ତାଙ୍କ ଚାଷ କାମ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନୂଆବୋହୂଙ୍କ ନିବେଦନ । ପକ୍କା ଘର ଯୋଗାଇ ଦେବାକୁ ଅନୁରୋଧ କଲେ ଲିପ୍ସା ଭୋଇ

ମାନନୀୟ ପ୍ରଧାନମନ୍ତ୍ରୀ, ନରେନ୍ଦ୍ର ମୋଦୀ ମୁଁ ଲିପ୍ସା ଭୋଇ । ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠ ପଢ଼ିଛି । ମୋ ସ୍ୱାମୀ ଚାଷ କରନ୍ତି । କଟକ ଜିଲ୍ଲା ନିଆଳି ବ୍ଲକ୍ ରତନପୁର ଗ୍ରାମ ୫ ନମ୍ବର ୱାର୍ଡ ପାରବସ୍ତ ସାହିରେ ଘର । ଏହି ଗାଁରେ କେବେ ସୂର୍ଯ୍ୟ ଉଦୟ ହୋଇନାହିଁ । ଗାଁକୁ ଭଲ ରାସ୍ତାଟିଏ…

ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରୁ ଉତ୍ପାଦନ ହେଉଛି କୁଇଂଟାଲ କୁଇଂଟାଲ ପଣସ । ରାଜ୍ୟ ତଥା ରାଜ୍ୟ ବାହାରକୁ ହେଉଛି…

କନକ ବ୍ୟୁରୋ : ଆଦିବାସୀଙ୍କ ଆର୍ଥୀକ ସ୍ଥିତିରେ ଉନ୍ନତି ଆଣିବାରେ ଯେଉଁ କିଛି ଜଙ୍ଗଲଯାତ ଦ୍ରବ୍ୟ ରହିଛି ସେଥିମଧ୍ୟରୁ ପଣସ ଅନ୍ୟତମ । ଜିଲ୍ଲାର ବିଭିନ୍ନ ଅଚଂଳରୁ ବର୍ଷକୁ ୨୦ରୁ ୨୫ ହଜାର କୁଇଂଟାଲରୁ ଅଧିକ ପଣସ ଉତ୍ପାଦନ ହେଉଥିବା ବେଳେ କେବଳ ନିୟମଗିରି ଅଂଚଳର ୬୦ଟି ଗାଁରୁ ବାହାରୁଛି ୮ରୁ ୯…

ପୋଲିସ ପଞ୍ଝାରେ ମୋଷ୍ଟ ୱାଣ୍ଟେଡ୍ ଲୁଟେରା ପର୍ଶୁରାମ ଗିରି । ଝରକା ତାଡ଼ି ଲୁଟୁଥିଲା ଟଙ୍କା ଓ ସୁନା ଗହଣା

କନକ ବ୍ୟୁରୋ: ବାଲେଶ୍ୱର ସୋର ଅଞ୍ଚଳର ପର୍ଶୁରାମ ଗିରି । ଗୋଟିଏ କି ଦୁଇଟି ନୁହେଁ, ପର୍ଶୁରାମ ନାଁରେ ରାଜଧାନୀର ବିଭିନ୍ନ ଥାନାରେ ରହିଛି ୫୦ରୁ ଅଧିକ ଅପରାଧିକ ମାମଲା । ତେବେ ଘରେ କେହି ନଥିବା ବେଳେ ଝରକା ତାଡି କିଛି ସମୟରେ କଳା କନା ବୁଲାଇ ଫେରାର ହୋଇଯାଏ ଏହି ଲୁଟେରା ମାଷ୍ଟର ପର୍ଶୁରାମ…

ଚର୍ଚ୍ଚାରେ କଳାହାଣ୍ଡି ସାଲେଭଟାର ଛେଳି ବ୍ୟାଙ୍କ । ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କୁ ରୋଜଗାର ଦେଉଛନ୍ତି…

କନକ ବ୍ୟୁରୋ : କଳାହାଣ୍ଡି ଭବାନୀପାଟଣାରୁ ୩୫ କିଲୋମିଟର ଦୂରରେ ଥିବା ନିପଟ ମଫସଲ ଗାଁ ହେଉଛି ସାଲେଭଟା । ଯେଉଁଠି ୫ ଏକର ଜମିରେ ପ୍ରତିଷ୍ଠା ହୋଇଛି ଛେଳି ବ୍ୟାଙ୍କ । କଳାହାଣ୍ଡିରେ ଦାଦନ ସମସ୍ୟା ଏକ ପ୍ରମୁଖ ସମସ୍ୟା ପାଲଟିଥିବା ବେଳେ ଏହାକୁ ଦୂର କରିବା ପାଇଁ ଏକ ଛେଳି ବ୍ୟାଙ୍କ…

୨୮ ତାରିଖ ସୁଦ୍ଧା ଘୋଷଣା ହୋଇପାରେ କଂଗ୍ରେସ ପ୍ରାର୍ଥୀ ତାଲିକା । ଅପେକ୍ଷାରେ ଓଡି଼ଶାର କଂଗ୍ରେସ ନେତା ଓ କର୍ମୀ

କନକ ବ୍ୟୁରୋ: କଂଗ୍ରେସ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ତାଲିକାରେ ୧୨ ରାଜ୍ୟର ୪୬ ପ୍ରାର୍ଥୀଙ୍କ ନାଁ ରହିଛି । କିନ୍ତୁ ତାଲିକାରେ ଓଡିଶାର କୌଣସି ଆସନ ପାଇଁ ନେତାଙ୍କ ନାଁ ଘୋଷଣା କରିନି ଦଳ । କୁହାଯାଉଥିଲା, ପ୍ରଦେଶ କଂଗ୍ରେସ କମିଟି ପଠାଇଥିବା ତାଲିକା ଉପରେ ବିଚାର…