Daily Archives

March 24, 2024

ସମ୍ବଲପୁରରେ ଦେଖିବାକୁ ମିଳିପାରେ ବଡ ଲଢ଼େଇ । ବିଜେଡିରୁ ପ୍ରାର୍ଥୀ ହୋଇପାରନ୍ତି ପ୍ରଣବ ପ୍ରକାଶ ଦାସ । ବିଜେପିରୁ…

କନକ ବ୍ୟୁରୋ: ରାଜ୍ୟର ୨୧ ଲୋକସଭା ଆସନ ମଧ୍ୟରୁ ସମ୍ବଲପୁର ସଂସଦୀୟ କ୍ଷେତ୍ର ଅନ୍ୟତମ । ଏହି ଆସନ ସବୁବେଳେ ପ୍ରମୁଖ ରାଜନୈତିକ ଦଳଙ୍କ ଫୋକସରେ ରହିଆସିଛି । ତେଣୁ ଏଥର ଏହି ଆସନରୁ କେଉଁ ଦଳରୁ, କିଏ ପ୍ରାର୍ଥୀ ହେବେ? ତା ଉପରେ ସମସ୍ତଙ୍କ ନଜର ରହିଛି । ଆଉ ଏହାରି ଭିତରେ ସମ୍ବଲପୁର ଲୋକସଭା…

ନବୀନ ନିବାସରେ ଚାଲିଛି ଟିକେଟ କସରତ । ୬ଟି ସଂସଦୀୟ କ୍ଷେତ୍ରର ସମୀକ୍ଷା କଲେ ସୁପ୍ରିମୋ

କନକ ବ୍ୟୁରୋ: ରାଜନୈତିକ ପ୍ରତିଦ୍ୱନ୍ଦିତା ଭିତରେ ବିଜେଡିର ଟିକେଟ୍ କସରତ ଜାରି ରହିଛି । ଏହି କ୍ରମରେ ଆଜି ୬ଟି ସଂସଦୀୟ କ୍ଷେତ୍ରର ବିଧାୟକ, ନେତା ଓ ପର୍ଯ୍ୟପେକ୍ଷକଙ୍କ ସହ ଚର୍ଚ୍ଚା କରିଛନ୍ତି ବିଜେଡି ସୁପ୍ରିମୋ । ପୂର୍ବାହ୍ନରେ ସମ୍ବଲପୁର, ସୁନ୍ଦରଗଡ଼ ଓ ଢେଙ୍କାନାଳ ଲୋକସଭା କ୍ଷେତ୍ରର…

ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବିଜେପି । ସମ୍ବଲପୁରରୁ ଧର୍ମେନ୍ଦ୍ର, ପୁରୀରୁ ସମ୍ବିତ ପାତ୍ର, ଭୁବନେଶ୍ୱରରୁ…

କନକ ବ୍ୟୁରୋ: ମେଣ୍ଟ ଚର୍ଚ୍ଚା ଥମିଯିବା ପରେ କିଏ କେଉଁଠି ଲଢ଼ିବ ତାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା । ଏହାକୁ ହାୱା ଦେଇଛି ଖବର ସରବରାହ ସଂସ୍ଥା ଏଏନଆଇ । ସୂଚନା ଅନୁସାରେ ବିଜେପିରୁ ସମ୍ବଲପୁରରୁ ଲଢିପାରନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ପୁରୀରୁ ରାଷ୍ଟ୍ରୀୟ…

ଜେଲରୁ ଚାଲିଲା ଦିଲ୍ଲୀ ସରକାର । ପାଣି ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଲେ କେଜ୍ରିୱାଲ୍ ।

କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଚିଠି । ଦିଲ୍ଲୀର ପାଣି ସମସ୍ୟାର ସମାଧାନ କରିବାକୁ ଜଳ ବିଭାଗକୁ ଜେଲରେ ଥାଇ ନିର୍ଦ୍ଦେଶ ଦେଇଛନ୍ତି କେଜ୍ରିୱାଲ । ଇଡି ହେପାଜତରେ ଥାଇ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ନିର୍ଦ୍ଦେଶ । ସେ ତାଙ୍କ ନିର୍ଦ୍ଦେଶନାମାରେ ଲେଖିଛନ୍ତି,…

ନିର୍ବାଚନକୁ ନେଇ ରାଜ୍ୟ ବିଜେପି ସଭାପତିଙ୍କ ବଡ ବୟାନ । କହିଲେ, ସବୁ ଆସନରେ ଲଢିବୁ, ଭଲକି ଲଢିବୁ

କନକ ବ୍ୟୁରୋ : ରାଜ୍ୟରେ ବିଜେପି-ବିଜେଡି ନେଇ ମେଣ୍ଟ ଚର୍ଚ୍ଚା ଥମିବା ପରେ ଖୁବଶୀଘ୍ର ବିଜେପି ତରଫରୁ ପ୍ରାର୍ଥୀ ଘୋଷଣା ହେବ ବୋଲି ଆକଳନ କରାଯାଇଛି । ଏହାରି ମଧ୍ୟରେ ବିଜେପି ରାଜ୍ୟ ସଭାପତି ମଧ୍ୟ ବୟାନ ରଖିଛନ୍ତି । ସେ କହିଛନ୍ତି କି, ଚଳିତ ନିର୍ବାଚନରେ ରାଜ୍ୟରେ ବିଜେପି ସମସ୍ତ ଆସନରେ…

ସମସ୍ୟା ଭିତରେ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ । ଅସୁବିଧା ଭୋଗୁଛନ୍ତି ଯାତ୍ରୀମାନେ ।

କନକ ବ୍ୟୁରୋ : ସମସ୍ୟା ଭିତରେ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ । ଅସୁବିଧା ଭୋଗୁଛନ୍ତି ଯାତ୍ରୀମାନେ । ୧୯୯୪ରେ ଉଦଘାଟନ ହୋଇଥିଲା ଏହି ବସଷ୍ଟାଣ୍ଡ । ପ୍ରତିଦିନ ଏହି ସ୍ଥାନରେ ଭିଡ ବି ଲାଗୁଥାଏ । ହେଲେ ବସ ଷ୍ଟାଣ୍ଡର ଛାତ ପାଇଁ ମୂଳଦୁଆ ପଡିଥିଲେ ବି ଏଯାଏ ପିଲାର ଗୁଡିକ ସେମିତି ପଡି ରହିଛି ।…