Daily Archives

March 6, 2024

ପଶ୍ଚିମବଙ୍ଗ ମହିଳା ରାଲିରେ ଭାବବିହ୍ୱଳ ହେଲେ ମୋଦୀ । କହିଲେ ଜୀବନ ସଂଘର୍ଷର କଥା

କନକ ବ୍ୟୁରୋ : ପଶ୍ଚିମବଙ୍ଗ ରାଲିରେ ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ ମୋଦୀ । ପିଲାଦିନର କିଛି କଥା କହି ମୋଦୀ ଭାବବିହ୍ୱଳ ହୋଇପଡିଛନ୍ତି । ଯେଉଁ ସମୟରେ ପରିବାରବାଦ ଓ ମୋଦୀ କା ପରିବାରକୁ ନେଇ ଚର୍ଚ୍ଚା ତର୍କ ବିତର୍କ ଚାଲିଛି , ସେହି ସମୟରେ ମୋଦୀ ନିଜ ପିଲାଦିନର ସଂଘର୍ଷ କଥା ବଖାଣି…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସନ୍ଦେଶଖାଲି ପୀଡିତା । କହିଲେ ଏବେବି ମିଳୁଛି ଧମକ । ପ୍ରଧାନମନ୍ତ୍ରୀ କହିଲେ ମମତାଙ୍କୁ…

କନକ ବ୍ୟୁରୋ : ବେଙ୍ଗଲରେ ଜନସଭା କରି କ୍ଷମତାସୀନ ଟିଏମସି ଉପରେ ଜୋରଦାର ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଶେଷ କରି ସନ୍ଦେଶଖାଲି ଘଟଣାକୁ ମୁଖ୍ୟପ୍ରସଙ୍ଗ କରି ମମତା ବାନାର୍ଜୀଙ୍କ ସରକାରକୁ ଭର୍ତ୍ସନା କରିଛନ୍ତି । ତୃଣମୂଳ କଂଗ୍ରେସ ମୁଖ୍ୟ ଅଭିଯୁକ୍ତଙ୍କୁ ବଂଚାଇବାକୁ…

ନିର୍ବାଚନ ପାଇଁ ପ୍ରସ୍ତୁତ ଗଂଜାମ । ଅପରାଧିକ ଗତିବିଧି ଉପରେ କଡା ନଜର

କନକ ବ୍ୟୁରୋ : ସାଧାରଣ ନିର୍ବାଚନ ବେଳେ ଗଂଜାମ ଭଳି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାରେ ରାଜନୈକିର ଉଷ୍ମତା ବଢିବାରେ ଲାଗିଛି । ଏଥିପାଇଁ ବ୍ରହ୍ମପୁର ପୋଲିସ ଜିଲ୍ଲା ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇସାଇଛିି । ବ୍ରହ୍ମପୁର ପୋଲିସ ଜିଲ୍ଲା ଅଧିନରେ ଥିବା ୪ଟି ବିଧାନସଭା ନିର୍ବାଚନମଣ୍ଡଳୀ…

୧୫ ବର୍ଷ ପରେ କଡ଼ ଲେଉଟାଉଛି ଇତିହାସ । ୨୦୦୦ ଓ ୨୦୦୪ରେ ଏକାଠି ସରକାର ଗଢିଥିଲେ ବିଜେଡି-ବିଜେପି । ପଢନ୍ତୁ, ପୁରୁଣା…

କନକ ବ୍ୟୁରୋ: ୧୯୯୭ ଡିସେମ୍ବର ୨୬ ତାରିଖରେ ବିଜେଡି ଗଠନ ହେବା ପରେ ଜାତୀୟ ରାଜନୀତିରେ ଏନଡିଏକୁ ସମର୍ଥନ ଦେଇଥିଲା ଦଳ । ଏଇଠୁ ରାଜ୍ୟରେ ଆରମ୍ଭ ହୋଇଥିଲା ମେଣ୍ଟ ରାଜନୀତି । ୨୦୦୦ ମସିହାରେ ଉଭୟ ଦଳ ଏକାଠି ହୋଇ ବିଧାନସଭା ନିର୍ବାଚନ ଲଢିଥିଲେ । ବିଜେଡି-ବିଜେପି ୮୪:୬୩ ଅନୁପାତରେ ନିର୍ବାଚନ…

ଦଶମ ପରେ ଏବେ ନବମ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ର ଲିକ ଅଭିଯୋଗ । ବୋର୍ଡ ପକ୍ଷରୁ ମିଳିନାହିଁ କୌଣସି ପ୍ରତିକ୍ରିୟା

କନକ ବ୍ୟୁରୋ : ସାରା ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା । ବୋର୍ଡ ପକ୍ଷରୁ ଅନୁଷ୍ଠିତ ଏହି ପରୀକ୍ଷା ଦେଉଛନ୍ତି ଲକ୍ଷାଧିକ ଛାତ୍ରଛାତ୍ରୀ । ହେଲେ ପରୀକ୍ଷା ଦୁଇଦିନ ପୂର୍ବରୁ ପ୍ରଶ୍ନପତ୍ର ଲିକ ହୋଇଥିବା ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ…

କେଉଁଠି ପଡ଼ିଥିଲା ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାର ମୂଳଦୁଆ? କେଉଁ କେଉଁ ଘଟଣା ଆହୁରି ବଢ଼ାଇଲା ଚର୍ଚ୍ଚା?

କନକ ବ୍ୟୁରୋ: ଭିତରେ ଭିତରେ ହେଉଥିବା ଚର୍ଚ୍ଚା, ଏବେ ଖୋଲା ଖୋଲି ଆଲୋଚନା ହେଉଛି । କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ଏବଂ ଓଡ଼ିଶାରେ ଶାସନ କରୁଥିବା ବିଜେଡ଼ି ଭିତରେ ମେଣ୍ଟ ହେବ, ଏଭଳି କିଛି ଚର୍ଚ୍ଚା ଦିନ ତମାମ୍ ଚାଲିଛି । ଆଉ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ବିଜେଡି କାର୍ଯ୍ୟାଳୟରେ ଦେଖା…