Daily Archives

March 6, 2024

ପୁଣିଥରେ ବିଜେଡି-ବିଜେପି ଏକାଠି ହେବା ନେଇ ଚର୍ଚ୍ଚା । ମେଣ୍ଟ ହେଲେ କାହାର ଲାଭ, କାହାର କ୍ଷତି? ଦଳ ଛାଡ଼ି ଆସିଥିବା…

କନକ ବ୍ୟୁରୋ: ବିଜେପି, ବିଜେଡି, ମେଣ୍ଟ । ଦୁଇଟି ଦଳ, ଗୋଟିଏ ମେଣ୍ଟ । ଏହି ପରିକଳ୍ପନା, ଯଦି ବାସ୍ତବ ରୂପ ନିଏ । ତେବେ ଏକଥା କହିଲେ ଭୁଲ ହେବ ନାହିଁ ଯେ, ରାଜନୀତିରେ କେହି ସ୍ଥାୟୀ ଶତ୍ରୁ ନଥାଏ କିମ୍ବା କେହି ମିତ୍ର ନଥାଏ । ସୁବିଧା ଓ ସୁଯୋଗ ଦେଖି ପରିସ୍ଥିତି ଅନୁସାରେ କଡ଼ ଲେଉଟାଇବା…

ରାଜ୍ୟ ରାଜନୀତିରେ ହଲଚଲ । ମେଣ୍ଟ ନେଇ ଦୁଇ ଦଳର ମାନସ-ମନ୍ଥନ ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ବୈଠକ । ସେପଟେ…

କନକ ବ୍ୟୁରୋ : ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ଚାଲିଛି ବୈଠକ ପରେ ବୈଠକ । ଚର୍ଚ୍ଚା ହେଉଛି, ୧୫ ବର୍ଷ ପରେ ବିଜେପି-ବିଜେଡି ମଧ୍ୟରେ ହୋଇପାରେ ମେଣ୍ଟ । ନବୀନ ନିବାସରେ ବରିଷ୍ଠ ନେତାଙ୍କୁ ଡାକି ବଡ ବୈଠକ କରିଛନ୍ତି ବିଜେଡି ସୁପ୍ରିମୋ । ଏଥିରେ ପାଖାପାଖି ୨୦ ବରିଷ୍ଠ ନେତା ସାମିଲ ହୋଇଛନ୍ତି ।…

ଡ୍ରାଇଭିଂ ଟେଷ୍ଟ ବେଳେ ଜଗିବ ଏଆଇ । ଅଟୋମେଟେଡ ହେଲା ପୂରା ପ୍ରକ୍ରିୟା, ରାଜ୍ୟର ୬ଟି ସ୍ଥାନରେ ଏଆଇ ଡ୍ରାଇଭିଂ ଟେଷ୍ଟିଂ…

କନକ ବ୍ୟୁରୋ : ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷାବେଳେ ଏଣିକି କୌଣସି ମାନବ ହସ୍ତକ୍ଷେପ ରହିବ ନାହିଁ । ଏଣିକି କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ । ଏଆଇ ଜରିଆରେ ସବୁକିଛିର ତଦାରଖ ହେବ । ଡ୍ରାଇଭିଂ ଲାଇସେନ୍ସ ପ୍ରଦାନରେ ପକ୍ଷପାତ ହେଉଥିବା ଅଭିଯୋଗ ହେବା ପରେ ଅଟୋମେଟେଡ ଡ୍ରାଇଭିଂ ଟେଷ୍ଟିଂ…

ବିଜେପି ସହ ମେଣ୍ଟ ଚର୍ଚ୍ଚାକୁ ‘ହଁ’ କଲେନି, ‘ନା’ ବି କଲେନି । ମେଣ୍ଟ ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ…

କନକ ବ୍ୟୁରୋ: ଓଡିଶାରେ ବିଜେଡି-ବିଜେପି ମେଣ୍ଟ କୁ ନେଇ ଆଲୋଚନା ଚାଲିଥିବାବେଳେ, ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର । ଆଜି ନବୀନ ନିବାସରେ ବସିଥିବା ବୈଠକରେ ସମସ୍ତ ବିଷୟ ଉପରେ ଆଲୋଚନା ହେଇଥିବା ନେଇ ସେ ସୂଚନା ଦେବା ସହିତ ଓଡିଶାରୁ…

ପାଣି ତଳେ ଚାଲିଲା ମେଟ୍ରୋ । ପଶ୍ଚିମବଙ୍ଗରେ ଅଣ୍ଡରୱାଟର ମେଟ୍ରୋ ଟନେଲର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ପଶ୍ଚିମବଙ୍ଗର ହୁଗୁଳି ନଦୀ ତଳେ ଚାଲିଲା ମେଟ୍ରୋ ଟ୍ରେନ୍ । ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟନେଲର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଶ୍ଚିମବଙ୍ଗର ପୁରୁଣା ଐତିହ୍ୟ ସଂପନ୍ନ ସହର କୋଲକାତା ଓ ହାୱଡାକୁ ଗମନାଗମନ ସହଜ କରିବ ଅଣ୍ଡର ୱାଟର ମେଟ୍ରୋ ।…

ଗାଁରେ ସହରର ଭ୍ରମ । ରଙ୍ଗ ବେରଙ୍ଗର ଆଲୋକିକରଣ ସହ ଟୟ ଟ୍ରେନ୍ ସୁବିଧା, କାମାକ୍ଷାନଗରରେ କରାଯାଇଛି ପୂରାତନ ପୋଖରିର…

କନକ ବ୍ୟୁରୋ : ନନ୍ଦନକାନନ ଭଳି ଗାଁରେ ମିଳିବ ଟଏ ଟ୍ରେନର ସୁବିଧା । ସଜେଇ ହୋଇଛି ପୋଖରୀ । ଚାରିଆଡେ ସୁନ୍ଦର ଆଲୋକିକରଣ । ଝିଲମିଲି ଆଲୁଅରେ ଟଏ ଟ୍ରେନରେ ବସି ପୋଖରୀ ଚାରିପଟେ ବୁଲେବେ ଦେଖଣାହାରୀ । କାମାକ୍ଷାନଗର ଏନଏସି ତରଫରୁ ଆମ ପୋଖରି ଯୋଜନାରେ ବହୁ ପୂରାତନ ଦାସୀ ପୋଖରିକୁ…