Daily Archives

March 5, 2024

ବିବାହ ଉତ୍ସବରେ ଲୁଟ୍: ଅତିଥି ହୋଇ ଆସିଲେ, କଳାକନା ବୁଳେଇ ଦେଲେ, ଆଖି ପିଛୁଳାକେ ଲୁଟି ନେଲେ ସୁନା ଓ ଉପହାର

କନକ ବ୍ୟୁରୋ: ବିବାହ ମଣ୍ଡପରୁ ଲୁଟ୍ । ଅତିଥି ବେଶରେ ଆସିଲେ, ଲକ୍ଷାଧିର ଟଙ୍କାର ଉପହାର ଲୁଟି ଚାଲିଗଲେ । ପୁରୀ ବଳିଆ ପଣ୍ଡା ଥାନା ଅଂଚଳରୁ ଆସିଛି ଏମିତି ଅଭିଯୋଗ । ଏକ ହୋଟେଲରେ ବିବାହ ଭୋଜି ଚାଲିଥିଲା । ପୁଅ-ବୋହୂଙ୍କୁ ଉପହାରରେ ଟଙ୍କା ଓ ସୁନା ଗହଣା ମିଳିଥିଲା । ସେହି ଉପହାରକୁ ନେଇ…

କଂଗ୍ରେସ ସାଂସଦଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଖୋଲା ଚ୍ୟାଲେଞ୍ଜ । ଏନଡିଏ ଓ ୟୁପିଏ ସରକାରର ୧୦ ବର୍ଷ ଶାସନ ଉପରେ ତର୍କ…

କନକ ବ୍ୟୁରୋ: ଜନସଭାରେ ରାଗିଲେ ଓ ଆଉ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ମହାରାଷ୍ଟ୍ର ନାଗପୁର ଜନସଭାରେ କଂଗ୍ରେସ ଉପରେ ବର୍ଷିଛନ୍ତି ସ୍ମୃତି ଇରାନୀ । ଖୋଲା ଚ୍ୟାଲେଞ୍ଜ ଦେଇ କହିଛନ୍ତି ଯଦି ଦମ ଅଛି ତେବେ ଏନଡିଏ ଓ ୟୁପିଏ…

ଗଞ୍ଜେଇ ଚାଲାଣର ନୂଆ ତରିକା: ଭିତରେ ଗଂଜେଇ, ବାହାରେ ବ୍ୟାଟେରି, ଟ୍ରେନରେ ଯାଉଥିଲା ମାଷ୍ଟରମାଇଣ୍ଡ

କନକ ବ୍ୟୁରୋ: ବ୍ୟାଟେରୀ ଟ୍ରକରେ ଥିଲା ଗଂଜେଇ । ଗିରଫ ହେଲେ ୩ ଅଭିଯୁକ୍ତ । ବିହାର ଚୋରା ଚାଲାଣ ବେଳେ ମାଡିବସିଛି କ୍ରାଇମବ୍ରାଂଚ ଏସଟିଏଫ । ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ପଶ୍ଚିମବଙ୍ଗ ଯାଇଛି ତଦନ୍ତକାରୀ ଟିମ୍ । ଏସଟିଏଫ ସୂଚନା ଅନୁସାରେ, ଟ୍ରକଟି ଆନ୍ଧ୍ରପ୍ରଦେଶ ବିଜୟନଗରମରୁ ବିହାର…

ଭୁବନେଶ୍ୱର ମଧ୍ୟ ଓ ଏକାମ୍ର ବିଧାନସଭା ଆସନ ପାଇଁ ଟିକେଟ ଲବି । ଦୁଇ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି…

କନକ ବ୍ୟୁରୋ: ଟିକେଟକୁ ନେଇ ରାଜଧାନୀରେ ବିଜେଡିର ନେତା-ନେତାଙ୍କ ଭିତରେ ଚାଲିଛି ଶକ୍ତି ପ୍ରଦର୍ଶନ । ଏକାମ୍ର, ମଧ୍ୟ ଓ ଉତ୍ତର ନିର୍ବାଚନମଣ୍ଡଳୀରେ ଅନେକ ଆଶାୟୀ ଖୋଲାଖୋଲି ଟିକେଟ କଥା କହି ବର୍ତ୍ତମାନ ବିଧାୟକଙ୍କ ପାଇଁ ମୁଣ୍ଡବ୍ୟଥା ସାଜିଲେଣି । କିଏ କେଉଁଠି ଶକ୍ତି ପ୍ରଦର୍ଶନ କରୁଛି ତ…

ବିଜୁ ଜୟନ୍ତୀରେ ରାଜ୍ୟବାସୀ ଦେଲେ ଶ୍ରଦ୍ଧାଞ୍ଜଳି: ପୋଲସରାରେ ପ୍ରବାଦ ପୁରୁଷଙ୍କ ପ୍ରତିମୂର୍ତିରେ କ୍ଷୀର ଢାଳି…

କନକ ବ୍ୟୁରୋ: ସାରା ରାଜ୍ୟରେ ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜୟନ୍ତି ପାଳନ କରାଯାଇଛି । ବିଜୁଙ୍କ ସ୍ମୃତି ଚାରଣ ପାଇଁ କେଉଁଠି ସାଇକେଲ ରାଲି ତ ଆଉ କେଉଁଠି ପ୍ରତିମୂର୍ତିରେ କ୍ଷୀର ଢାଳି କରାଯାଇଛି ସ୍ନାନ । ଏତିକି ବେଳେ ପୁଣି ଥରେ ଉଠିଛି ବିଜୁ ବାବୁଙ୍କୁ ଭାରତରତ୍ନ…

ନିଶାରେ ବୁଡୁଛି ଭୁବନେଶ୍ୱର, ଦେଶର ତୃତୀୟ ସର୍ବାଧିକ ନିଶାଡ଼ିଙ୍କ ସହର । ରାଜ୍ୟ ରାଜଧାନୀରେ ୩୭% ଯୁବପିଢ଼ି ନେଉଛନ୍ତି…

କନକ ବ୍ୟୁରୋ: ନିଶା ସେବନରେ ଭୁବନେଶ୍ୱର ଦେଶରେ ତୃତୀୟ । ନିଶାରେ ଝୁମୁଛନ୍ତି ରାଜଧାନୀର ଯୁବପିଢ଼ି । ମଦ, ଗଞ୍ଜେଇ ଓ ତମାଖୁ ସେବନ ବଢୁଛି । ଭୁବନେଶ୍ୱରର ୩୭ ପ୍ରତିଶତ ଯୁବପିଢ଼ି ନିଶା କବଳରେ । କେମ୍ବ୍ରିଜ ପ୍ରିଜିମସ ଗ୍ଲୋବାଲ ମେଣ୍ଟାଲ ହେଲ୍ଥ ରିପୋର୍ଟରେ ସାମ୍ନାକୁ ଆସିଛି ଏମିତି ଏକ…