Daily Archives

March 5, 2024

ଓଡିଶାକୁ ମୋଦୀଙ୍କ ଭେଟି: ୨୦ ହଜାର କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

କନକ ବ୍ୟୁରୋ: ଭୋଟ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ ଭେଟି । ସମ୍ବଲପୁର ଗସ୍ତର ଠିକ୍ ମାସେ ପରେ ଓଡିଶା ଆସି ୨୦ ହଜାର କୋଟି ଟଙ୍କାର ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଚଣ୍ଡିଖୋଲରେ ବିଭିନ୍ନ ପ୍ରକଳ୍ପର କରିଛନ୍ତି ଉଦ୍ଘାଟନ୍ ଓ ଶିଳାନ୍ୟାସ । ନିର୍ବାଚନ ତାରିଖ ଘୋଷଣା…

ଗୋଟିଏ ମଞ୍ଚରେ ଏକାଠି ବସିଲେ, ପ୍ରଶଂସା କଲେ । ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାକୁ ନେଇ ଦେଲେନି କୌଣସି ସଙ୍କେତ…

କନକ ବ୍ୟୁରୋ: ବିଜେଡି-ବିଜେପି ମେଣ୍ଟକୁ ନେଇ ଚର୍ଚ୍ଚା, ବିଜୁ ବାବୁଙ୍କୁ ଭାରତ ରତ୍ନ ମିଳିବା ନେଇ ଚର୍ଚ୍ଚା ଭିତରେ, ଗୋଟିଏ ମଞ୍ଚରେ ଏକାଠି ହେଇଛନ୍ତି ମୋଦୀ-ନବୀନ । ଚଣ୍ଡିଖୋଲରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମର ମଞ୍ଚରୁ ମୋଦୀଙ୍କୁ ନବୀନ ଭରପୂର ପ୍ରଶଂସା କରିଛନ୍ତି, ମୋଦୀ ମଧ୍ୟ ନବୀନଙ୍କୁ…

ଚଣ୍ଡିଖୋଲରେ ମୋଦୀ ଗ୍ୟାରେଣ୍ଟି ଦେଲେ ପ୍ରଧାନମନ୍ତ୍ରୀ । କଂଗ୍ରେସ ଓ ଇଣ୍ଡିଆ ମେଂଟକୁ କଲେ ସମାଲୋଚନା । ବିଜେଡି କି…

କନକ ବ୍ୟୁରୋ: ବିଜେଡି-ବିଜେପି ମେଣ୍ଟ ହେବା ନେଇ ଚର୍ଚ୍ଚା ଭିତରେ ଆଜି ମୋଦୀଙ୍କ ଗସ୍ତ ଉପରେ ନଜର ରହିଥିଲା । କାରଣ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଥାନ୍ତା, ୨୦୨୪ ନିର୍ବାଚନରେ ବିଜେଡି ସହ କେମିତି ଲଢିବ ବିଜେପି । ହେଲେ ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଭିମୁଖ୍ୟର…

ସୁନ୍ଦରଗଡ ଟାଙ୍ଗରପାଲି ବ୍ଲକ ତୁରୁଙ୍ଗାଗଡର ଚାଷୀ ଅନନ୍ତ ମାଝୀଙ୍କ ସଂଘର୍ଷର କାହାଣୀ । ନିଜ ପରିଶ୍ରମରେ ସକ୍ଷମ ହେବା ସହ…

କନକ ବ୍ୟୁରୋ : ଶ୍ରମିକରୁ ସଫଳ ଚାଷୀ । ଜଣେ ଗରିବ ଚାଷୀଙ୍କ ସଂଘର୍ଷର କାହାଣୀ । ପ୍ରବାସୀ ଶ୍ରମିକରୁ ସଫଳ ଚାଷୀ ପାଲଟିଛନ୍ତି ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ତୁରୁଙ୍ଗାଗଡ ଗାଁ ର ଅନନ୍ତ ମାଝୀ । ଦିନଥିଲା ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିଲେ ହେଲେ କିଛି କରିବାର ପ୍ରୟାସ ଆଜି…

ଚାନ୍ଦବାଲି ଧାମରା ମୁହାଣରୁ ଧରାଗଲା ଦାମୀ ମାଛ । ଗଭୀର ସମୁଦ୍ରରୁ ୭ଟି ବିରଳ ସୋଲପାଟିଆ ମାଛ ଉଦ୍ଧାର , ମାଛର ଦାମ୍…

କନକ ବ୍ୟୁରୋ : ଚାନ୍ଦବାଲି ଧାମରା ମୁହାଣରୁ ଧରାଗଲା ଦାମୀ ମାଛ । ଏହି ମାଛ ହେଉଛି ସୋଲପାଟିଆ ମାଛ । ଯାହାର ଦାମ୍ ରହିଛି ଅଧିକ । ପ୍ରାୟ ୭ଟି ସୋଲପାଟିଆ ମାଛର ଦାମ୍ ୧ଲକ୍ଷ ୮ ହଜାର ୪ଶହ ଟଙ୍କାରେ ବିକ୍ରି ହୋଇଛି । ଏହି ମାଛ କେଜି ପ୍ରତି ୮ହଜାର ୭ ଶହ ଟଙ୍କା ରହିଛି । ଏହି ମାଛକୁ ନେଇ…

ଦୁଇଟି କିଡନୀ ନଷ୍ଟ ଯୋଗୁ ଯନ୍ତ୍ରଣାରେ ବଲାଙ୍ଗିର ଇନ୍ଦିରା ନଗରର ପ୍ରଭୁ ନାଏକ । ଅର୍ଥ ଅଭାବ ଯୋଗୁ ହୋଇପାରୁନି…

କନକ ବ୍ୟୁରୋ : ପୁଅର ଜୀବନ ବଂଚାଇବାକୁ ବାହାରିଛି ମାଆ । ହେଲେ ଜୀବନ ରକ୍ଷା ପାଇଁ ଅର୍ଥ ସାଜୁଛି ବାଧକ । ବଲାଙ୍ଗିର ଇନ୍ଦିରା ନଗରର ପ୍ରମୋଦ ନଏକ ଓ ସ୍ୱର୍ଣ୍ଣର୍ଲତାଙ୍କ ପୁଅ ପ୍ରଭୁ । ଘରର ରୋଜଗାରିଆ ପୁଅ । ହେଲେ ଦୁଇଟିଯାକ କିଡନୀ ଖରାପ ହୋଇଯିବାରୁ ଘରେ ଶଯ୍ୟାଶାୟୀ ହୋଇ ପଡିରହିଛି । ଅଭାବ…