ବିରୋଧୀଙ୍କ ଉପରେ ବର୍ଷିଲେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ କହିଲେ, ବିଜେଡିରେ ଏତେ ଡର ଏବେ କାହିଁକି ?

904

କନକବ୍ୟୁରୋ :ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ପୁଣି ଅପରାଜିତା ଷଡଙ୍ଗୀଙ୍କ ଟାର୍ଗେଟ କହିଲେ, ବିଜେପି ଚେଷ୍ଟା କରୁଛି ୫୦ , ୬୦ ସିଟରେ ଦଖଲ କରି ଷଡଯନ୍ତ୍ର କରି ବିଜେଡିକୁ ଭାଙ୍ଗିଦେବ ।ଏଇଟା ହେଉଛି ଭୟର ପରିଚୟ । ଏତେ ଡର କାହିଁକି ଏତେ ଭୟ କେଉଁଠୁ ଆସିଲା । ତାମିଲ ଭାଷାରେ କଥା ନ ହୋଇ ଓଡିଆ ଭାଷାରେ କଥା ହୁଅନ୍ତୁ ଭିକେ ପାଣ୍ଡିଆନ ।