Daily Archives

March 3, 2024

ବିଜେପିରୁ ଟିକେଟ ପାଇ ଲଢ଼ିବାକୁ ମନାକଲେ ନେତା: ଆସାନସୋଲରୁ ଲଢ଼ିବେନି ଭୋଜପୁରୀ ଗାୟକ

କନକ ବ୍ୟୁରୋ: ଟିକେଟ ଦେଲା ବିଜେପି, ହେଲେ ମନାକଲେ ପ୍ରାର୍ଥୀ । ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଏଥିରେ ଭୋଜପୁରୀ ଅଭିନେତା ପବନ ସିଂହଙ୍କୁ ଆସାନସୋଲରୁ ଟିକେଟ ଦେଇଥିଲା । ହେଲେ ପବନ ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି । ଅବଶ୍ୟ ସେ ଏଥିପାଇଁ…

କେନ୍ଦ୍ରାପଡାକୁ ଗଡିବ ଯାତ୍ରୀବାହୀ ଟ୍ରେନ୍: ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ

କନକ ବ୍ୟୁରୋ: ଏକଦା ରେଳ ବିହୀନ ଜିଲ୍ଲାର ଆଖ୍ୟା ଅର୍ଜନ କରିଥିବା କେନ୍ଦ୍ରାପଡାରେ ଦୀର୍ଘବର୍ଷ ପରେ ମାଲବାହୀ ଟ୍ରେନ୍ ଗଡିଥିବାବେଳେ, କେବେ ଯାତ୍ରୀବାହୀ ଟ୍ରେନ୍ ଗଡିବ ତାକୁ ଅପେକ୍ଷା କରିଥିଲେ ଜିଲ୍ଲାବାସୀ । ଆଉ ଏବେ କେନ୍ଦ୍ରାପଡା ବାସୀଙ୍କ ସେହି ସ୍ୱପ୍ନ ପୂରଣ ହେବାକୁ ଯାଉଛି ।…

ନକ୍ସଲ ସଜାଇଥିଲା ପୋଲିସ: ନିର୍ଦ୍ଦୋଷରେ ଖଲାସ କଲେ କୋର୍ଟ

କନକ ବ୍ୟୁରୋ: ମିଛ ମାମଲାର ୭ ବର୍ଷ ଜେଲରେ ରହିଲେ ଦୁଇ ଓଡିଆ ଯୁବକ । ନକ୍ସଲ ସଜାଇ ୨ ଓଡିଆ ଯୁବକଙ୍କୁ ଜେଲ ପଠାଇଥିଲା ଛତିଶଗଡର ନର୍ଗନା ପୋଲିସ । ହେଲେ କୋର୍ଟରେ ପ୍ରମାଣ ଦେଇନପାରିବାରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଛତିଶଗଡ ହାଇକୋର୍ଟ । ଜେଲରୁ ମୁକୁଳିବା ପରେ ଛତିଶଗଡ ପୋଲିସ ନାଁରେ…

ଜଟିଳ ହେଉଛି ୨୪’ ଅଙ୍କ: ନିର୍ବାଚନ ବେଳେ ଦଳ ବଦଳାଉଛନ୍ତି ନେତା

କନକ ବ୍ୟୁରୋ: ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ନେତାଙ୍କ ଦଳବଦଳ ପ୍ରକ୍ରିୟା ସେତିକି ବଢ଼ି ବଢ଼ି ଚାଲିଛି । ଏହି କ୍ରମରେ ଆସନ୍ତାକାଲି ପଦ୍ମ ଧରିବେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଓ ଧାମନଗରର ପୂର୍ବତନ ବିଧାୟକ ରାଜୁ ଦାସ । ସେହିପରି ଧାନନଗର ଉପନିର୍ବାଚନ ସମୟରେ ବିଜେଡି…

ଅରବିନ୍ଦ ଢାଲିଙ୍କ ଘର ବାହୁଡ଼ା: ପଦ୍ମ ଧରିଲେ ଜୟଦେବ ବିଧାୟକ, ଯୋଗ ଦେଉ ଦେଉ ବିଜେଡି ଉପରେ ବର୍ଷିଲେ

କନକ ବ୍ୟୁରୋ: ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି ଜୟଦେବ ବିଧାୟକ ଅରବିନ୍ଦ ଢାଲି । ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବରିଷ୍ଠ ନେତାଙ୍କ ଗହଣରେ ପଦ୍ମ ଶିବିରରେ ଯୋଗ ଦେଇଛନ୍ତି । ବିଜେପିରେ ସାମିଲ ହେଉ ହେଉ ବିଜେଡି ବିରୋଧରେ ଅସନ୍ତୋଷ ଝାଡିଛନ୍ତି । ବିଜେଡି…

ବିଜେପି ନିର୍ବାଚନୀ ଇସ୍ତାହାରରେ ରହିବ କଣ? ରାଜ୍ୟର କୋଟିଏ ଲୋକଙ୍କ ମତ ସଂଗ୍ରହ କରିବ ଦଳ

କନକ ବ୍ୟୁରୋ: ଲୋକଙ୍କ ମତ ଆଧାରରେ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବ ବିଜେପି । ଏଥିପାଇଁ ୧ କୋଟି ଜନମତ ସଂଗ୍ରହ ଅଭିଯାନ ଆରମ୍ଭ କରିଛି ଦଳ । ରାଜ୍ୟର ଏକ କୋଟି ଲୋକଙ୍କ ପାଖକୁ ଯାଇ ବିଜେପି ସଂକଳ୍ପ ପତ୍ର ପାଇଁ ପରାମର୍ଶ ଲୋଡିବ । ଏହାସହ ବିଜେପିଠାରୁ ଚାହୁଁଛନ୍ତି କଣ, ଏନେଇ ନମୋ ଆପ୍…