Daily Archives

March 3, 2024

ଖଣ୍ଡନ କରୁଛନ୍ତି ନେତା: ତଥାପି ଥମୁନି ମେଂଟ ଚର୍ଚ୍ଚା, ମୋଦୀଙ୍କ ଗସ୍ତକୁ ସମସ୍ତଙ୍କ ଅପେକ୍ଷା

କନକ ବ୍ୟୁରୋ: ଥମୁନି ମେଂଟ ଚର୍ଚ୍ଚା । ମେଂଟ ହେବ ନାହିଁ ବୋଲି ଉଭୟ ବିଜେଡି ଓ ବିଜେପି ନେତା ବାରମ୍ବାର କହୁଥିଲେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା କମୁ ନାହିଁ । ଲୋକସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପର୍ଯ୍ୟାୟରେ ୧୯୫ ପ୍ରାର୍ଥୀ ତାଲିକା ଘୋଷଣା କରିଛି, ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଏଥିରେ…

ଟିପିଏନଓଡିଏଲର ନୂଆ ସିଇଓ ଭାବେ ଦାୟିତ୍ୱ ଗ୍ରହଣ କଲେ ଦ୍ୱିଜଦାସ ବସକ୍ । ୩ଦଶନ୍ଧରୁ ଅଧିକ ସମୟ ଧରି ରହିଛି ବିଦ୍ୟୁତ୍…

କନକ ବ୍ୟୁରୋ : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ)ର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଭାବେ ଦ୍ଵିଜଦାସ ବସକ ଫେବୃଆରୀ ୨୪ ତାରିଖରୁ ଦାୟିତ୍ଵ ଗ୍ରହଣ କରିଛନ୍ତି । ବିଦ୍ୟୁତ ବିତରଣ କ୍ଷେତ୍ରରେ ତିନି…

ନିର୍ମାଣ ଶ୍ରମିକଙ୍କ ପେନସନ ବୃଦ୍ଧି କଲେ ରାଜ୍ୟ ସରକାର: ୫୦୦ ପରିବର୍ତ୍ତେ ପାଇବେ ୧୦୦୦ ଟଙ୍କା

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ମାଣ ଶ୍ରମିକ ମାନଙ୍କ ପେନସନ ବୃଦ୍ଧି ସଂପର୍କରେ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ‘ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ଅଧୀନରେ ପଞ୍ଜୀକୃତ ହୋଇଥିବା ନିର୍ମାଣ ଶ୍ରମିକ ମାନଙ୍କ…

ଚିନ୍ତାରେ ପଡିଛନ୍ତି ଗଜପତିର କପା ଚାଷୀ । ପାରଳାଖେମୁଣ୍ଡିରେ ମଣ୍ଡି ଯୋଗୁ ମିଳୁନି ସଠିକ୍ ମୂଲ୍ୟ । କମ୍ ଦରରେ କିଣି…

କନକ ବ୍ୟୁରୋ: ଦୀର୍ଘ ଦିନର ଦାବି ପରେ ଗଜପତି ଜିଲାରେ କପା ମଣ୍ଡି ଖୋଲିଛି । ହେଲେ କପା ଉତ୍ପାଦନ ହେଉଥିବା ଅଞ୍ଚଳ ବଦଳରେ ଏହାକୁ ପାରଳାଖେମୁଣ୍ଡିରେ ଖୋଲାଯାଇଛି । ଫଳରେ ମଣ୍ଡିକୁ କପା ଆଣିବା ପାଇଁ ପରିବହନ ବାବଦରେ ଯାହା ଖର୍ଚ୍ଚ ହେଉଛି ତାହା ଚାଷୀଙ୍କୁ ବେଶ୍ ବାଧୁଛି । ଏହାର ଫାଇଦା…

ଗଛ ତଳେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢା । ୧୩ ବର୍ଷ ପରେ ବି ହୋଇପାରୁନି ଅଙ୍ଗନୱାଡି କେନ୍ଦ୍ର ଘର

କନକ ବ୍ୟୁରୋ: ଗଛ ତଳେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢା । କୁନି କୁନି ପିଲା ସବୁ ଗଛ ମୂଳରେ ବସି ପଢୁଛନ୍ତି । ଗାଁ ଗହଳିରେ ଛୋଟ ପିଲାଙ୍କ ପାଇଁ ଚାଲିଛି ନୂଆ ନୂଆ ଅଭିଯାନ । ଅଙ୍ଗନୱାଡି କେନ୍ଦ୍ର ଖୋଲାଯାଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ତାର ବିକଳ ଚିତ୍ର ଏବେ ଅଙ୍ଗନୱାଡି…

ନିର୍ବାଚନ ପାଇଁ ନନଷ୍ଟପ ନରେନ୍ଦ୍ର ମୋଦୀ । ୧୦ ଦିନରେ ୧୨ ରାଜ୍ୟରେ କରିବେ ୨୯ ଜନସଭା ଓ କାର୍ଯ୍ୟକ୍ରମ

କନକ ବ୍ୟୁରୋ : ନିର୍ବାଚନ ଯେତେ ପାଖେଇ ଆସୁଛି ଦେଶର ପ୍ରଧାନମନ୍ତ୍ରୀ ପ୍ରଚାର ଉପରେ ସେତେ ଜୋର ଦେଉଛନ୍ତି । ଏହି କ୍ରମରେ ଆଗାମୀ ୧୦ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ୧୨ଟି ରାଜ୍ୟରେ ୨୯ଟି କାର୍ଯ୍ୟକ୍ରମରେ ଯୋଗଦେବେ । ଏହି କ୍ରମରେ ମାର୍ଚ୍ଚ ୪ ରୁ ୬ ତାରିଖ ମଧ୍ୟରେ ୫ଟି ରାଜ୍ୟ ଗସ୍ତ…