Monthly Archives

August 2023

କଏଦୀଙ୍କ ଗୋଡରେ ଲାଗିବ ଜିପିଏସ୍: ଜାମିନରେ ଯାଇ ଅପରାଧ କଲେ ପଡିବେ ଧରା

କନକ ବ୍ୟୁରୋ: ଅନେକ ସମୟରେ ଅପରାଧୀମାନେ ଜାମିନରେ ବାହାରକୁ ଯିବା ପରେ ପୁଣି ଥରେ ସମାନ ଧରଣର ଅପରାଧ ଘଟାଇଥାନ୍ତି । ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥାନ୍ତି । ଆଉ ସେମାନଙ୍କୁ ଧରିବା ପାଇଁ ରାଜକୋଷରୁ ପୁଣି କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ଏହାକୁ ରୋକିବା ପାଇଁ କଏଦୀଙ୍କ…

ବାଙ୍କୀରେ ନବ ଦମ୍ପତ୍ତିଙ୍କ ଆତ୍ମହତ୍ୟା: ତରବରିଆ ଭାବେ ପୋଡି ଦେଉଥିବାରୁ ବଢିଲା ସନ୍ଦେହ

କନକ ବ୍ୟୁରୋ: କାଲି ଭୁବନେଶ୍ୱରରୁ ଗାଁକୁ ଫେରିଥିଲେ, ଆଜି ସ୍ତ୍ରୀଙ୍କ ସହ ଫ୍ୟାନ୍ରେ ଝୁଲି ପଡିଲେ । ବିବାହର ୭ ମାସରେ ଶେଷ ହୋଇଯାଇଛି ସଂସାର । ନବବିହାତ ଦମ୍ପତିଙ୍କ ଆତ୍ମହତ୍ୟା ଅନେକ ପ୍ରଶ୍ନ ଛାଡି ଯାଇଛି । ଏମିତି କଣ ହେଲା ଯେ, ସ୍ୱାମୀ-ସ୍ତ୍ରୀ ଗୋଟିଏ ପଙ୍ଖାରେ ଝୁଲି ପଡିଲେ ।…

ଗଞ୍ଜାମ ଦିଗପହଣ୍ଡିରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଉତେଜନା: ନିର୍ବାଚନ ବନ୍ଦ ଘୋଷଣା ପରେ ଧାରଣାରେ ବସିଲେ ପୂର୍ବତନ…

କନକ ବ୍ୟୁରୋ: ଦିଗପହଣ୍ଡିରେ ଚଳିବ ନାହିଁ ପରିବାର ରାଜନୀତି । ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ଅନୁପସ୍ଥିିତିରେ ପୁଅ ବିପ୍ଳବ ପାତ୍ର ନିଜର ରାଜନୈତିକ ପତିଆରା ଜମାଉଥିବା ବେଳେ ସେହି ବିଜେଡିରୁ ମିଳିଛି ଶକ୍ତ ଧକ୍କା । ବିପ୍ଲବଙ୍କୁ ବିରୋଧ କରି ଖୋଲାଖୋଲି ସାମ୍ନାକୁ ଆସିଛନ୍ତି ପୂର୍ବତନ ବ୍ଲକ…

ନ୍ୟାୟ ପାଇଁ ଭାଗ ଚାଷୀଙ୍କ ୫୦ ବର୍ଷର ଲଢେଇ: ହକ୍ ପାଇଁ ୩୩ ବର୍ଷ ବୟସରେ କରିଥିଲେ ଆବେଦନ

କନକ ବ୍ୟୁରୋ: ଭାଗ ଚାଷୀଙ୍କ ୫୦ ବର୍ଷର ଲଢ଼େଇ । ୩୩ ବର୍ଷ ବୟସରେ ହକ୍ ପାଇଁ ଲଢେଇ ଆରମ୍ଭ କରିଥିଲେ, ୮୨ ବର୍ଷ ବୟସରେ ସୁପ୍ରିମକୋର୍ଟରୁ ମିଳିଛି ନ୍ୟାୟ । ପୁରୀ ଜିଲ୍ଲା ସଦର ବ୍ଲକ ବୀର ନରସିଂହପୁର ସତରପଖରା ଗାଁର ସୁରେନ୍ଦ୍ର ନାଥ ପଣ୍ଡାଙ୍କୁ ପରିଣତ ବୟସରେ ନ୍ୟାୟ ମିଳିଛି । ନିଜେ ନିଜ…

ରିଲିଜ ହେଲା ଶାହାରୁଖଙ୍କ ଯବାନ ସିନେମାର ଟ୍ରେଲର, ସେପ୍ଟେମ୍ବର ୭ ତାରିଖରେ ମୁକ୍ତିଲାଭ

କନକ ବ୍ୟୁରୋ : ବଡ ପରଦାକୁ ଆସିବା ପୂର୍ବରୁ ରିଲିଜ୍ ହୋଇଛି ବଲିଉଡ ଆକ୍ସନ ଫିଲ୍ମ ‘ଯବାନ’ର ବହୁପ୍ରତୀକ୍ଷିତ ଟ୍ରେଲର । ଗୁରୁବାର ଏହି ଫିଲ୍ମର ଅଫିସିଆଲ ଟ୍ରେଲର ମୁକ୍ତିଲାଭ କରିଛି । ପ୍ରଥମ ଥର ପାଇଁ ଲୋକପ୍ରିୟ ନିର୍ଦ୍ଦେଶକ ଅଟଲିଙ୍କ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ଶାହାରୁଖ…

ସଚିନଙ୍କ ଅନଲାଇନ ଗେମିଙ୍ଗ ବିଜ୍ଞାପନକୁ ନେଇ ବିବାଦ, ଘର ଆଗରେ ବିକ୍ଷୋଭ କଲେ ବିଧାୟକଙ୍କ ସମର୍ଥକ

କନକ ବ୍ୟୁରୋ : ସଚିନ ତେନ୍ଦୁଲକରଙ୍କ ଘର ଆଗରେ ବିକ୍ଷୋଭ । ‘ଅନଲାଇନ୍ ଗେମିଙ୍ଗ୍ ବିଜ୍ଞାପନ’ରେ ସଚିନକୁ ସଂପୃକ୍ତିକୁ ବିରୋଧ କରି ତାଙ୍କ ବାସଭବନ ବାହାରେ ବିକ୍ଷୋଭ । ସ୍ୱାଧୀନ ବିଧାୟକ ବଚ୍ଚୂ କଡୂ ଓ ତାଙ୍କର ସହଯୋଗୀମାନେ ପ୍ରତିବାଦ କରିଛନ୍ତି । ଏହି ସମୟରେ ପ୍ରତିବାଦକାରୀଙ୍କୁ ପୁଲିସ…