Daily Archives

August 16, 2023

ଫେବ୍ରୁଆରୀ ୧୪ ତାରିଖରୁ ଯୁକ୍ତ ୨ ପରୀକ୍ଷା: ଆସନ୍ତା ନଭେମ୍ବର ୧୦ରୁ ୨୫ ମଧ୍ୟରେ ଫର୍ମ ଫିଲଅପ

କନକ ବ୍ୟୁରୋ: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ), ଓଡ଼ିଶା ଦ୍ବାରା ପରିଚାଳିତ ଯୁକ୍ତ ୨ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପରୀକ୍ଷା ୨୦୨୪ ଫେବ୍ରୁଆରି ୧୪ରୁ ଆରମ୍ଭ ହେବ। ଏହି ପରୀକ୍ଷା ମାର୍ଚ୍ଚ ୧୩ ଯାଏଁ ଜାରି ରହିବ। ଏପ୍ରିଲ ଶେଷ କିମ୍ବା ମେ’ ମାସ ପ୍ରଥମ ସପ୍ତାହରେ ପରୀକ୍ଷା…

ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ଚଳାଇବା ପାଇଁ ରାଜ୍ୟ ସରକାରଙ୍କ ରୂପରେଖ ପ୍ରସ୍ତୁତ: ପ୍ରଥମ ପର୍ଯ୍ୟାୟରେ ୨୬ କିଲୋମିଟରରେ…

କନକ ବ୍ୟୁରୋ: ଭୁବନେଶ୍ୱର ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ପାଇଁ ପ୍ରସ୍ତୁତ ହୋଇଛି, ବିସ୍ତୁତ ପ୍ରକଳ୍ପ ରିପୋର୍ଟ ବା’ ଡିପିଆର । ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ଦିଲ୍ଲୀ ମେଟ୍ରୋ ରେଳ ନଗମକୁ ଦାୟୀତ୍ୱ ଦିଆଯାଇଥିଲା ।  ଏହାକୁ ଦୃଷ୍ଟିରେ…

ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ: ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି…

କନକ ବ୍ୟୁରୋ: ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଭୁବନେଶ୍ୱରରେ ପହଂଚିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ । ବିମାନବନ୍ଦରରେ ତାଙ୍କୁ ସ୍ୱାଗତ ସମ୍ବର୍ଧନା ଦିଆଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ଭୁବନେଶ୍ୱର ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଭୁବନେଶ୍ୱରରେ…

ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଅଘଟଣ: ଅପରାହ୍ନରେ ପ୍ରବଳ ବର୍ଷା ସାଙ୍ଗକୁ ଘନ ଘନ ବଜ୍ରପାତ । ୬ ମୃତ, ୮ ଗୁରୁତର

କନକ ବ୍ୟୁରୋ: ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଅଘଟଣ । ଅପରାହ୍ଣରେ ପ୍ରବଳ ବର୍ଷା ଓ ବଜ୍ରପାତରେ ୬ ଜଣଙ୍କ ଜୀବନ ଯାଇଛି । ୮ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ବସ୍ତା ବ୍ଲକ ଅନ୍ତର୍ଗତ ବେଲ ଗାଁ, ପଣସାପଡ଼ା, ପତ୍ରଝଡ଼ା ଗାଁର କିଛି ଲୋକ ବିଲରେ କାମ କରୁଥିବା ବେଳେ ବର୍ଷା ମାଡ଼ି ଆସିଥିଲା ।…

ମହାରାଷ୍ଟ୍ର ରାଜନୀତିରେ ପୁଣି ହଲଚଲ: ଶରଦ ପାୱାର ଓ ଅଜିତ ପାୱାରଙ୍କ ମଧ୍ୟରେ ଗୁପ୍ତ ବୈଠକକୁ ନେଇ ଚର୍ଚ୍ଚା  

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ପୁଣି ହଲଚଲ । ଏନସିପି ପ୍ରତିଷ୍ଠାତା ଶରଦ ପାୱାର ଓ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମଧ୍ୟରେ ଗୁପ୍ତ ବୈଠକ ବସିଥିବା ନେଇ ଜୋର ଧରିଛି ଚର୍ଚ୍ଚ । ଦାଦା ଶରଦଙ୍କୁ ପୁତୁରା ଅଜିତ ଏକ ବଡ ଅଫର ଦେଇଥିବା କୁହାଯାଉଛି । ସେପଟେ ମୁମ୍ବାଇରେ…

ପ୍ରତିଷ୍ଠିତ ପତ୍ରିକା ଫେମିନାର କଭର ପେଜରେ ସ୍ଥାନ ପାଇଲା ରାଷ୍ଟ୍ରପତିଙ୍କ ଫଟୋ: ମହାମହିମଙ୍କ ସଂଘର୍ଷ ଓ ସଫଳତା କଥାକୁ…

କନକ ବ୍ୟୁରୋ: ପ୍ରତିଷ୍ଠିତ ତଥା ଲୋକପ୍ରିୟ ପତ୍ରିକା ଫେମିନାର କଭର ପେଜରେ ସ୍ଥାନ ପାଇଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫଟୋ । ଅଗଷ୍ଟମାସ ସଂସ୍କରଣରେ ଏହି ପତ୍ରିକାରେ ଏକ ସ୍ୱତନ୍ତ୍ର ଲେଖା ସ୍ଥାନ ପାଇଛି । ଯେଉଁଥିରେ ରାଷ୍ଟ୍ରପତିଙ୍କ ପ୍ରେରଣାଦାୟୀ କଥାକୁ ସ୍ଥାନ ଦିଆଯାଇଛି । ଦେଶର…