Daily Archives

August 9, 2023

ବନ୍ୟାରେ ବେହାଲ ଉତ୍ତରାଖଣ୍ଡ । ଜାରି ରହିଛି ପ୍ରବଳ ବର୍ଷା

କନକ ବ୍ୟୁରୋ : କିଛି ଦିନର ଆଶ୍ୱସ୍ତି ପରେ ଉତରାଖଣ୍ଡରେ ପୁଣି ବନ୍ୟାସ୍ଥିତି ଦେଖିବାକୁ ମିଳିଛି । ଲଗାତର ଭାବେ ପ୍ରବଳ ବର୍ଷା ଯୋଗୁଁ ବେହାଲ ହୋଇପଡ଼ିଛି ଉତରାଖଣ୍ଡର ବିଭିନ୍ନ ସ୍ଥାନ । ଗାଁ ଠୁ ନେଇ ସହରର ଗଳି କନ୍ଦ ପର୍ଯ୍ୟନ୍ତ ଚାରିଆଡ଼େ ଚାଲୁଛି ପ୍ରଖର ସ୍ରୋତ । ମୁଖ୍ୟତଃ ଉତରାଖଣ୍ଡର…

କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ସ୍ୱାମୀଙ୍କୁ ‘କଳା’ କହିବା ନିଷ୍ଠୁରତା

କନକ ବ୍ୟୁରୋ : ସ୍ୱାମୀଙ୍କୁ ‘କଳା’ କହି ଅପମାନ କରିବା ନିଷ୍ଠୁରତା ସହ ସମାନ । ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ଏପରି କହିଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ଆଉ ଏହି ଆଧାରରେ ବିବାହ ବିଚ୍ଛେଦ ମଧ୍ୟ ହୋଇପାରିବ ବୋଲି କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି । ସ୍ୱାମୀଙ୍କୁ କଳା କହି ଅପମାନ…

ଜେଲରେ ସଜା କାଟୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଭିଯୋଗ । କହିଲେ, ଜେଲରେ ଦିଆଯାଉଛି…

କନକ ବ୍ୟୁରୋ : ‘ମୋତେ ଏଠାରୁ ବାହାରକୁ ବାହାର କର, ମୁଁ ଜେଲରେ ରହିବାକୁ ଚାହୁନାହିଁ ବୋଲି ନିଜ ଓକିଲଙ୍କୁ କହିଛନ୍ତି ଇମ୍ରାନ ଖାନ୍ । ୫ ଅଗଷ୍ଟରେ ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ପାକିସ୍ତାନର ଅଟୋକ ଜେଲରେ ଅଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଏହା ସହ…

ଚନ୍ଦ୍ରଯାନ-୩କୁ ନେଇ ଆସିଲା ବଡ଼ ସୂଚନା । ଚନ୍ଦ୍ରର ୧୭୪ କିଲୋମିଟର ଦୂରରେ ବୁଲୁଛି ଯାନ

କନକ ବ୍ୟୁରୋ : ଚନ୍ଦ୍ରଯାନ-୩କୁ ନେଇ ଆସିଲା ବଡ଼ ସୂଚନା । ଆଜି ଜହ୍ନର ସବୁଠୁ ନିକଟ ୧୭୪ କିଲୋମିଟର ଦୂର କକ୍ଷପଥରେ ବୁଲୁଛି ଚନ୍ଦ୍ରଯାନ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏନେଇ ଟୁଇଟ କରି ସୂଚନା ଦେଇଛି । ଏବେ ଚନ୍ଦ୍ରଯାନ ୧୭୪ କିଲୋମିଟରରୁ–୧୪୩୭ କିଲୋମିଟର ଦୂର ଚନ୍ଦ୍ରର କକ୍ଷ…

ଭାରତ ଛାଡ ଆନ୍ଦୋଳନର ୮୧ବର୍ଷ ପୂର୍ତି ଅବସରରେ ସାରା ଦେଶରେ ବିଜେପିର ଆନ୍ଦୋଳନ । ଭ୍ରଷ୍ଟ୍ରାଚାର, ତୁଷ୍ଟିକରଣ ଓ ବଂଶବାଦ…

କନକ ବ୍ୟୁରୋ : ଭାରତ ଛାଡ ଆନ୍ଦୋଳନର ୮୧ବର୍ଷ ପୁର୍ତି ଅବସରରେ ସାରା ଦେଶରେ ବିଜେପିର ଆନ୍ଦୋଳନ ଦେଖିବାକୁ ମିଳିଛି । ସଂସଦରୁ ସଡ଼କ ପର୍ଯ୍ୟନ୍ତ ସବୁଠି ଶୁଭୁଛି ବିଭିନ୍ନ ନାରା । ତେବେ ବହୁ ସଂଖ୍ୟକ ବିଜେପି ସାଂସଦ ଏକାଠି ହୋଇ ସଂସଦର ଗାନ୍ଧୀ ମୂର୍ତି ତଳେ ଇଣ୍ଡିଆ ମେଂଟ ବିରୋଧରେ ବିକ୍ଷୋଭ…

ରାହୁଲ ଗାନ୍ଧୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସ୍ମୃତି ଇରାନୀ । ମହିଳା ସାଂସଦଙ୍କ ଆଡକୁ ଅନାଇ ରାହୁଲ…

କନକ ବ୍ୟୁରୋ : ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣିଛି ବିଜେପି । ଗୃହ ଭିତରେ ନିଜ ବିତର୍କ ପରେ ରାହୁଲ ଗାନ୍ଧୀ ଫ୍ଲାଇଙ୍ଗ କିସ୍ ଦେଇଥିବା ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ସ୍ମୃତି…