Daily Archives

August 6, 2023

ମଣିପୁରରେ ବିଜେପି ସରକାରକୁ ବଡ ଝଟକା, ସମର୍ଥନ ପ୍ରତ୍ୟାହାର କଲା କୁକୀ ପିପୁଲ୍ସ ଆଲାଏନ୍ସ

କନକ ବ୍ୟୁରୋ : ମଣିପୁର ହିଂସା ମଧ୍ୟରେ ଏନ୍ ବିରେନ ସିଂ ସରକାରକୁ ବଡ ଝଟକା ଲାଗିଛି । ଏନଡିଏର ସହଯୋଗୀ କୁକୀ ପିପୁଲ୍ସ ଆଲାଏନ୍ସ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଛି । ରବିବାର ସଂନ୍ଧ୍ୟାରେ ପାର୍ଟି ଏନେଇ ଘୋଷଣା କରିଛି । ରାଜ୍ୟରେ ଜାରି ରହିଥିବା ହିଂସା ଓ ୩ମାସ ପରେ ବି ହିଂସା…

ବିଶ୍ୱକପ ଖେଳିବାକୁ ଭାରତ ଗସ୍ତରେ ଆସିବ ପାକିସ୍ତାନ, ବିଦେଶ ମନ୍ତ୍ରାଳୟ ଜାରିକଲା ବଡ ବୟାନ

କନକ ବ୍ୟୁରୋ: ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ କ୍ରିକେଟ ବିଶ୍ୱକପ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ଭାଗନେବା ପାଇଁ ପାକିସ୍ତାନ ଦଳ ଭାରତ ଗସ୍ତରେ ଆସିବ । ଏହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ନିଜ ସରକାରର ମଞ୍ଜୁରୀକୁ ଅପେକ୍ଷା କରିଥିଲା । ତେବେ ବର୍ତ୍ତମାନ ଖବର ଆସିଛି ଶେହବାଜ…

ଧାନ, କପା ଓ ଆମ୍ବ ଚାଷ ଭଳି କଳାହାଣ୍ଡି କାଜୁର ରହିଛି ସ୍ୱତନ୍ତ୍ର ଚାହିଦା । ବାର୍ଷିକ ଉତ୍ପାଦନ ହେଉଛି ୨ହଜାର…

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାର ଧାନ, କପା ଓ ଆମ୍ବ ଚାଷ ଭଳି କାଜୁର ମଧ୍ୟ ସ୍ୱତନ୍ତ୍ର ପରିଚୟ ରହିଛି । ଜିଲ୍ଲାରୁ ଉତ୍ପାଦନ ହେଉଥିବା କାଜୁ ସ୍ଥାନୀୟ ବଜାର ସହ ସାରା ଭାରତରେ ବିକ୍ରି କରାଯାଉଛି । ପ୍ରଚୁର ପରିମାଣର କାଜୁ ଉତ୍ପାଦନ ହେଉଥିବାରୁ ସ୍ଥାନୀୟ ଅଂଚଳରେ ଦୁଇଟି ପ୍ରୋସେସିଂ…

ପ୍ରଶ୍ନପତ୍ର ଲିକ୍ ମାମଲା: ବାଲେଶ୍ୱର ଏସପି କହିଲେ ପୂରା କାହାଣୀ । ଅନଲାଇନ୍ ଷ୍ଟଡି ଗ୍ରୁପକୁ ଟାର୍ଗେଟ କରୁଥିଲେ ଦଲାଲ…

କନକ ବ୍ୟୁରୋ: ଓଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲାରେ ତଦନ୍ତ ଯେତେ ଆଗଉଛି, ସେତେ ନୂଆ ତଥ୍ୟ  ଆସିବାରେ ଲାଗିଛି  । ଦଲାଲମାନେ କେମିତି ଅନଲାଇନ ଷ୍ଟଡି ଗ୍ରୁପକୁ ଟାର୍ଗେଟ କରୁଥିଲେ ତାର ପୂରା କାହାଣୀ କହିଛନ୍ତି ବାଲେଶ୍ୱର ଏସପି । ପୋଲିସର କହିବା ଅନୁସାରେ, ଯୋଜନାବଦ୍ଧ ଭାବେ ହ୍ୱାଟସଆପ,…

୫୦୮ଟି ଷ୍ଟେସନର ହେବ ଆଧୁନିକୀକରଣ । ନବକଳେବର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କଲେ ଶିଳାନ୍ୟାସ । ଓଡିଶାରୁ ରହିଛି ୨୫ଟି…

କନକ ବ୍ୟୁରୋ: ରେଳ ଷ୍ଟେସନ ଗୁଡ଼ିକର ନବକଳେବର ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶିଳାନ୍ୟାସ ସହ ଭାରତୀୟ ରେଳସେବାରେ ଯୋଡିହୋଇଛି ଏକ ନୂଆ ଅଧ୍ୟାୟ । ରେଳ ସେବାକୁ ଅତ୍ୟାଧୁନିକ ସୁବିଧା ସହ ଯୋଡ଼ିବା ଲକ୍ଷ୍ୟରେ ବଡ଼ ପଦକ୍ଷେପ ନେଇଛନ୍ତି ନରେନ୍ଦ୍ର ମୋଦୀଙ୍କ ସରକାର । ୨୫ ହଜାର କୋଟି ଟଙ୍କା…

ଡଙ୍ଗରିଆଙ୍କୁ ଭରସା ନିୟମଗିରି । ଜୀବିକା ଯୋଗାଉଛି ସପୁରି, ଶୀତଳଭଣ୍ଡାର ଅଭାବରୁ ମିଳୁନି ଉଚିତ୍ ମୂଲ୍ୟ

କନକ ବ୍ୟୁରୋ : ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା, କଲ୍ୟାଣସିଂହପୁର ଓ ବିଷମକଟକ ବ୍ଲକ ମଝିରେ ଥିବା ନିୟମଗିରି ପାହାଡ଼ରେ ବସବାସ କରନ୍ତି ଆଦିମ ଜନଜାତି ଡଙ୍ଗରିଆ ସମ୍ପ୍ରଦାୟ । ନିୟମଗିରି ପାହାଡ଼ ଏମାନଙ୍କ ରୋଜଗାରର ମାଧ୍ୟମ ହୋଇଥିବା ବେଳେ ପାହାଡ଼ରୁ ଫଳମୂଳ ଓ ଜଙ୍ଗଲଜାତ ଜିନିଷ ସଂଗ୍ରହ କରି ଏମାନେ…