Daily Archives

August 3, 2023

ଆସିଲା ବନ୍ୟା କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ: ବନ୍ୟାରେ ୧ ଲକ୍ଷ ୨୦ ହଜାର ଲୋକ ପ୍ରଭାବିତ

କନକ ବ୍ୟୁରୋ: ଲଗାଣ ବର୍ଷା ଯୋଗୁଁ ରାଜ୍ୟର ୧୫ଟି ଜିଲ୍ଲାର ଲୋକେ ପ୍ରଭାବିତ ହୋଇଛନ୍ତି। ବୈତରଣୀ, ବ୍ରାହ୍ମଣୀ, ମହାନଦୀ ସମେତ ଅନ୍ୟ ନଦୀଗୁଡ଼ିକରେ ବନ୍ୟାଜଳ ପ୍ରବାହିତ ହେବା କାରଣରୁ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି। କେନ୍ଦୁଝର, ଭଦ୍ରକ, ଯାଜପୁର,…

ମଝି ନଦୀରେ ଫୁଟବଲ ଖେଳାଳୀଙ୍କୁ ଖାଇଗଲା କୁମ୍ଭୀର: ପହଁରୁଥିବା ବେଳେ କଲା ଆକ୍ରମଣ, ମୃତ୍ୟୁବରଣ କଲେ ଜିସସ୍ ଆଲବର୍ଟ

କନକ ବ୍ୟୁରୋ: ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ ସେକଥା କେହି ଜାଣନ୍ତି ନାହିଁ । ଠିକ ସେଭଳି କିଛି ଦେଖିବାକୁ ମିଳିଛି ଆମେରିକାର କୋଷ୍ଟାର ରିକାର । ୨୯ବର୍ଷ ବୟସ୍କ ଫୁଟବଲ ଖେଳାଳୀ ନଦୀରେ ପହଁରୁଥିବାବେଳେ ମୃତ୍ୟୁ ମୁଖରେ ପଡିଥିଲେ । ହଠାତ କୁମ୍ଭୀର ଆକ୍ରମଣ କରିବା ପରେ ଖେଳାଳୀ ଜିସସ…

ଜୀ -ସାର୍ଥକରେ ଦେଖନ୍ତୁ ନୂଆ ଚଳଚିତ୍ର, ରବିବାର ସନ୍ଧ୍ୟା ୬.୩୦ରେ ଆସୁଛି ଚଳଚିତ୍ର ‘ତୁମ ବିନା’

କନକ ବ୍ୟୁରୋ : ଜୀ-ସାର୍ଥକରେ ଅଗଷ୍ଟ ୬ ତାରିଖ ରବିବାର ସନ୍ଧ୍ୟା ୬:୩୦ମି. ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର 'ତୁମ ବିନା' କ୍ଷ ଓଡ଼ିଶାର ଲୋକପ୍ରିୟ ଅଭିନେତା ଶ୍ରୀତମ ଦାସ ଚଳଚ୍ଚିତ୍ର 'ତୁମ ବିନା' ର ନିର୍ଦ୍ଦେଶନା ତଥା ପ୍ରଯୋଜନା ଦାୟିତ୍ୱ ନେଇଥିବା ବେଳେ କାହାଣୀ ପରିକଳ୍ପନା କରିଛନ୍ତି ଜୀ…

ଲୋକସଭାରେ ପାରିତ ହେଲା ଦିଲ୍ଲୀ ସେବା ସଂଶୋଧନ ବିଲ: ବିଲ ପାରିତ ପୂର୍ବରୁ କେଜ୍ରିୱାଲ ସରକାରଙ୍କ ଉପରେ ବର୍ଷିଥିଲେ…

କନକ ବ୍ୟୁରୋ: ଲୋକସଭାରେ ପାରିତ ହେଲା ଦିଲ୍ଲୀ ସେବା ସଂଶୋଧନ ବିଲ । ଆଜି ବିଲ ଉପରେ ଚର୍ଚ୍ଚା କରାଯିବାର କିଛି ଘଂଟା ମଧ୍ୟରେ ବିଲ ପାରିତ ହୋଇଛି । ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ବିଲକୁ ଲୋକସଭାରେ ଆଗତ କରିଥିଲେ । ଦିଲ୍ଲୀ ଅଧ୍ୟାଦେଶ ସମ୍ବନ୍ଧିତ…

ଜ୍ଞାନବାପୀ ମାମଲାରେ ଜାରି ରହିବ ଏଏସଆଇ ସର୍ଭେ: ସେପଟେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମୁସଲିମ ପକ୍ଷ

କନକ ବ୍ୟୁରୋ: ଆହ୍ଲାବାଦ ହାଇକୋର୍ଟ ଗୁରୁବାର ବାରଣାସୀର ଜ୍ଞାନବାପୀ ମସଜିଦ ଉପରେ ମୁସଲିମ ପକ୍ଷରୁ ଦାୟର ହୋଇଥିବା ଆବେଦନକୁ ଖାରଜ କରିଛନ୍ତି । ଜ୍ଞାନବାପୀ ମସଜିସଦର ଏଏସଆଇ ସର୍ଭେକୁ କୋର୍ଟ ସବୁଜ ସଂକେତ ଦେଇଛନ୍ତି । ଜୁଲାଇ ୨୧ରେ ବାରଣାସୀ ଜିଲ୍ଲା ଜଜ କୋର୍ଟ ଏଏସଆଇ ସର୍ଭେ କରିବାକୁ…

ରାଜସ୍ଥାନରୁ ଆସିଲା ଅଭାବନୀୟ ଘଟଣା: କୋଇଲା ଭାଟିରୁ ମିଳିଲା ପୋଡ଼ା ଶରୀର, ଗଣଦୁଷ୍କର୍ମ ପରେ ନାବାଳିକାକୁ ହତ୍ୟା!

କନକ ବ୍ୟୁରୋ: ରାଜସ୍ଥାନରୁ ଆସିଛି ଅଭାବନୀୟ ଘଟଣା । ନାବାଳିକାକୁ ଗଣଦୁଷ୍କର୍ମ କରିବା ସହ କୋଇଲା ଭାଟିରେ ପୋଡ଼ି ମାରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ନାବାଳିକା ଛେଳି ଚରାଇବାକୁ ଯାଇଥିବା ସମୟରେ ପ୍ରଥମେ ଅପହରଣ, ପରେ ଗଣଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି…