Daily Archives

August 19, 2023

୫ଟି ସଚିବଙ୍କୁ କାଳିମାଡ ଘଟଣା । ସ୍ୱାମୀଙ୍କ କାମକୁ ସମର୍ଥନ କଲେ ସ୍ତ୍ରୀ ପ୍ରିୟଙ୍କା । କହିଲେ, ମୋ ସ୍ୱାମୀ ଯାହା…

କନକ ବ୍ୟୁରୋ: ସତ୍ୟବାଦୀରେ ୫ଟି ସଚିବଙ୍କୁ କାଳିମାଡ ହେବା ପରେ, ଏନେଇ ପ୍ରଥମ ଥର ପାଇଁ କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଛନ୍ତି କାଳିମାଡ କରିଥିବା ବ୍ୟକ୍ତି ଭାସ୍କର ସାହୁଙ୍କ ପତ୍ନୀ ପ୍ରିୟଙ୍କା ମାନସିଂହ । ସେ କହିଛନ୍ତି, ତାଙ୍କ ସ୍ୱାମୀ ଯାହା କରିଛନ୍ତି ଠିକ୍ କରିଛନ୍ତି । ତାଙ୍କ କାମକୁ…

ଲଦ୍ଦାଖରେ ବଡ ସଡକ ଦୁର୍ଘଟଣା, ୯ ଯବାନ ସହିଦ 

କନକ ବ୍ୟୁରୋ: ଲଦ୍ଦାଖରେ ବଡଧରଣର ଦୁର୍ଘଟଣା ଘଟିଛି । ଖାତକୁ ଖସିପଡିଲା ସେନା ଟ୍ରକ ।  ଦୁର୍ଘଟଣାରେ ୯ ଯବାନ ସହିଦ ହୋଇଛନ୍ତି । ଗୋଟିଏ ଟ୍ରକରେ ୨ ଜୁନିୟର କମିଶନ ଅଫିସର ଏବଂ ୭ ଯବାନ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି । କ୍ୟୁାରି ଅଞ୍ଚଳରେ ଏହି ଘଟଣା ଘଟିଛି । Ladakh | Seven…

ବିରାଟ କୋହଲୀଙ୍କୁ ସନ୍ନ୍ୟାସ ନେବାକୁ ପରାମର୍ଶ ଦେଲେ ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର । ରାଓଲପିଣ୍ଡି…

କନକ ବ୍ୟୁରୋ : ପାକିସ୍ତାନ ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତରଙ୍କୁ ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ସୈାରଭ ଗାଙ୍ଗୁଲିଙ୍କ ଜବାବ । କ୍ରିକେଟର ବିରାଟ କୋହଲିଙ୍କ ଅବସରକୁ ନେଇ ସୋଏବଙ୍କ ଟିପ୍ପଣୀ ଉପରେ ସୈାରଭ ଗାଙ୍ଗୁଲି ସୋଏବଙ୍କୁ କଡ଼ା ଜବାବ ଦେଇଛନ୍ତି । ତେବେ ମିଳିଥିବା ସୂଚନା…

ପରାମର୍ଶ ଦେଇ ଫସିଗଲେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ । ଦେଶରେ ନୂଆ ସମ୍ବିଧାନ ପ୍ରଣୟନ…

କନକ ବ୍ୟୁରୋ : ବିବାଦରେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ ବା ଇଏସି-ପିଏମ ଅଧ୍ୟକ୍ଷ ଡ଼କ୍ଟର ବିବେକ ଦେବରାୟ । ତେବେ ଭାରତ ପାଇଁ ଏକ ନୂଆ ସମ୍ବିଧାନ ପ୍ରଣୟନ ଦାବି କରି ବିବାଦ ଘେରକୁ ଆସିଛନ୍ତି  । ତେବେ ସ୍ୱାଧୀନତା ଦିବସ ଅବସରରେ ‘ଦ ମିଂଟ’ ଖବରକାଗଜରେ ବିବେକ ଦେବରାୟଙ୍କ ଏକ…

ଭୁବନେଶ୍ୱର ଧଉଳି ଥାନା ଏସଆଇଙ୍କୁ ମରଣାନ୍ତକ ଆକ୍ରମଣ । ହାତୁଡ଼ିରେ ମୁଣ୍ଡକୁ ଛେଚିଦେଲେ ଦୁବୃର୍ତ । ୪ ଅଭିଯୁକ୍ତ ଗିରଫ,…

କନକ ବ୍ୟୁରୋ: ସମୟ - ରାତି ପ୍ରାୟ ସାଢେ ୧୧ଟା, ସ୍ଥାନ-ରାଜଧାନୀର ଲିଙ୍ଗିପୁର ଛକ । ବଟି ଆଦାୟ, ମରଣାନ୍ତକ ଆକ୍ରମଣ, ଡକାୟତି, ଅସ୍ତ୍ରଶସ୍ତ୍ର କାରବାର, ହତ୍ୟା ଉଦ୍ୟମ ଭଳି ଅପରାଧରେ ସଂପୃକ୍ତ ମୋଷ୍ଟ ୱାଂଟେଡ ହାପିକୁ ଧରିବାକୁ ଯାଇ ମାଡ ଖାଇଲା ପୋଲିସ । ଭୁବନେଶ୍ୱର ଶିଶୁପାଳଗଡର ହାପି ଓରଫ…

ଦେଶରେ ଲାଗୁ ହେବ କି ରୋମିଓ-ଜୁଲିଏଟ ଆଇନ । କିଶୋର କିଶୋରୀଙ୍କ ଶାରୀରିକ ସଂପର୍କକୁ ଅପରାଧ ଶ୍ରେଣୀରୁ ବାହାର କରିବାକୁ…

କନକ ବ୍ୟୁରୋ : ୧୮ବର୍ଷରୁ କମ କିଶୋର-କିଶୋରୀଙ୍କ ଶାରୀରିକ ସମ୍ପର୍କକୁ ଅପରାଧ ଶ୍ରେଣୀରୁ ବାହାର କରିବା ନେଇ ସୁପ୍ରିମକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା । ଏନଇ କେନ୍ଦ୍ର ସରକାରଙ୍କଠୁ ଜବାବ ମାଗିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ଆବେଦନକାରୀ ଓକିଲ ହର୍ଷ ବିଭୋର ସିଙ୍ଘଲ ପ୍ରଧାନ ବିଚାରପତି…