Daily Archives

August 23, 2023

ଥମୁନି ମହିଳା ହୋମଗାର୍ଡ ନିର୍ଯାତନା ବିବାଦ । ପତ୍ନୀଙ୍କ ବିରୋଧରେ ମାମଲା ନହେବା ନେଇ ଉଠିଲା ପ୍ରଶ୍ନ

କନକ ବ୍ୟୁରୋ : ଅନୁଗୁଳର ମହିଳା ହୋମଗାର୍ଡ ସୈରିଦ୍ରୀ ସାହୁଙ୍କୁ ଆଇପିଏସ ଅଧିକାରୀ ବ୍ରିଜେଶ ରାୟଙ୍କ ପତ୍ନୀଙ୍କ ନିର୍ଯାତନା ଘଟଣା ଥମିବାର ନାଁ ନେଉନାହିଁ । ଉତର କେନ୍ଦ୍ରାଂଚଳ ଡିଆଇଜି ପଦରୁ ବ୍ରିଜେଶ ରାୟଙ୍କୁ ବଦଳି କରାଯାଇଛି , କିନ୍ତୁ ତାଙ୍କ ପତ୍ନୀଙ୍କ ବିରୋଧରେ ମାମଲା କାହିଁକି ରୁଜୁ…

‘ମୁଁ ପହଁଚିଛି ଲକ୍ଷ୍ୟସ୍ଥଳରେ’ ‘ଆପଣ ବି ପାଇଲେ ସଫଳତା’ ‘ଭାରତକୁ ଶୁଭେଚ୍ଛା’

କନକ ବ୍ୟୁରୋ : ସଫଳତାର ସହ ଚନ୍ଦ୍ରର ସାଉଥ୍ ପୋଲରେ ସଫ୍ଟ ଲ୍ୟାଣ୍ଡିଂ କରିବା ପରେ ଏହା ହେଉଛି ବିକ୍ରମ ଲ୍ୟାଣ୍ଡର ପ୍ରଥମ ବାର୍ତା । ଯାହାକୁ ଟ୍ୱିଟ୍ କରି ଜଣାଇଛି ଇସ୍ରୋ । ବିକ୍ରମ ପଠାଇଥିବା ଏହି ବାର୍ତା, ସାରା ଦେଶକୁ ଗର୍ବିତ କରିଛି । ମହାକାଶ ବିଜ୍ଞାନ ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ…

ଠିକା ଶିକ୍ଷକ ନିଯୁକ୍ତି ନିଷ୍ପତ୍ତିକୁ ନେଇ ବିବାଦ । ସମାଲୋଚନା କଲେ ଶିକ୍ଷକ ଓ ଅଭିଭାବକ ସଂଘ

କନକ ବ୍ୟୁରୋ : ପ୍ରାଥମିକ ବିଦ୍ୟାଳୟରେ ଠିକାରେ ଶିକ୍ଷକ ନିଯୁକ୍ତି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶାବଳୀ ଜାରି କରିବା ପରେ ମୁଣ୍ଡ ଟେକିଛି ବିବାଦ । ପ୍ରଶ୍ନ ଉଠାଇଛନ୍ତି ଶିକ୍ଷକ ଓ ଅଭିଭାବକ ସଂଘ । ଠିକା ପ୍ରଥା ଛାଡି ସିଧା ନିଯୁକ୍ତି ଦେବାକୁ ଦାବି କରିଛନ୍ତି । ପ୍ରାଥମିକ…

ଚନ୍ଦ୍ରପୃଷ୍ଟରେ ଚନ୍ଦ୍ରଯାନ୩ ପୂର୍ବରୁ ପାଦ ରଖିଥିଲେ ଏହି ମହାକାଶଚାରୀ । ଜାଣନ୍ତୁ ତାଙ୍କ ବାବଦରେ ଅନେକ କିଛି

କନକ ବ୍ୟୁରୋ : ଇଏ ହେଉଛି ସେହି ତାରିଖ, ଯାହା ସାରା ବିଶ୍ୱ ପାଇଁ ଥିଲା ଐତିହାସିକ ଦିନ । ପ୍ରଥମଥର ଚନ୍ଦ୍ରପୃଷ୍ଠରେ ପଡ଼ିଥିଲା ମଣିଷର ପାଦ । ଚନ୍ଦ୍ରପାଦରେ ପାଦ ରଖିଥିଲେ ଆମେରିକୀୟ ମହାକାଶ ଯାତ୍ରୀ ନିଲ୍ ଆର୍ମଷ୍ଟ୍ରଙ୍ଗ । ଆର୍ମଷ୍ଟ୍ରଙ୍ଗ ଆପୋଲୋ-୧୧ ମିଶନ ଅନ୍ତର୍ଗତ ଚନ୍ଦ୍ରପୃଷ୍ଠକୁ ଯାଇ…

ଚନ୍ଦ୍ରଯାନ ଅଭିଯାନରେ ପ୍ରମୁଖ ଭୂମିକା ତୁଲାଇଥିବା ୪ ବୈଜ୍ଞାନିକ ବାଂଟିଲେ ନିଜ ଅନୁଭୂତି: କହିଲେ, ସାରା ଦେଶ ପାଇଁ ଏହ…

କନକ ବ୍ୟୁରୋ: ସଫଳ ହୋଇଛି ଭାରତର ମିଶନ୍ ମୁନ୍ । ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିବା ପରେ ସାରା ବିଶ୍ୱରେ କରାଯାଉଛି ଭାରତର ଜୟ ଜୟ କାର । ତେବେ ଏହି ଅଭିଯାନ ସଫଳ ହେବା ପଛରେ ଯେଉଁ ପ୍ରମୁଖ ଚେହେରା ରହିଛନ୍ତି, ଆସନ୍ତୁ ଜାଣିବା ସେମାନଙ୍କ କାହାଣୀ । ପି. ବୀରମୁଥୁଭେଲ ପ୍ରୋଜେକ୍ଟ…

ଚନ୍ଦ୍ରରେ ଅଛି ବହୁମୂଲ୍ୟ ହିଲିୟମ୍-ଥ୍ରୀ କଣିକା, ଭାରତର ଅର୍ଥନୀତିକୁ ଦେଇପାରେ ଗତି: ଜଳର ସନ୍ଧାନ ନେଇ ମିଳିବ ଅଧିକ…

କନକ ବ୍ୟୁରୋ: ଭାରତର ଚନ୍ଦ୍ର ମିଶନ ସଫଳ ହେବା ଫଳରେ ଭାରତକୁ କଣ ମିଳିବ । ଏହାଦ୍ୱାର ଅର୍ଥନୀତି ଉପରେ କଣ ପ୍ରଭାବ ପଡିବ । ଭାରତର ମିଶନ ଚନ୍ଦ୍ରାୟନ-୩ ସଫଳ ହେବା ପରେ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ, ଏହାଦ୍ୱାରା ଭାରତକୁ ମିଳିବ କଣ । ଆସନ୍ତୁ ଜାଣିବା ଭାରତ ଏହାଦ୍ୱାରା କେତେ ଲାଭବାନ…