Daily Archives

August 15, 2023

ଭାରତ ମାତା କି ଜୟ’ ନାରାରେ କମ୍ପିଲା ୱାଘା-ଅଟାରୀ ବର୍ଡର । ବିଏସଏଫ୍ ଯବାନ ଦେଲେ ରଣହୁଙ୍କାର ।

କନକ ବ୍ୟୁରୋ: ‘ଭାରତ ମାତା କି ଜୟ’ ନାରାରେ କମ୍ପିଲା ୱାଘା-ଅଟାରୀ ବର୍ଡର । ବିଏସଏଫ୍ ଯବାନ ଦେଲେ ରଣହୁଙ୍କାର । ସ୍ୱାଧୀନତା ଦିବସ ଅବସରରେ ପଞ୍ଜାବର ୱାଘା-ଅଟାରୀ ବର୍ଡରରେ ବିଟିଂ ଦ ରିଟ୍ରିଟ୍ ସମାରୋହରେ ଦେଖିବାକୁ ମିଳିଥିଲା ଲୋମଟାଙ୍କୁରା ଦୃଶ୍ୟ । ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ…

ଲାଲକିଲ୍ଲାରୁ ମୋଦୀ କଲେ ଟାର୍ଗେଟ । ବୟାନକୁ ନେଇ ବିରୋଧୀ ରଖିଲେ କଡା ପ୍ରତିକ୍ରିୟା । କହିଲେ, ମୋଦୀଙ୍କର ଏହା ଶେଷ…

କନକ ବ୍ୟୁରୋ: ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଅଭିଭାଷଣରେ ବିରୋଧୀଙ୍କୁ ଟାର୍ଗେଟ୍ କରିବା ସହ ୨୦୨୪ରେ ପୁଣିଥରେ କ୍ଷମତାକୁ ଫେରିବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି । ମୋଦୀଙ୍କ ଏହି ବୟାନକୁ ନେଇ ବିରୋଧୀ କଡ଼ା ପ୍୍ରତିକ୍ରିୟା ରଖିଛନ୍ତି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ…

ହିମାଚଳ ପ୍ରଦେଶରେ ଥମୁନି ପ୍ରକୃତି ତାଣ୍ଡବ: ଲଗାଣ ବର୍ଷା ଓ ଭୂସ୍ଖଳ ଯୋଗୁଁ ୫୫ରୁ ଅଧିକ ଲୋକଙ୍କ ମୃତ୍ୟୁ

କନକ ବ୍ୟୁରୋ: ହିମାଚଳ ପ୍ରଦେଶର ବିଭିନ୍ନ ଜିଲ୍ଲା ଗୁଡିକ ଉପରେ ନଜର ପକାଇଲେ ବେଶ ସହଜରେ ଅନୁମାନ କରି ହେବ ପ୍ରକୃତିର ପ୍ରକୋପ କେତେ ଯେ ଭୟଙ୍କର ହୋଇପାରେ । କିଭଳି ପ୍ରକୃତିର ତାଣ୍ଡବରେ ଅଣନିଶ୍ୱାସୀ ହୋଇପଡିଛି ପାହାଡ଼ରାଣୀ ହିମାଚଳ । କେଉଁଠି ଭସ୍ଖଳନ ତ ପୁଣି କେଉଁଠି ବାଦଲଫଟା ବର୍ଷା ।…

ଦେଶର ବିଭିନ୍ନ ସ୍ଥାନରେ ଧୁମଧାମରେ ପାଳିତ ହେଲା ସ୍ୱାଧୀନତା ଦିବସ: ୱାଘା ବର୍ଡରରେ ପରସ୍ପରକୁ ମିଠା ଖୁଆଇଲେ…

କନକ ବ୍ୟୁରୋ: ଆଜି ଦେଶ ପାଳିଛି ୭୭ ତମ ସ୍ୱାଧୀନତା ଦିବସ । ଲାଲକିଲ୍ଲାରେ ଫର ଫର ହୋଇ ଉଡିଲା ତ୍ରିରଙ୍ଗା । ରାଜଧାନୀ ଦିଲ୍ଲୀ ଠାରୁ ଶ୍ରୀନଗର ଯାଏଁ ଉତ୍ସବମୁଖର ହୋଇଉଠିଛି । ପୂର୍ବରୁ ପଶ୍ଚିମ, ଉତରରୁ ଦକ୍ଷିଣ । ସବୁଠି ଆଜି ସ୍ୱାଧୀନତା ଦିବସର ଖୁସି ଦେଖିବାକୁ ମିଳିଛି । ସ୍ୱାଧୀନତା ଦିବସର…

ଲାଲକିଲ୍ଲାରେ ନାଁ ନନେଇ ବିରୋଧୀଙ୍କୁ ଘାଇଲା କଲେ ପ୍ରଧାନମନ୍ତ୍ରୀ: କହିଲେ, ତୁଷ୍ଟିକରଣ ଓ ପରିବାରବାଦ ପାଇଁ…

କନକ ବ୍ୟୁରୋ: ଲାଲକିଲ୍ଲାରୁ ବିରୋଧୀଙ୍କ ଉପରେ ଖୁବ୍ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅବସର ଥିଲା ୭୭ତମ ସ୍ୱାଧୀନତା ଦିବସ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କର ଏହା ଶେଷ ଅଭିଭାଷଣ ଥିଲା । ତେଣୁ ପ୍ରଧାନମନ୍ତ୍ରୀ କ’ଣ କହିବେ, ତାହା ଉପରେ ଥିଲା…

ସାର୍ଟିଫିକେଟରେ ବୟସ ତାରତମ୍ୟ: ଚାକିରିର ଶେଷ ସମୟରେ ଶିକ୍ଷୟିତ୍ରୀଙ୍କ ଆଖିରେ ଲୁହ, ଦରମା ବନ୍ଦ କରିଛନ୍ତି ଉଚ୍ଚ…

କନକ ବ୍ୟୁରୋ: ସାର୍ଟିଫିକେଟରେ ବୟସ ତାରତମ୍ୟକୁ ନେଇ ଲୁହ ଝରାଉଛନ୍ତି ଜଣେ ଅସହାୟ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ନାୟକ । ସାମାନ୍ୟ ଭୁଲ ଯୋଗୁଁ ଚାକିରିର ଶେଷ ସମୟରେ ଦରମା ବନ୍ଦ କରିଛନ୍ତି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ । ମିଛ ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ଅଭିଯୋଗରେ ତାଙ୍କର ୫ମାସ…