Monthly Archives

July 2023

ଆୟର୍ଲାଣ୍ଡ ବିପକ୍ଷରେ ଭାରତୀୟ ଦଳ ଘୋଷଣା: ଫେରିଲେ ଯଶପ୍ରୀତ ବୁମରାହ, ସମ୍ଭାଳିବେ ଅଧିନାୟକ ଦାୟିତ୍ୱ

କନକ ବ୍ୟୁରୋ: ଆଜି ଆୟର୍ଲାଣ୍ଡ ବିପକ୍ଷରେ ଭାରତୀୟ ଦଳ ଘୋଷଣା ହୋଇଛି । ବହୁତ ଦିନ ପରେ ଦଳକୁ ଫେରିଛନ୍ତି ଭାରତୀୟ ଷ୍ଟାର ବୋଲର ଯଶପ୍ରୀତି ବୁମରାହ । ଏହି ଟି-୨୦ ସିରିଜରେ ଭାରତ ପାଇଁ ବୁମରାହ ଅଧିନାୟକ ଦାୟିତ୍ୱ ତୁଲାଇବେ । ସେହିପରି ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ ଋତୁରାଜ ଗାଏକ୍ୱାର୍ଡ ।…

ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ । ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ହେଲେ ୩୮ବର୍ଷ…

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସରେ ଭାରତୀୟ ବଂଶୋଦ୍ଭବ । ନିର୍ବାଚନରେ ରିପବ୍ଲିକାନ ପାର୍ଟି ପକ୍ଷରୁ ନିକି ହାଲେ ଓ ବିବେକ ରାମସ୍ୱାମୀଙ୍କ ପରେ ହର୍ଷ ବର୍ଦ୍ଧନ ପ୍ରାର୍ଥୀ ହୋଇଛନ୍ତି । ୩୮ବର୍ଷ ବୟସ୍କ ହର୍ଷବର୍ଦ୍ଧନ ପେସାରେ ଜଣେ ଇଂଜିନିୟର । ବର୍ତମାନ ସେ ନ୍ୟୁ ଜର୍ସିରେ…

ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଠିକଣାରେ ପୁଣି ଇଡିର ଚଢ଼ାଉ । ୬କୋଟି ୨ଲକ୍ଷ ଟଙ୍କାର ସମ୍ପତି ବ୍ୟାଜାପ୍ତ କଲା…

କନକ ବ୍ୟୁରୋ : ଚାକିରି ପାଇଁ ଜମି ନେବା ଘଟଣାରେ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାରର ୬ କୋଟି ଟଙ୍କା ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି । ବିହାରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ତାଙ୍କ ସ୍ତ୍ରୀ, ରାବ୍ରୀ ଦେବି, ପୁଅ ତଥା ବିହାର ଉପ ମୁଖ୍ୟମନ୍ତ୍ରୀ…

ସଚିନଙ୍କ ପାଇଁ ଦୁଃଖ ଆଣିଲେ ସୀମା । ମିଳୁନି କାମ,ଭୋକ ଉପାସରେ କଟୁଛି ଦିନ, ପ୍ରଶାସନ ଓ ପୁଲିସକୁ ଗୁହାରୀ

କନକ ବ୍ୟୁରୋ : ଯେଉଁ ସୀମାପାରି ପ୍ରେମ ପାଇଁ ଆଜିକାଲି ବେଶ ଚର୍ଚ୍ଚାରେ ରହୁଛନ୍ତି ପାକିସ୍ତାନୀ ମହିଳା ସୀମା ହାଇଦର ଓ ଭାରତୀୟ ଯୁବକ ସଚିନ ମୀଣା ଏବେ ସେହି ପ୍ରେମ ଭୋକ, ଉପାସର କାରଣ ପାଲଟିଛି । ପ୍ରାୟ ମାସେ ହେବ ସଚିନ କି ତାଙ୍କ ବାପା ନା ଘରୁ ବାହାରିପାରୁଛନ୍ତି ନା କେଉଁଠି କାମ ମିଳିଛି…

ଚଳନ୍ତା ଟ୍ରେନରେ ଫୁଟିଲା ଗୁଳି, ଚାଲିଗଲା ୪ଜଣଙ୍କ ଜୀବନ । ଜୟପୁର-ମୁମ୍ବାଇ ଏକ୍ସପ୍ରେସରେ ଉନ୍ମତକାଣ୍ଡ କଲେ ଆରପିଏଫ…

କନକ ବ୍ୟୁରୋ : ସମୟ ସକାଳ ସାଢେ ୫ । ସ୍ଥାନ ମହାରାଷ୍ଟ୍ରର ପାଲଘର । ଜୟପୁରରୁ ମୁମ୍ବାଇ ଯାଉଥିଲା ଜୟପୁର ଏକ୍ସପ୍ରେସ୍ ଟ୍ରେନ । ଭୋର ସମୟରେ ଅଧିକାଂଶଯାତ୍ରୀ ଶୋଇଥିବା ସମୟରେ ହଠାତ ଚଳନ୍ତାଟ୍ରେନ ହୋଇଥିଲା ଗୁଳିମାଡ଼ । ଘଟଣାରେ ଥରି ଉଠିଲା ପୂରା ଟ୍ରେନ । କେହି କିଛି ବୁଝିବା ଆଗରୁ ଜଣେ…

ମଣିପୁରରୁ ଫେରି ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ । କହିଲେ କାନ୍ଦୁଛି ମଣିପୁର, ଶୋଇଛନ୍ତି ସରକାର

କନକ ବ୍ୟୁରୋ : ମଣିପୁର ଗସ୍ତ ସାରି ଦିଲ୍ଲୀ ଫେରି ଆସିଛନ୍ତି ବିରୋଧୀ ମେଂଟ ପ୍ରତିନିଧିଣ୍ଡଳୀ । ଦୁଇ ଦିନ ଧରି ମଣିପୁରର କିଛି ହିଂସା ପ୍ରଭାବିତ ଅଂଚଳରେ ପହଁଚି ସ୍ଥିତି ସମୀକ୍ଷା କରିବା ସହ ପୀଡିତଙ୍କୁ ସେମାନେ ଭେଟିଥିଲେ । ପରେ ଇମ୍ପାଲରେ ପହଁଚି ମଣିପୁର ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର…