Daily Archives

August 18, 2023

ପୁଅର ଦେହାନ୍ତ ଦୁଃଖକୁ ସହିପାରିଲେନି ସହିଦ ସୁଶାନ୍ତ ଖୁଣ୍ଟିଆଙ୍କ ମା’। ଝୁରି ଝୁରି ଚାଲିଗଲା ଜୀବନ

କନକ ବ୍ୟୁରୋ: ପୁଅକୁ ଝୁରି ଝୁରି ଚାଲିଗଲେ ସହିଦ୍ ସୁଶାନ୍ତ ଖୁଣ୍ଟିଆଙ୍କ ମାଆ । ଗତ ଶୁକ୍ରବାର ଦିନ ନକ୍ସଲଙ୍କ ଗୁଳି ମାଡ଼ରେ ସିଆରପିଏଫ୍ ଯବାନ ସୁଶାନ୍ତ ଖୁଣ୍ଟିଆ ସହିଦ ହୋଇ ଯାଇଥିଲେ । ଏହି ଧକ୍କାକୁ ସହି ପାରିନଥିଲେ ସହିଦଙ୍କ ଅସୁସ୍ଥ ମାଆ ସୁନ୍ଦରୀ ଖୁଣ୍ଟିଆ । ୭ ଦିନ ଭିତରେ ସେ ଆହୁରି…

ଚନ୍ଦ୍ରର ଆହୁରି ନିକଟତର ହେଲା ଚନ୍ଦ୍ରଯାନ ଥ୍ରୀ । ଚନ୍ଦ୍ରର ନୂଆ ଫଟୋ ଉତୋଳନ କଲା ଲ୍ୟାଣ୍ଡର ବିକ୍ରମ

କନକ ବ୍ୟୁରୋ : ଅନ୍ତିମ ପର୍ଯ୍ୟାୟରେ ଭାରତର ଚନ୍ଦ୍ର ଅଭିଯାନ । କକ୍ଷପଥ ପରିବର୍ତ୍ତନ କରି ଚନ୍ଦ୍ର ଆଡ଼କୁ ପାଖେଇଲା ଲ୍ୟାଣ୍ଡର ବିକ୍ରମ । ସଫଳତାର ସହ ଏକୁଟିଆ ଲ୍ୟାଣ୍ଡର ପ୍ରଥମ ପାଦ ଅତିକ୍ରମ କରିଛି । ଏବେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରଠାରୁ ସର୍ବନିମ୍ନ ୧୧୩ ଓ ସର୍ବାଧିକ ୧୫୭କିଲୋମିଟର ଦୂରରେ…

ନାଗପୁରରୁ ଆସିଲା ଛାତିଥରା ଦୃଶ୍ୟ । ଚଳନ୍ତା ବାଇକକୁ ଧକ୍କା ଦେଇ ୩ କିଲୋମିଟର ଘୋଷାଡି ନେଲା ଦ୍ରୁତ ବେଗର କାର

କନକ ବ୍ୟୁରୋ : ନାଗପୁରରୁ ଆସିଛି ବିଚଳିତ କରିବା ଭଳି ଘଟଣା । ଦୁଇଟି ବାଇକକୁ ଧକ୍କା ଦେବା ପରେ ୩କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ନେଇଛି ଚଳନ୍ତା କାର । ମିଳିଥିବା ସୂଚନା ଅନୁସାରେ ଗୁରୁବାର ନାଗପୁରର ରାଜୀବ ନଗରର ଭିଡବହୁଳ ଅଂଚଳରେ ଗୋଟିଏ ଦ୍ରୁତ ଗତିର କାର ଦୁଇଟି ବାଇକ ଚାଳକଙ୍କୁ ଧକ୍କା…

ଫୁଟବଲ ମ୍ୟାଚ୍ ଦେଖିଲେ, ଖେଳାଳୀଙ୍କ ମନୋବଳ ବଢାଇଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ

କନକ ବ୍ୟୁରୋ : ଲେହରେ ପହଁଚି ଫୁଟବଲ ମ୍ୟାଚ ଦେଖିଲଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ମ୍ୟାଚ୍ ଦେଖିବା ସହ ଖେଳାଳୀଙ୍କୁ ଭେଟି ସେମାନଙ୍କ ମନୋବଳ ବୃଦ୍ଧି କରିଛନ୍ତି ରାହୁଲ । ୮ଦିନିଆ ଲେହ-ଲଦାଖ ଗସ୍ତରେ ଥିବା ରାହୁଲ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଥିସହ ଅନେକ ବିଶିଷ୍ଠ…

ବିଧାୟିକା, ସାଂସଦ ଓ ମେୟରଙ୍କ ମଧ୍ୟରେ ତୁତୁ ମେଁ ମେଁ । କାର୍ଯ୍ୟକ୍ରମ ସ୍ଥଳୀରେ ରାଗିଗଲେ ବିଜେପି ବିଧାୟିକା ରିଭାବା…

କନକ ବ୍ୟୁରୋ : ଚର୍ଚ୍ଚାରେ ଏବେ ଜାମନଗର ଉତରର ବିଜେପି ବିଧାୟିକା ରିଭାବା ଜାଡେଜା । ନିକଟରେ ଜାମନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ପହଁଚିଥିଲେ । ତେବେ କାର୍ଯର୍କ୍ରମ ସ୍ଥଳରେ ସାଂସଦ ପୁନମ ମାଦମ ଓ ମେୟର ବିନାବେନ କୋଠାରୀଙ୍କ ସହ ରିଭାବାଙ୍କ ତୁତୁ ମେଁମେଁ ଘଟଣାର ଭିଡିଓ ବେଶ ଭାଇରାଲ…

ଶୁଷ୍କ ମରୁଭୂମିରେ ଫୁଟିବ ଫୁଲ । ସବୁଜିମାରେ ପରିଣତ ହେବ ଦେଶର ସର୍ବବୃହତ ମରୁଭୂମି ଥର

କନକ ବ୍ୟୁରୋ : ସବୁଜିମାରେ ଭରପୂର ହେବ ଥର୍ ମରୁଭୂମି । ଶୁଷ୍କ ଜଳବାୟୁ ଲାଗି ପରିଚୟ ସୃଷ୍ଟି କରିଥିବା ରାଜସ୍ଥାନର ଥର ମରୁଭୂମି ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ସବୁଜିମାରେ ଭରପୂର ହୋଇପାରେ ବୋଲି ଏକ ସର୍ଭେରୁ ଜଣାପଡ଼ିଛି । ତେବେ ଏହା ପଛର କାରଣ ହେଉଛି ଜଳବାୟୁ ପରିବର୍ତନ । ଗୈାହାଟୀରେ ଥିବା…