Daily Archives

August 4, 2023

ସୁବ୍ରତ ବାଗଚୀଙ୍କୁ ମିଳିଲା ନୂଆ ଦାୟିତ୍ୱ । ରାଜ୍ୟ ସରକାରଙ୍କ ଆନୁଷ୍ଠାନିକ ଦକ୍ଷତା ବିକାଶ ମୁଖ୍ୟ ଉପଦେଷ୍ଟା ଭାବେ…

କନକ ବ୍ୟୁରୋ: ସୁବ୍ରତ ବାଗଚୀଙ୍କୁ ମିଳିଲା ନୂଆ ଦାୟିତ୍ୱ । ଆନୁଷ୍ଠାନିକ ଦକ୍ଷତା ବିକାଶ ପାଇଁ ମୁଖ୍ୟ ଉପଦେଷ୍ଟା ଭାବେ ସୁବ୍ରତ ବାଗଚୀଙ୍କୁ ଦାୟିତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ରାଜ୍ୟରେ ଥିବା ସମସ୍ତ ପ୍ରଶାସନିକ ସେବା ପ୍ରଶିକ୍ଷଣ…

ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ପ୍ରକୃତିର ତାଣ୍ଡବ । ବାଦଲଫଟା ବର୍ଷାରେ ଭାସିଗଲେ ୧୯ଜଣ ଯାତ୍ରୀ

କନକ ବ୍ୟୁରୋ : ମୃତ୍ୟୁ ଯେ କେଉଁ ରୂପରେ ଆସିବ ସେକଥା ହୁଏତ କେହି ଜାଣିନଥିବେ । ଠିକ ସେଭଳି କିଛି ଘଟିଛି ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ । ଗୌରୀକୁଣ୍ଡ ନିକଟରେ ଥିବା ୩ଟି ଢାବାରେ ପ୍ରାୟ ୫୦ରୁ ଅଧିକ ବସି ଖାଉଥିବା ସମୟରେ ହଠାତ ଭୁସ୍ଖଳନ ଘଟିଥିଲା । ବନ୍ୟା ପାଣି ମିଶା ପଥରଖଣ୍ଡ ଢାବା ଉପରେ…

ଦିଲ୍ଲୀ ହାଇକୋର୍ଟରେ ଦାଖଲ ହେଲା ଇଣ୍ଡିଆ ମେଂଟ ବିରୋଧରେ ପିଟିସନ । ଇଣ୍ଡିଆ ନାଁର ବ୍ୟବହାର ରୋକ ଉପରେ ଦାୟର ଆବେଦନ…

କନକ ବ୍ୟୁରୋ : ଇଣ୍ଡିଆ ମେଂଟ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ପିଟିସନ ଉପରେ ଶୁଣାଣୀ କରାଯାଇଛି । ଆବେଦନକାରୀ ନିଜ ଆବେଦନରେ ଏକଥା ଦର୍ଶାଇଥିଲେ କି କୌଣସି ରାଜନୈତିକ ଦଳ ଇଣ୍ଡିଆ ନାଁ ବ୍ୟବହାର କରିବା ଆପତିଜନ । ଏହା ଉପରେ ରୋକ ଲଗାଯାଉ । ଶୁଣାଣୀ କରି କୋର୍ଟ କେନ୍ଦ୍ର ସରକାର,…

ସାହାରାଗ୍ରୁପ ଆକାଉଁଟଧାରୀଙ୍କ ପାଇଁ ଖୁସି ଖବର । ନିବେଶକଙ୍କୁ ଆଜିଠୁ ମିଳିଲା ଫେରସ୍ତ ଟଙ୍କା

କନକ ବ୍ୟୁରୋ : ସାହାରା ଗ୍ରୁପର ନିବେଶକଙ୍କ ଖାତାକୁ ଫେରିଛି ବକେୟା ଟଙ୍କା । ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ହିତାଧିକାରୀଙ୍କୁ ପ୍ରଥମ କିସ୍ତିରେ ୧୦ ହଜାର ଟଙ୍କା ହସ୍ତାନ୍ତର କରିଛନ୍ତି । ଦିଲ୍ଲୀର ସାହାରା ରିଫଣ୍ଡ ପୋଟାର୍ଲ ମାଧ୍ୟମରେ ସାହାରା ଗ୍ରୁପର ସମବାୟ ସମିତିର…

ହୋଟେଲ ଅସଲି, କିନ୍ତୁ ନକଲି ୱେବସାଇଟରେ ଠକାମୀର ଜାଲ ବିଛାଇଛନ୍ତି ସାଇବର ଲୁଟେରା । ହୋଟେଲ ବୁକିଂ କରି ଫସୁଛନ୍ତି…

କନକ ବ୍ୟୁରୋ: ସାଇବର ଠକଙ୍କ ଟାର୍ଗେଟରେ ନାମୀଦାମୀ ହୋଟେଲ । ପ୍ରଥମେ ହୋଟେଲ ପାଇଁ ତିଆରି କରୁଛନ୍ତି ୱେବସାଇଟ୍ ଡିଜାଇନ୍ । ଆଉ ତା’ ପରେ ଖଟାଉଛନ୍ତି ନିଜ ବୁଦ୍ଧି । ଯେ କେହିବି ଏମାନଙ୍କ ଚାଲକୁ ବୁଝିବାରେ ମାତ୍ ଖାଇଯିବେ । ହୋଟେଲ ଠକେଇ ନେଇ ପୁରୀରୁ ଅଭିଯୋଗ ଆସିବା ପରେ ସାଇବର ଥାନାରେ…

ନିର୍ବାଚନ ଲଢ଼ିବେ ସୀମା ହାଇଦର ! ମିଳିଲା ଟିକେଟ ଅଫର, ଗ୍ରହଣ କଲେ ସୀମା

କନକ ବ୍ୟୁରୋ : ଭାରତ ହେଉକି ପାକିସ୍ତାନ , ସବୁଠି ଏବେ ସୀମା ହାଇଦରଙ୍କୁ ନେଇ ଚର୍ଚ୍ଚା । କେବେ ସୀମାଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଚାକିରି କରିବାକୁ ପ୍ରସ୍ତାବ ମିଳୁଛି ତ କେବେ ମିଳୁଛି ସିନେମାରେ ଅଭିନୟ କରିବାର ଅଫର୍ । ଆଉ ଏବେ ତାଙ୍କୁ ନେଇ ଆସିଛି ନୂଆ ଖବର । ଏନଡ଼ିଏର ସହଯୋଗୀ ଦଳ ତଥା…