Daily Archives

August 24, 2023

୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା । ରକେଟ୍ରି ଶ୍ରେଷ୍ଠ ଚଳଚ୍ଚିତ୍ର, ଆରଆରଆର ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର

କନକ ବ୍ୟୁରୋ : ଘୋଷାଣା ହେଲା ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ରକେଟ୍ରି: ଦ ନାମ୍ବି ଇଫେକ୍ଟକୁ ଶ୍ରେଷ୍ଠ ଫିଚର ଫିଲ୍ମ ଓ ଆରଆରଆରକୁ ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି । ଗଙ୍ଗୁବାଇ କାଠିଆୱାଡ଼ି ପାଇଁ ଆଲିଆ ଭଟ୍ଟଙ୍କୁ ଓ ମିମି ପାଇଁ କୃତି ସାନୋନଙ୍କୁ ଶ୍ରେଷ୍ଠ…

ଚେସ ବିଶ୍ୱକପ ଫାଇନାଲରେ ହାରିଲେ ହେଲେ ହୃଦୟ ଜିତିଲେ । ବିଶ୍ୱର ୧ ନମ୍ବର ଖେଳାଳି ମାଗନସ କାର୍ଲସନଙ୍କ ଠାରୁ ହାରିଲେ…

କନକ ବ୍ୟୁରୋ : ଚେସ ବିଶ୍ୱକପ ଫାଇନାଲର ଶେଷ ପର୍ଯ୍ୟାୟରେ ପରାଜିତ ହେଲେ ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଜ୍ଞାନ ନନ୍ଦା । କିନ୍ତୁ ମନ ଜିତିଲେ ୧୮ ବର୍ଷୀୟ ଖେଳାଳୀ । ଭାରତର ଆଗାମୀ ବିଶ୍ୱନାଥନ ଆନନ୍ଦ କୁହାଯାଉଥିବା ପ୍ରଜ୍ଞାନନ୍ଦ ବାକୁରେ ଚାଲିଥିବା ବିଶ୍ୱ ଚେଷ ଟୁର୍ଣ୍ଣାମେଂଟ ଫାଇନାଲରେ ୨ୟ…

ବିଶ୍ୱମଂଚରେ ଭାରତୀୟ କୁସ୍ତି ସଂଘକୁ ବଡ ଝଟକା । ଠିକ୍ ସମୟରେ ନିର୍ବାଚନ ନହେବାରୁ ରଦ୍ଦ ହେଲା ସଦସ୍ୟତା

କନକ ବ୍ୟୁରୋ : ବିଶ୍ୱ ମଂଚରେ ଭାରତୀୟ କୁସ୍ତିସଂଘକୁ ଝଟକା । ରବ୍ଦ ହେଲା ସଦସ୍ୟତା । ମିଳିତ ବିଶ୍ୱ କୁସ୍ତିସଂଘ ତରଫରୁ ଏହି ବଡ ନିଷ୍ପତି ନିଆଯାଇଛି । ଅନିଶ୍ଚିତ କାଳ ପାଇଁ ଏହି ନିଷ୍ପତି ନେଇଛି ଡବଲୁଏଫଆଇ । ଉଚିତ ସମୟରେ କୁସ୍ତିମହାସଂଘର ନିର୍ବାଚନ ନକରିବାରୁ ଏହି ନିଲମ୍ବନ ଆଦେଶ ଜାରି…

ମଝି ଆକାଶରେ ରୁଷ ରାଷ୍ଟ୍ରପତିଙ୍କ ଶତ୍ରୁ ପ୍ରିଗୋଜିନଙ୍କ ମୃତ୍ୟୁ । ଦୁର୍ଘଟଣା ନା ହତ୍ୟା ଜାରି ରହିଛି ସସପେନ୍ସ

କନକ ବ୍ୟୁରୋ : ଦୁଇ ମାସ ତଳେ ରୁଷ ରାଷ୍ଟ୍ରପତିଙ୍କ ବିରୋଧରେ ବିଦ୍ରୋହ କରି ପୁଟିନଙ୍କୁ ନାକେଦମ କରିଥିଲେ ୱାଗନର ସେନା ମୁଖ୍ୟ ପ୍ରିଗୋଜିନ । ଏବେ ତାଙ୍କର ମଝି ଆକାଶରେ ମୃତ୍ୟୁ ଘଟିଛି । ମସ୍କୋରୁ ସେଂଟ ପିଟର୍ସବର୍ଗ ଯାଉଥିବା ବିମାନ ଭିତରେ ତାଙ୍କର ମୃତ୍ୟୁ ହୋଇଛି । ଏଥିରେ ୱାଗ୍ନର ସେନା…

ହିମାଚଳ କୁଲୁରେ ଭୟଙ୍କର ଭୂସ୍କଖଳନ । କେଇ ସେକେଣ୍ଡରେ ମାଟିରେ ମିଶିଗଲା ଅନେକ କୋଠା

କନକ ବ୍ୟୁରୋ : ସବୁକିଛି ସ୍ୱାଭାବିକ ଲାଗୁି କିନ୍ତୁ କିଛି ସମୟ ପରେ ହଠାତ୍ କିଛି ଅଟ୍ଟାଳିକ ତାସ୍ ର ପତା ପରି ଖସିପଡଛି । ଏଭଳି ଚିତ୍ର ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶ କୁଲୁର । ଯେଉଁ ରାଜ୍ୟ କିଛି ମାସ ହେବ ଭୁସ୍ଖଳନର ବିପର୍ଯ୍ୟୟର ସାମ୍ନା କରୁଛି । ମାତ୍ର ୨୬ ସେକେଣ୍ଡ ଭିତରେ…

ଦକ୍ଷିଣ ଆଫ୍ରିକାରେ ମୋଦୀ-ଜିନ ପିଙ୍ଗ ଭେଟ । ଏଲଏସିକୁ ନେଇ ବିବାଦ ଭିତରେ ବ୍ରିକ୍ସ ମଂଚରେ ହାତ ମିଳାଇ ପରସ୍ପରକୁ…

କନକ ବ୍ୟୁରୋ : ଭାରତ ଓ ଚୀନର ଦୁଇ ଶୀର୍ଷ ନେତା ପରସ୍ପରକୁ ଭେଟିଛନ୍ତି । ବ୍ରିକ୍ସ ସମ୍ମିଳନୀ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ପରସ୍ପର ହାତ ମିଳାଇବା ସହିତ ଅଳ୍ପ ସମୟ ପାଇଁ କଥାବାର୍ତା ହେଉଥିବା ଦେଖିବାକୁ ମିଳିଥିଲା । ଏହାପୂର୍ବରୁ ଉଭୟ ନେତା…