Daily Archives

August 29, 2023

ଚନ୍ଦ୍ରରେ ଅଛି ସଲଫର୍, ଆଲୁମିନିୟମ୍, କ୍ୟାଲସିୟମ୍, ଅକ୍ସିଜେନ୍ । ଟୁଇଟ୍ କରି ସୂଚନା ଦେଲା ଇସ୍ରୋ ।

କନକ ବ୍ୟୁରୋ: ଚନ୍ଦ୍ରରେ ହାଇଡ୍ରୋଜେନ୍ ଥିବାର ସମ୍ଭାବନା ବୃଦ୍ଧି ପାଇଛି । ଟୁଇଟ୍ କରି ଇସ୍ରୋ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଚନ୍ଦ୍ରରେ ସଲଫର୍, ଆଲୁମିନିୟମ୍, କ୍ୟାଲସିୟମ୍, ଆଇରନ୍, କ୍ରୋମିୟମ୍, ଟିଟାନିୟମ୍ ଭଳି ରାସାୟନିକ ପଦାର୍ଥ ରହିଛି । ତେବେ ପରବର୍ତୀ ଅନୁସନ୍ଧାନରୁ ଜଣାପଡ଼ିଛି…

କିଡନୀ ରୋଗରେ ପଡିଛି ୨୧ ବର୍ଷର ପୁଅ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଆପଣଙ୍କ ସାହାଯ୍ୟ ଦିପୁକୁ ଦେବ ନୂଆ ଜୀବନ

କନକ ବ୍ୟୁରୋ: ମୁଁ ବଞ୍ଚିବାକୁ ଚାହେଁ । ମତେ ବଞ୍ଚାଇ ଦିଅନ୍ତୁ । ଆପଣ ସାହାଯ୍ୟ କଲେ ମୁଁ ଆଉ ଗୋଟେ ଜୀବନ ପାଇଯିବି । ରୋଗ ଶଯ୍ୟାରୁ ଏମିତି ଗୁହାରୀ କରୁଛନ୍ତି ଦିପୁ । ବୟସ ୨୧ ବର୍ଷ । ଆଉ ଏହି ବୟସରେ ରୋଗ ଶଯ୍ୟାରେ ବିତୁଛି ସମୟ । ଦିପୁ କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଦୁଇଟି କିଡନୀ…

ବୁଧବାରଠୁ ଶ୍ରୀଲଙ୍କାରେ ଆରମ୍ଭ ହେବ ଏସିଆ କପ ଲଢେଇ । ୬ଟି ଟିମ୍ ମଧ୍ୟରେ ଖେଳାଯିବ ମୋଟ ୧୩ଟି ମ୍ୟାଚ

କନକ ବ୍ୟୁରୋ : ବୁଧବାରଠୁ ଆରମ୍ଭ ହେବ ଏସିଆ କପ ଲଢେଇ । ଅଗଷ୍ଟ ୩୦ରୁ ୬ଟି ଟିମ ମଧ୍ୟରେ ହେବ ମୁକାବିଲା । ମୋଟ ୧୩ଟି ମ୍ୟାଚ ଖେଳାଯିବ । ଗ୍ରୁପ ଏରେ ରହିଛନ୍ତି ଭାରତ, ପାକିସ୍ତାନ,ନେପାଳ ଓ ବିରେ ରହିଛନ୍ତି ଶ୍ରୀଲଙ୍କା, ଆଫଗାନିସ୍ଥାନ ଓ ବାଲାଂଦେଶ । ଚଳିତଥର ଏହି କପ ୫୦ ଓଭର ଫର୍ମାଟରେ…

ରିଲିଜ ପୂର୍ବରୁ ରେକର୍ଡ ପରେ ରେକର୍ଡ କରୁଛି ଜୱାନ । ପ୍ରିବୁକିଂରେ ସମସ୍ତ ରେକର୍ଡ ଭାଙ୍ଗୁଛି ମୁକ୍ତିଲାଭ ଅପେକ୍ଷାରେ…

କନକ ବ୍ୟୁରୋ : ଶାହରୁଖଙ୍କ ନୂଆ ଫିଲ୍ମ ଜୱାନକୁ ନେଇ ବଢୁଛି ଉତ୍ସାହ । ରେକର୍ଡ କରିଲା ବହୁପ୍ରତିକ୍ଷିତ ଚଳଚିତ୍ର ଜୱାନ ଆଡଭାନ୍ସ ବୁକିଂ ରୋଜଗାର । ମାତ୍ର ୧୫ ମିନିଟ ମଧ୍ୟରେ ହିଁ ବିକ୍ରି ହୋଇଗଲା ସମସ୍ତ ଟିକେଟ୍ । ରିଲିଜ୍ ପୂର୍ବରୁ ହିଁ ଭାରତରେ ୩୨ କୋଟି ଟଙ୍କାର ଟିକେଟ୍ ବିକ୍ରି ହୋଇଥିବା…

ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳୁନି ଆଶ୍ୱସ୍ତି । ତୋଷଖାନ୍ନା ମାମଲାରେ ଜାମିନ ପାଇବାର କିଛି…

କନକ ବ୍ୟୁରୋ : ତୋଷଖାନ୍ନା ମାମଲାରେ ପ୍ରଥମ ଜାମିନ ପାଇବା ପରେ ପୁଣି ଅନ୍ୟ ଏକ ମାମଲାରେ ଗିରଫ ହେଲେ ପକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ମଙ୍ଗଳବାର ଇସଲାମାବାଦ ହାଇକୋର୍ଟ ତୋଷଖାନ୍ନ ।ମାମଲାରେ ଜାମିନ ଦେଇଥିଲେ । କିନ୍ତୁ କିଛି ଘଂଟା ଭିତରେ ସିଫର ମାମଲାରେ ତାଙ୍କୁ ଗିରଫ…

କୋଟା ଆତ୍ମହତ୍ୟା ରୋକିବାକୁ ଆକ୍ସନ ପ୍ଲାନ । ଛାତ୍ରଛାତ୍ରୀଙ୍କ ଉପରୁ ପାଠ ଚାପ କମ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ…

କନକ ବ୍ୟୁରୋ : କୋଚିଂ ହବ ଭାବେ ଜଣାଶୁଣା ରାଜସ୍ଥାନ କୋଟାରେ ଦିନକୁ ଦିନ ବଢୁଛି ଆତ୍ମହତ୍ୟା । ଚଳିିତବର୍ଷ ଅଗଷ୍ଟ ମାସ ସୁଦ୍ଧା ୨୪ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିସାରିଲେଣି । ଏଭଳି ସ୍ଥିତିିରେ ଆତ୍ମହତ୍ୟା ପ୍ରବଣ ମାନସିକତାକୁ କମ କରିବାକୁ କୋଟାରେ ଉଚ୍ଚ ବୈଠକ ଅନୁଷ୍ଠିତ ହୋଇଛି । କିଭଳି…