Daily Archives

August 27, 2023

ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କ ପରଲୋକ: ୯୫ ବର୍ଷ ବୟସରେ ଆଖିବୁଜିଲେ ଜୟନ୍ତ ମହାପାତ୍ର

କନକ ବ୍ୟୁରୋ: ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବିଶିଷ୍ଟ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ପରଲୋକ । ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବି ମେଡିକାଲରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । କବି ଜୟନ୍ତ ମହାପାତ୍ର ସ୍ନାୟୁ ରୋଗରେ ପୀଡିତ ହୋଇଥିଲେ । କିଛି ଦିନ ହେଲା ଏସସିବିର ଆସିୟୁରେ…

ପଶ୍ଚିମବଙ୍ଗରେ ବଡ ଦୁର୍ଘଟଣା: ବିସ୍ଫୋରଣରେ ଥରିଲା ବେଆଇନ ବାଣ କାରଖାନା

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଉତର ଚବିଶ ପରଗଣାରେ ବାଣ କାରଖାନାରେ ବିସ୍ଫୋରଣ । ୮ ମୃତ, ୫ରୁ ଅଧିକ ଆହତ । ଘଟଣାସ୍ଥଳରେ ପହଂଚି ପୋଲିସର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗୁରୁତରଙ୍କୁ ନିିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ରବିବାର ସକାଳ ପ୍ରାୟ ୮ଟା ସ୍ଥାନ-ଉତ୍ତର ୨୪ ପ୍ରଗଣା,…

ଶିମିଳିପାଳରେ ବଦଳୁଛି ମହାବଳ ବାଘର ରଙ୍ଗ! କାରଣ ଖୋଜୁଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ

କନକ ବ୍ୟୁରୋ: ଶିମିଳିପାଳରେ ବଦଳୁଛି ମହାବଳ ବାଘର ରଙ୍ଗ । ଦେଖିବାକୁ ମିଳୁଛି ଅଧିକ ସଂଖ୍ୟାରେ କଳା ବାଘ । ବାଘର ରଂଗ ବଦଳିବାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ସଂଖ୍ୟା କମୁଥିବାରୁ ଆନୁବଂଶିକ ରୂପାନ୍ତରଣକୁ ଦାୟୀ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ । ଏସବୁ ଭିତରେ ପ୍ରଶ୍ନ ଉଠୁଛି,…

ଭୁବନେଶ୍ୱର ରେଳ ଷ୍ଟେସନକୁ ଯାତାୟାତ କରୁନି ଟ୍ରେନ: ୪ ଘଣ୍ଟା ଧରି କୌଣସି ଟ୍ରେନ ଆସୁନଥିବା ସୂଚନା

କନକ ବ୍ୟୁରୋ: ଭୁବନେଶ୍ୱର ରେଳ ଷ୍ଟେସନକୁ ଯାତାୟାତ କରୁନି ଟ୍ରେନ । ୪ ଘଣ୍ଟା ଧରି କୌଣସି ଟ୍ରେନ ଆସୁନଥିବା ସୂଚନା । ଅପରାହ୍ନ ୪ଟା ୩୦ରୁ ଟ୍ରେନ ଚଳାଚଳ ଠପ । ଷ୍ଟେସନରେ ହଜାର ହଜାର ଯାତ୍ରୀଙ୍କ ଲାଗିଛି ଭିଡ । ରେଳଯାତ୍ରୀଙ୍କୁ ଦିଆଯାଇନି କୌଣସି ସୂଚନା । ଟ୍ରେନ ଠିକ ସମୟରେ ନଆସିବାରୁ…

ନଡିଆ ଖଡିକାରୁ ପ୍ରସ୍ତୁତ ହେଉଛି ଘରସଜା ସାମଗ୍ରୀ । ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରି ରୋଜଗାର କରୁଛନ୍ତି…

କନକ ବ୍ୟୁରୋ : କୌଣସି ତାଲିମ ନନେଇ ମହିଳା ମାନେ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ଘରକରଣା ସାମଗ୍ରୀ । ନଡିଆ ଖଡିକାରେ ଫୁଲ ଚାଙ୍ଗୁଡ଼ି, ପାଛିଆ, ଟୋକେଇ, ଡାଲା ଭଳି ବିଭିନ୍ନ ପ୍ରକାରର ଗୃହ ଉପକରଣ ଜିନିଷ ତିଆରି କରି ନିଜେ ଉପାର୍ଜନକ୍ଷମ ହୋଇପାରୁଛନ୍ତି । ବାଲେଶ୍ୱର ଭୋଗରାଇ ବ୍ଲକ…

ଏସଏଚଜି ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ପରିବା ଚାଷ  । ଘରେ ବସିରହୁଥିବା ମହିଳା ଏବେ ହୋଇଛନ୍ତି ରୋଜଗାରକ୍ଷମ

କନକ ବ୍ୟୁରୋ :  ରୋଜଗାର ପାଇଁ କିଏ ମିଲେଟ ମିଶନର ସାହାରା ନେଉଛି ତ ଆଉ କିଏ କୁକୁଡା ଚାଷ କରୁଛି  । ଠିକ୍ ସେହିଭଳି ପରିବା ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ଗଞ୍ଜାମ ଖଲ୍ଲିକୋଟ ଅଂଚଳର ଏସଏଚଜି ମହିଳା    । ମା ଦୁର୍ଗା ଏସଏଚଜିର ମହିଳା ମାନେ ଦୀର୍ଘ ୩ବର୍ଷ ହେଲା ପରିବା ଚାଷ କରୁଥିବା ବେଳେ…