Daily Archives

August 11, 2023

ଫିରିଙ୍ଗିଆ ଥାନା ପୋଡି ଘଟଣା । ତତ୍କାଳୀନ ଆଇଆଇସିକୁ ନିଲମ୍ବନ କଲେ ପୋଲିସ ଡିଜି ।

କନକ ବ୍ୟୁରୋ: ଫିରିଙ୍ଗିଆ ଥାନା ପୋଡି ଘଟଣାରେ ତକ୍ରାଳୀନ ଆଇଆଇସି ତପନ କୁମାର ନାହାକଙ୍କୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ନିଲମ୍ବିତ କରିଛନ୍ତି । କର୍ତ୍ତବ୍ୟରେ ଅବହେଳା ଓ ଥାନା ପୋଡି ବେଳେ ଥାନା ଛାଡି ଚାଲିଯାଇଥିବା ଦର୍ଶାଇ ତପନ କୁମାର ନାହାକଙ୍କୁ ନିଲମ୍ବିତ କରାଯାଇଛି । ଗତ ୫ ତାରିଖରେ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଖିବେ ‘ଗଦ୍ଦର-୨’ ଫିଲ୍ମ । ନିର୍ଦ୍ଦେଶକ କହିଲେ, ଏହା ଆମ ପାଇଁ ବଡ ସମ୍ମାନର କଥା ।

କନକ ବ୍ୟୁରୋ: ବଲିଉଡ୍ ଫିଲ୍ମ ‘ଗଦ୍ଦର-୨’ ଦେଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ହେବ ଗଦ୍ଦର-୨ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ । ଏନେଇ ନିଜେ ଫିଲ୍ମର ନିର୍ଦ୍ଦେଶକ ଅନିଲ ଶର୍ମା ସୂଚନା ଦେଇଛନ୍ତି । ତାଙ୍କ କହିବା ମୁତାବକ, ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି…

ଏକ ଗୁପ୍ତ ଦସ୍ତାବିଜ ଆଧାରରେ ଆମେରିକା ଗଣମାଧ୍ୟମର ବଡ ଖୁଲାସା, ଇମ୍ରାନଙ୍କ ସରକାର ଭାଙ୍ଗିବା ପଛରେ ରହିଥିଲା ଆମେରିକାର…

କନକ ବ୍ୟୁରୋ : ପାକିସ୍ତାନରେ ଇମ୍ରାନ ଖାନଙ୍କ ସରକାର ଭାଙ୍ଗିବା ପଛରେ ଆମେରିକାର ହାତ ଥିଲା । ଆମେରିକା ଏକ ଗଣମାଧ୍ୟମ ସଂସ୍ଥା ପାକିସ୍ତାନ ସରକାରଙ୍କ ଏକ ଗୁପ୍ତ ଦସ୍ତାବିଜ ଆଧାରରେ ଏହି କଥା ପ୍ରଘଟ କରିଛି । ନିଜେ ଇମ୍ରାନ ଖାନ ମଧ୍ୟ ଏକଥାକୁ ପୂର୍ବରୁ ଅନେକ ଥର କହିଥିଲେ । ତାଙ୍କୁ…

ମୋଦୀ ଡିଗ୍ରୀ ମାମଲାରେ ବଢିଲା କେଜ୍ରିୱାଲଙ୍କ ପାଇଁ ଅଡୁଆ, ଅନ୍ତରୀଣ ରୋକ ଲଗାଇବାକୁ ମନାକଲା ଗୁଜରାଟ ହାଇକୋର୍ଟ

କନକ ବ୍ୟୁରୋ : ମୋଦୀ ଡିଗ୍ରୀ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଆପ ସାଂସଦ ସଂଜୟ ସିଂଙ୍କୁ ଝଟକା । ଗୁଜରାଟ ହାଇକୋର୍ଟ ଅପରାଧିକ ମାନାହାନି ମାମଲାରେ ଅନ୍ତରୀଣ ରୋକ ଲଗାଇବାକୁ ମନା କରିଛନ୍ତି । ଗୁଜରାଟ ବିଶ୍ୱବିଦ୍ୟାଳୟଙ୍କ ଦ୍ୱାରା ଅପରାଧିକ ମାନହାନି ମାମଲା ରୁଜୁ…

ଦିଲ୍ଲୀରେ ବିଦ୍ୟାଳୟରେ ମୋବାଇଲ ମନା । ନିର୍ଦ୍ଦେଶନାମା ଜାରି କଲେ ଦିଲ୍ଲୀ ସରକାର

କନକ ବ୍ୟୁରୋ : ଦିଲ୍ଲୀ ବିଦ୍ୟାଳୟ ପାଇଁ ଲାଗିଲା ନୂଆ କଟକଣା । ଯେଉଁ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ସ୍ମାଟ ଫୋନ ନେଇ କି ଆସୁଛନ୍ତି ଏବେ ସେମାନଙ୍କୁ ବାରଣ କରାଯିବ । କାରଣ ଦିଲ୍ଲୀ ଶିକ୍ଷା ବିଭାଗ ଉଭୟ ସରକାରୀ ଓ ଘରୋଇ ବିଦ୍ୟାଳୟରେ ମୋବାଇଲ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ମୋବାଇଲ…

ବଡ଼ ପରଦାରେ‘ଗଦ୍ଦର ଟୁ’ । ଦର୍ଶକଙ୍କ ମନ ଜିତିଲେ ତାରା ସିଂ, ସକୀନା

କନକ ବ୍ୟୁରୋ : ବଡ ପରଦାରେ ଗଦ୍ଦର ଟୁ । ଗଦ୍ଦର ଏକ ପ୍ରେମ କଥା ରିଲିଜକୁ ୨୨ବର୍ଷ ପୂରିଛି । ଏବେ ପୁଣି ଥରେ ଭିନ୍ନ ଏକା କାହାଣୀ ସହ ଗଦ୍ଦର ଟୁ ଦର୍ଶକଙ୍କ ନିକଟରେ ପହଁଚିଛି । ସିନେମା ଜରିଆରେ ଏକାଠି ପୁଣି ଫେରିଛନ୍ତି ବହୁ ଚର୍ଚ୍ଚିତ କଳାକାର ଯୋଡି ତାରା ସିଂ ଓ ସକୀନା । ମୁକ୍ତିଲାଭର…