Daily Archives

August 5, 2023

ଦିଲ୍ଲୀ ଏନସିଆରରୁ କାଶ୍ମୀର ପର୍ଯ୍ୟନ୍ତ ଭୂକମ୍ପର ତୀବ୍ର ଝଟକା ଅନୁଭୂତ, ଆଫଗାନିସ୍ତାନର ହିନ୍ଦୁକୁଶ ଭୂକମ୍ପର କେନ୍ଦ୍ର…

କନକ ବ୍ୟୁରୋ : ଦିଲ୍ଲୀ ଏନସିଆରରୁ ନେଇ କାଶ୍ମୀର ପର୍ଯ୍ୟନ୍ତ ରାତି ୯.୩୧ ମିନିଟରେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ବୋଲି କୁହାଯାଇଛି । ଦିଲ୍ଲୀରୁ କିସ୍ତାନ ଓ ଲାହୋର ଏବଂ ଆଫଗାନିସ୍ତାନ ପର୍ଯ୍ୟନ୍ତ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଛି ।…

ପବଜୀ ଖେଳୁ ଖେଳୁ ହରାଇବସିଲେ ମାନସିକ ଭାରସାମ୍ୟ, ବାପା ଓ ମା’ଙ୍କୁ ପିଟି ପିଟି କରିଦେଲା ହତ୍ୟା

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ଝାନସୀର ଆସିଛି ଏଭଳି ଏକ ଖବର ଯାହା ପଢିବା ପରେ ଆପଣ ବି ଆପଣଙ୍କ ପିଲାଙ୍କୁ ନେଇ ପୁଣିଥରେ ଭାବିବାକୁ ବାଧ୍ୟହେବେ । ଏଠାରେ ଜଣେ ପୁଅ ନିଜ ବାପା ମାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛି । ଏହି ମାମଲାର ଖୁଲାସା ସେତେବେଳେ ହୋଇଛି ଯେତେବେଳେ କ୍ଷୀର…

ଚନ୍ଦ୍ରରେ ପହଂଚିଲା ଚନ୍ଦ୍ରଯାନ-୩, ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଟରେ କରିବ ଅବତରଣ

କନକ ବ୍ୟୁରୋ : ଚନ୍ଦ୍ରଯାନ-୩ ମିଶନକୁ ନେଇ ବଡ ଖୁସିଖବର ଆସିଛି । ଚନ୍ଦ୍ରଯାନ-୩ ଏବେ ଚନ୍ଦ୍ରର କକ୍ଷପଥରେ  ପ୍ରବେଶ କରିସାରିଛି । ଚନ୍ଦ୍ରପୃ୍ଷ୍ଟରେ ଚନ୍ଦ୍ରଯାଦ ପହଂଚିବା ଏହି ମିଶନର ଏକ ବଡ ସଫଳତା ବୋଲି କୁହାଯାଇଛି । ଏବେ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଟରେ ଅବତରଣ କରିବ…

ଦିଲ୍ଲୀରେ ଲାଲୁ, ରାହୁଲ,ତେଜସ୍ୱୀ ଓ ମିଶା ଭାରତୀଙ୍କ ବସିଲା ଫୁରସତର ଆସର । ରାହୁଲ ଗାନ୍ଧୀଙ୍କ ପାଇଁ ହାତରନ୍ଧା ମାଂସ…

କନକ ବ୍ୟୁରୋ : ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପାଇବା ପରେ ଗୁରୁବାର ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କୁ ଭେଟିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦିଲ୍ଲୀସ୍ଥିତ ଲାଲୁଙ୍କ ଝିଅ ତଥା ସାଂସଦ ମୀଶା ଭାରତୀଙ୍କ ବାସଭବନରେ ଭେଟଘାଟ ହୋଇଛି । କଂଗ୍ରେସ ନିଜ ଟୁଇଟର ପେଜରେ କିଛି ଫଟୋ ପୋଷ୍ଟ କରିଛି ।…

ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଇଚ୍ଛାମୃତ୍ୟୁ ପ୍ରାର୍ଥନା କଲେ ଗଣଦୁଷ୍କର୍ମ ପୀଡିତା । ଉତରପ୍ରଦେଶ ପିଲଭିତର ପୀଡିତା…

କନକ ବ୍ୟୁରୋ : ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେବାକୁ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କୁ ଚିଠି ଲେଖିଲେ ଦୁଷ୍କର୍ମ ପୀଡ଼ିତା । ଉତରପ୍ରଦେଶ ପିଲିଭିଟ ଜିଲ୍ଲାର ଜଣେ ୫୦ ବର୍ଷୀୟା ଦୁଷ୍କର୍ମ ପୀଡ଼ିତା ତାଙ୍କ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିବାକୁ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କୁ ଚିଠି…

ଭାରତର ‘ସମୁଦ୍ର’ ମିଶନ । ଗଭୀର ଜଳରାଶିରୁ ମିଳିବ ରହସ୍ୟମୟ ତଥ୍ୟ ! ୨୦୨୬ରେ ଆରମ୍ଭ ହେବ ସମୁଦ୍ରଯାନ ପ୍ରକଳ୍ପ

କନକ ବ୍ୟୁରୋ : ଚନ୍ଦ୍ରଯାନର ଚର୍ଚ୍ଚା ଥମିନଥିବା ବେଳେ ସମୁଦ୍ରଯାନର କଳ୍ପନା କରୁଛି ଭାରତ । ଚନ୍ଦ୍ରଯାନ ଜରିଆରେ ମହାକାଶର ଶିଖରରେ ପହଂଚିବାକୁ ଉଦ୍ୟମ କରୁଥିବା ଭାରତ ସମୁଦ୍ରଯାନ ଜରିଆରେ ସମୁଦ୍ରର ଗଭୀରତାରେ ପାଦ ରଖିବାକୁ ଅଭିଯାନ ଆରମ୍ଭ କରିଛି । ସମୁଦ୍ର ଭିତରେ ଜୈବ ବିବିଧତା ଏବଂ ସମ୍ବଳର…