Daily Archives

August 14, 2023

ମୋଦୀ ବନାମ ରାହୁଲ। କିଏ ଅଧିକ ଲୋକପ୍ରିୟ? କଂଗ୍ରେସ-ବିଜେପି ତଥ୍ୟଯୁଦ୍ଧ…

କନକ ବ୍ୟୁରୋ: କଂଗ୍ରେସର ନୂଆ ଦାବି । ସାମାଜିକ ଗଣମାଧ୍ୟମରେ ଦଳର ସାଂସଦ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା କୁଆଡ଼େ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଅଧିକ । ଲୋକସଭାରେ ରାହୁଲ ଗାନ୍ଧୀ ଭାଷଣ ଦେବା ସମୟରେ ସଂସଦ ଟିଭି ୟୁଟ୍ୟୁବ ଚ୍ୟାନେଲକୁ କେତେଜଣ ଲୋକ ଦେଖିଥିଲେ ତାହାର ତଥ୍ୟ ପ୍ରଦାନ…

ସୀମାଙ୍କ ମୁହଁରେ ପାକିସ୍ତାନ ମୁର୍ଦ୍ଦାବାଦ ନାରା। ସଚିନଙ୍କ ସହ ଉଡ଼ାଇଲେ ଜାତୀୟ ପତାକା, ମଥାରେ ବାନ୍ଧିଲେ ‘ଜୟ ମାତାଦି’…

କନକ ବ୍ୟୁରୋ: ପାକିସ୍ତାନ ମୁର୍ଦ୍ଦାବାଦ ହେ, ମୁର୍ଦ୍ଦାବାଦ ଥା ଔର ମୁର୍ଦ୍ଦାବାଦ ରହେଗା । ଏପରି କହୁଥିବା ମହିଳା ଜଣକ ହେଉଛନ୍ତି ସୀମା ହାଇଦର । ଯିଏ କିଛି ଦିନ ତଳେ ପ୍ରେମିକ ସଚିନଙ୍କ ପାଇଁ ପାକିସ୍ତାନରୁ ଭାରତକୁ ଚାଲି ଆସିଥିଲେ । ତେବେ ସ୍ୱାଧୀନତା ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ହର୍…

ହିମାଚଳପ୍ରଦେଶକୁ ପ୍ରକୃତିର ପ୍ରହାର। ଭୂସ୍ଖଳନ ଯୋଗୁଁ ମାଟିରେ ମିଶିଲା ସିମଲାର ଶିବ ମନ୍ଦିର

କନକ ବ୍ୟୁରୋ: ପାହାଡ଼ରେ ପ୍ରଳୟ । ହିମାଚଳପ୍ରଦେଶରେ ପ୍ରକୃତିର କରାଳରୂପ । ଶ୍ରାବଣମାସ ଶେଷ ସୋମବାର ଥିଲା । ହିମାଚଳପ୍ରଦେଶ ରାଜଧାନୀ ସିମଲାର ସମରହିଲରେ ଥିବା ଶିବମନ୍ଦିରରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ । ସକାଳୁ ସକାଳୁ ମହାଦେବଙ୍କୁ ପୂଜାର୍ଚ୍ଚନା କରି କିଏ ଦୀର୍ଘାୟୁ କାମନା…

ସହିଦ ନୀଳାଞ୍ଚଳ ପଟେଲଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି। ଜନ୍ମମାଟିରେ ଶୋକାକୁଳ ପରିବେଶ

କନକ ବ୍ୟୁରୋ: ସୁନା ଲରମ୍ଭାର ସୁନା ପୁଅକୁ ଝୁରୁଛି ଗାଁ । ସହିଦ ଯବାନଙ୍କ ପାଇଁ ସମସ୍ତଙ୍କ ଆଖିରେ ଲୁହ । ଶୋକାକୂଳ ପରିବେଶରେ ସହିଦଙ୍କ ଜନ୍ମମାଟି । ପରିବାର ଓ ସମ୍ପର୍କୀୟଙ୍କ ଅବସ୍ଥା ନକହିଲେ ଭଲ । କାଳେ ଅଚେତ୍ ହୋଇଯିବେ, ସେଇ ଆଶଙ୍କା କରି, ମଝିରେ ମଝିରେ ପାଣି ଦିଆଯାଉଛି । ସହିଦ…

କଣାସରେ ବାବୁ ହେଲେ ହଟହଟା। ତାଲା ପକାଇଲେ ମହିଳା

କନକ ବ୍ୟୁରୋ: କଥା କଟାକଟି, ହୋ ହଲ୍ଲା, ତୀବ୍ର ଉତେଜନା । ନିଜ କାର୍ଯ୍ୟାଳୟରେ ହଟହଟା ହେଲେ ବାବୁ, ନାକେଦମ୍ କରିଦେଲେ ଉତ୍ୟକ୍ତ ମହିଳା । ପୁରୀ ଜିଲ୍ଲା କଣାସ ବ୍ଲକ କାର୍ଯ୍ୟାଳୟରେ ବିଡିଓ ଏବଂ ବ୍ଲକ ଅଧ୍ୟକ୍ଷଙ୍କୁ ତାଲା ପକାଇଦେଲେ । ବିଭିନ୍ନ ପଂଚାୟତର କମ୍ୟୁନିଟି ରିସର୍ଚ୍ଚ ପର୍ସନ ବା…

ବାର୍ଦ୍ଧକ୍ୟ ଭତ୍ତା ପାଇଁ ଅଭିନବ ପ୍ରତିବାଦ। ଖଟିଆରେ ବୁଦ୍ଧାଙ୍କୁ ବୋହି କଲେ ଶୋଭାଯାତ୍ରା

କନକ ବ୍ୟୁରୋ: ବୃଦ୍ଧାଙ୍କୁ ଖଟିଆରେ ବସାଇ ପ୍ରତିବାଦ କରାଯାଉଛି । ବାର୍ଦ୍ଧକ୍ୟ ଭତାରୁ ବଞ୍ଚିତ ହିତାଧିକାରୀଙ୍କୁ ତୁରନ୍ତ ଭତା ପ୍ରଦାନ ପାଇଁ ଦାବିରେ ଶୋଭଯାତ୍ରା । ଖଟିଆରେ ବୃଦ୍ଧାଙ୍କୁ ବସାଇ ବିକ୍ଷୋଭକାରୀମାନେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ କାର୍ଯ୍ୟାଳୟ ଆଗରେ ବିରୋଧ ପ୍ରଦର୍ଶନ…