Daily Archives

August 22, 2023

ପ୍ରଧାନମନ୍ତ୍ରୀ ମୋଦୀ ଓ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ରାକ୍ଷୀ ପଠାଇଲେ ସୀମା ହାଇଦର । ଭିଡିଓ ଜାରି…

କନକ ବ୍ୟୁରୋ : ଆଗକୁ ଆସୁଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଆଉ ଏହି ପର୍ବକୁ ପ୍ରତ୍ୟେକ ଭାଇ ଭଉଣୀ ଚାତକ ଭଳି ଚାହିଁବସିଥାନ୍ତି । ଯିଏ ଯେତେ ଦୂରରେ ଥାଉ ଭାଇ ପାଇଁ ରାକ୍ଷୀଟିଏ ପଠାଏ । ହାତରେ ରାକ୍ଷୀ ବାନ୍ଧି ନପାରିଲେ ମଧ୍ୟ ଭାଈ ପାଇଁ ପଠାଏ ସ୍ନେହର ରାକ୍ଷୀ । ତେବେ ଏହାରି ମଧ୍ୟରେ…

ବଦଳିବ ଯୁଦ୍ଧର ମୋଡ, ବଢିବ ୟୁକ୍ରେନର ବଳ । ଜେଲେନସ୍କିଙ୍କ ଅନୁରୋଧ ପରେ ଆମେରିକା ଦେବ ଏଫ ୧୬ ଲଢୁଆ ଯୁଦ୍ଧ ବିମାନ

କନକ ବ୍ୟୁରୋ : ବଦଳିବ ରୁଷ-ୟୁକ୍ରେନ ଯୁଦ୍ଧର ମୋଡ । ଯୁଦ୍ଧ ଭିତରେ ବଢିବ ୟୁକ୍ରେନର ବଳ । ଖୁବ ଶିଘ୍ର ଆମେରିକା ନିର୍ମିତ ଲଢୁଆ ଯୁଦ୍ଧ ବିମାନ ଏଫ-ସିକ୍ସଟିନ ୟୁକ୍ରେନକୁ ମିଳିବାକୁ ଯାଉଛି । ନାଟୋର ସହଯୋଗୀ ଦେଶ ନେଦରଲ୍ୟାଣ୍ଡ ଓ ଡେନମାର୍କ ଏହି ବଡ ସାମାରିକ ସହାୟତା କରିବାକୁ ଯାଉଛନ୍ତି ।…

ଲଦାଖ ଗସ୍ତରେ ରାହୁଲ ଗାନ୍ଧୀ । ବାଇକରେ ବୁଲିଲେ ବିଭିନ୍ନ ସ୍ଥାନ, ପରିବା ବଜାର ଗଲେ, ପିଲାଙ୍କ ସହ ମସ୍ତି କଲେ

କନକ ବ୍ୟୁରୋ : ରାଜନେତାଙ୍କ ବିଭିନ୍ନ ଗସ୍ତ ଉପରେ ଥାଏ ଜନତାଙ୍କ ନଜର । ସେମାନେ କୁଆଡ଼େ ଯାଉଛନ୍ତି , ସେଠାରେ କ’ଣ କରୁଛନ୍ତି । ରାଜନୈତିକ ବିଷୟ ବସ୍ତୁ ହେଉ କିମ୍ବା ବ୍ୟକ୍ତିଗତ ଆଦି ପ୍ରତ୍ୟେକଟି ବିଷୟରେ ସବୁବେଳେ ଜାଣିବାକୁ ଉତ୍ସୁକ ଥାନ୍ତି ଜନତା । ଆଉ ଖାସ୍ କରି ସବୁବେଳେ ଚର୍ଚ୍ଚାରେ…

ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ଦକ୍ଷିଣ ଆଫ୍ରିକା ଗସ୍ତରେ ପ୍ରଧାନମନ୍ତ୍ରୀ । ବୈଠକରେ ସାମିଲ ହେବେ ବ୍ରାଜିଲ, ଚୀନ,…

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୫ତମ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ମୋଦୀ ଯାଇଥିବାବେଳେ ଏହି କାର୍ଯ୍ୟକ୍ରମ ୨୪ ଅଗଷ୍ଟ ପର୍ଯ୍ୟନ୍ତ ଆୟୋଜିତ ହେବ । ମୋଦୀ ମଙ୍ଗଳବାର ସାଉଥ ଆଫ୍ରିକା ଗସ୍ତରେ ଥିବାବେଳେ ୨୩ରେ ଶିଖର ସମ୍ମିଳନୀରେ ଯୋଗ ଦେବେ ।…

ମଧ୍ୟପ୍ରଦେଶ ପାଇଁ କଂଗ୍ରେସର ନିର୍ବାଚନୀ ପ୍ରତିଶ୍ରୁତି । କ୍ଷମତାକୁ ଆସିଲେ ୫ଶହ ଟଙ୍କାରେ ମିଳିବ ରୋଷେଇ ଗ୍ୟାସ,…

କନକ ବ୍ୟୁରୋ : ମଧ୍ୟପ୍ରଦେଶ ବିଧାନସଭା ପାଇଁ ସରଗରମ ରାଜନୀତି । ବିଜେପି, ଆମ ଆଦମୀ ପାର୍ଟି ପରେ ଏବେ କଂଗ୍ରେସ ମଧ୍ୟପ୍ରଦେଶ ବାସୀଙ୍କୁ ଦେଇଛି ପ୍ରତିଶ୍ରୁତି । ରାଜ୍ୟରେ କଂଗ୍ରେସ ସରକାର ଗଠନ କଲେ ଚାଷୀଙ୍କ ଋଣ ଛାଡ କରିବ ବୋଲି ଆଜି ଘୋଷଣା କରିଛି ଦଳ । ସେପଟେ ୫ଶହ ଟଙ୍କାରେ ରୋଷେଇ ଗ୍ୟାସ ଓ…

ବିବାଦୀୟ ଟୁଇଟ କରି ଫସିଲେ ଅଭିନେତା ପ୍ରକାଶ ରାଜ । ଚନ୍ଦ୍ରଯାନ ଥ୍ରୀକୁ ନେଇ ଟୁଇଟରରେ ପୋଷ୍ଟ କରିଥିଲେ କାର୍ଟୁନ

କନକ ବ୍ୟୁରୋ : ଚନ୍ଦ୍ରଯାନ-ଥ୍ରୀ ମିଶନକୁ ନେଇ ବିବାଦୀୟ ଟୁଇଟ କରିବା ପରେ ଫସିଯାଇଛନ୍ତି ଅଭିନେତା ପ୍ରକାଶ ରାଜ । ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏବେ କର୍ଣ୍ଣାଟକ ବାଗାଲାକୋଟ ଜିଲ୍ଲାରେ ହିନ୍ଦୁୁ ସଂଗଠନ ପକ୍ଷରୁ ମାମଲା ରୁଜୁ କରାଯାଇଛି । ନିକଟରେ ପ୍ରକାଶ ରାଜ ଟୁଇଟରରେ ଏ ଫଟୋ…