Daily Archives

August 2, 2023

ପୁଣି ବିବାଦ ଭିତରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୨୦୨୦ ନିର୍ବାଚନ ଫଳାଫଳ ବଦଳାଇବା ପାଇଁ…

କନକ ବ୍ୟୁରୋ : ପୁଣି ସମସ୍ୟା ଭିତରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି । ନୂଆ ବିବାଦ ଭିତରେ ଫଶିଛନ୍ତି ଡୋନାଲ୍ଟ୍ର ଟ୍ରମ୍ପ । ଆମେରିକା ରାଜନୀତିର ଏହି ବିବାଦୀୟ ରାଜନେତାଙ୍କ ନାଁରେ ଆସିଛି ନୂଆ ଅଭିଯୋଗ । ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳାକୁ ବଦଳାଇବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗ…

ଲୋକପ୍ରିୟ କଳା ନିର୍ଦ୍ଦେଶକଙ୍କ ଆତ୍ମହତ୍ୟା ! ନୀରବି ଗଲେ ନୀତୀନ ଦେଶାଇ ଋଣ ବୋଝ ସାଜିଲା କାଳ ! ଷ୍ଟୁଡିଓରୁ ମୃତଦେହ…

କନକ ବ୍ୟୁରୋ : ବୁଧବାର ସକାଳୁ ମୁମ୍ବାଇସ୍ଥିତ ଏନଡିଏ ଷ୍ଟୁଡିଓରୁ ଆସିଥିଲା କଳା ନିର୍ଦ୍ଦେଶକ ନୀତୀନ ଦେଶାଇଙ୍କ ମୃତ୍ୟୁ ଖବର । ନିଆଁ ବେଗରେ ପ୍ରଘଟ ହୋଇଥିଲା ଖବର । ପରିବାର, ସମ୍ପର୍କୀୟଙ୍କ ସମେତ ପୂରା ବଲିଉଡ ସ୍ତବ୍ଦ ହୋଇଯାଇଛି । ଷ୍ଟୁଡିଓରୁମରୁ ତାଙ୍କର ଝୁଲନ୍ତାବସ୍ଥାରେ ତାଙ୍କର ମୃତଦେହ…

ଚକିତ କଲା ଏଡିଆର ରିପୋର୍ଟ । ୪୦୦୧ ବିଧାୟଙ୍କ ସମ୍ପତ୍ତ୫୪.୫୪୫ କୋଟି ଟଙ୍କା, ୩ରାଜ୍ୟର ମୋଟ ବଜେଟଠାରୁ ଅଧିକ

କନକ ବ୍ୟୁରୋ : ଦେଶର ବିଧାୟକଙ୍କ ପାଖରେ କେତେ ସମ୍ପତି ରହିଛି । ବର୍ତମାନ ଦେଶର ବିଧାୟକଙ୍କ ସମ୍ପତିକୁ ନେଇ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ ବା ଏଡିଆର୍ ଏକ ରିପୋର୍ଟ ଜାରି କରିଛି । ରିପୋର୍ଟ ଅନୁସାରେ, ମୋଟ ୪ହଜାର ୧ଜଣ ବିଧାୟକଙ୍କ ମୋଟ ସମ୍ପତି ୫୪ହଜାର ୫୪୫ କୋଟି ଟଙ୍କା । ଯାହା…

ସୀମା ହାଇଦର ଓ ସଚିନ ମୀଣାଙ୍କୁ ମିଳିଲା ଚାକିରି ସୁଯୋଗ। ସାହାଯ୍ୟ ପାଇଁ ଆଗେଇ ଆସିଲେ ଗୁଜରାଟର ବ୍ୟବସାୟ

କନକ ବ୍ୟୁରୋ : କିଛି ଦିନ ପୂର୍ବରୁ ନୋଏଡା ସ୍ଥାନୀୟ ପ୍ରଶାସନ ଓ ପୁଲିସକୁ ଚିଠି ଲେଖି ଦୁଃଖ ଜଣାଇଥିଲେ ବହୁ ଚର୍ଚ୍ଚିତ ଯୋଡି ସୀମା ହାଇଦର ଓ ସଚିନ ମୀଣା । କେବଳ ସୀମା କି ସଚିନ ନୁହେଁ ବଂର ଏମାନଙ୍କ ପରିବାର ଲୋକ ମଧ୍ୟ ଚିଠି ଲେଖି ସାହାଯ୍ୟ ଲୋଡିଥିଲେ । ଅଭାବ,ଦୁଃଖ ଭିତରେ ଦିନ କଟୁଛି ।…

କୁନୋ ଜାତୀୟ ପ୍ରାଣୀଉଦ୍ୟାନରେ ପୁଣି ଆଖିବୁଜିଲା ଚିତା । କିଛି ଦିନ ଧରି ଅସୁସ୍ଥ ରହିବା ପରେ ଚିତା ଧାତ୍ରୀର ମୃତ୍ୟୁ

କନକ ବ୍ୟୁରୋ : ପୁଣି ଗଲା ଆଉ ଏକ ଚିତାର ଜୀବନ । ବୁଧବାର ସକାଳେ ମଧ୍ୟପ୍ରଦେଶ କୁନୋ ଜାତୀୟପ୍ରାଣୀ ଉଦ୍ୟାନରେ ‘ଧାତ୍ରୀ’ ନାମକ ଚିତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରୋଜେକ୍ଟ ଚିତା ଅଧିନରେ ଦକ୍ଷିଣଆଫ୍ରିକା ଓ ନାମିବ୍ୟାରୁ ୨୦ ଟି ଚିତା ଭାରତକୁ ଅଣାଯାଇଥିଲା । ଆଉ ଏବେ ସୁଦ୍ଧା ୯ ଟି…

ରାଷ୍ଟ୍ରପତିଙ୍କୁ ଭେଟିଲେ ‘ଇଣ୍ଡିଆ’ ମେଣ୍ଟର ୩୧ ସାଂସଦ । ମଣିପୁରର ଆଇନ ଶୃଙ୍ଖଳା ଓ ପୀଡ଼ିତଙ୍କ ସମସ୍ୟା ନେଇ…

କନକ ବ୍ୟୁରୋ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କଲେ ବିରୋଧୀ । ମଣିପୁର ହିଂସା ଘଟଣାେରେ ବିରୋଧୀ ମେଂଟ ଇଣ୍ଡିଆର ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ନିକଟରେ ମଣିପୁର ପହଂଚିଥିଲେ ପ୍ରତିନିଧମଣ୍ଡଳୀ ଓ ସେଠାକାର ଗ୍ରାଉଣ୍ଡ ଜିରୋ ରିର୍ପୋଟ…