Daily Archives

August 7, 2023

ମଣିପୁର ହିଂସା ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣୀ: ସରକାରଙ୍କ ପକ୍ଷ ରଖି ଆଟର୍ଣ୍ଣି ଜେନେରାଲ ଭେଙ୍କଟରମଣି କହିଲେ ୬ଟି…

କନକ ବ୍ୟୁରୋ: ମଣିପୁର ହିଂସା ମାମଲାରେ ସୋମବାର ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ । ଶୁଣାଣୀ ସମୟରେ କେନ୍ଦ୍ର ସରକାର କୋର୍ଟରେ ନିଜର ପକ୍ଷ ରଖିଛନ୍ତି । ଆଟର୍ଣ୍ଣି ଜେନେରାଲ ଭେଙ୍କଟରମଣି କହିଛନ୍ତି ମାମଲାରେ ୬ହଜାର ୫ଶହ ଏଫଆଇର ରୁଜୁ ହୋଇଛି । କେନ୍ଦ୍ର ସରକାର ବେଶ ଗମ୍ଭୀରତାର ସହ ମଣିପୁର…

ଜେଲର ଅନ୍ଧାରକୋଠରୀରେ କଟୁଛି ଇମ୍ରାନଙ୍କ ଦିନ: ମିଳୁଛି ବି-ଶ୍ରେଣୀର ସେବା-ଦଳୀୟକର୍ମୀ ଓ ସମ୍ପକୀୟଙ୍କୁ ଭେଟିବାକୁ…

କନକ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ଜେଲ୍ଦଣ୍ଡ କାଟୁଛନ୍ତି । ତୋଷଖାନା ମାମଲାରେ ଇମ୍ରାନ ଖାନଙ୍କୁ ୩ ବର୍ଷ ଦଣ୍ଡ ଦିଆଯାଇଛି । ତେବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜେଲରେ ଜଣେ ସାଧାରଣ କଏଦୀଙ୍କ ପରି ରହିଛନ୍ତି । ‘ଅଟୋକ୍’ ଜେଲରେ ସାଧାରଣ…

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ, ଏଣ୍ଡୋସ୍କୋପି ୱାର୍ଡରେ ଲାଗିଲା ନିଆଁ: କୌଣସି ମୃତାହତର ନାହିଁ ସୂଚନା, ରୋଗୀଙ୍କୁ…

କନକ ବ୍ୟୁରୋ: ଦିଲ୍ଲୀ ଏମ୍ସ ହସ୍ପିଟାଲରେ ବଡ଼ ଅଗ୍ନିକାଣ୍ଡ । ଏମ୍ସରେ ଥିବା ‘ଇମରଜେନ୍ସି ବୋର୍ଡ’ ନିକଟ ଏଣ୍ଡୋସ୍କୋପି ରୁମରେ ପାଖାପାଖି ୧୨ଟା ସମୟରେ ନିଆଁ ଲାଗିଥିଲା । ଏନେଇ ଖବର ପାଇ ୮ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଛନ୍ତି । ଦୀର୍ଘ ସମୟର ଚେଷ୍ଟା ପରେ ଲାଗିଥିବା…

ଟମାଟୋ କରୁଛି କୋଟିପତି: ୨ରୁ ୩ମାସ ମଧ୍ୟରେ ୫ଜଣ ଚାଷୀ ରାତାରାତି ହେଲେଣି କୋଟିପତି, କିଣୁଛନ୍ତି କାର, ଗାଡି

କନକ ବ୍ୟୁରୋ: ଟମାଟୋ କରୁଛି କୋଟପତି । ଟମାଟୋର ଦାମ ବୃଦ୍ଧି ସାଧାରଣ ଗ୍ରାହକଙ୍କ ପାଇଁ ସମସ୍ୟା ସାଜିଛି କିନ୍ତୁ ଅନ୍ୟପଟେ ଚାଷୀଙ୍କ ପାଇଁ ଆର୍ଶୀବାଦ ପାଲଟିଛି । ୨ରୁ ୩ମାସ ଭିତରେ ଦକ୍ଷିଣଭାରତ ରାଜ୍ୟର କିଛି ଚାଷୀ ଟମାଟୋ ବିକି କୋଟିପତି ହୋଇଛନ୍ତି । କେବଳ ସେତିକି ନୁହେଁ ନିଜ ସ୍ୱପ୍ନରକୁ…

ପାକିସ୍ତାନୀ ମହିଳାଙ୍କୁ ବିବାହ କରି ଚର୍ଚ୍ଚାରେ ଭାରତୀୟ ଯୁବକ: ଭିସା ନମିଳିବାରୁ ହେଲା ଅନଲାଇନ ବାହାଘର

କନକ ବ୍ୟୁରୋ: ପୁଣି ପାକିସ୍ତାନ ମହିଳାଙ୍କୁ ବିବାହ କରି ଚର୍ଚ୍ଚାରେ ଭାରତୀୟ ଯୁବକ । ରାଜସ୍ଥାନ ଯୋଧପୁରୁ ଯୁବକ ଅରବାଜ ଓ କରାଚୀର ଅମିନାଙ୍କ ନିକଟରେ ଅନଲାଇନ ବିବାହ କରିଛନ୍ତି । ଦୁଇ ପରିବାରଙ୍କ ସହମତି ଓ ଉପସ୍ଥିତିରେ ଅନଲାଇନ ବିବାହ ହୋଇଛି । ଅମିନାଙ୍କୁ ଭିସା ନମିିଳିବାରୁ ଅନଲାଇନ ବିବାହ…

ଗାଁକୁ ଫେରିବାକୁ ଲାଗିଗଲା ୨୦ ବର୍ଷ: ପ୍ରେମ ଜିତିଲା, ସଂଘର୍ଷକୁ ମିଳିଲା ସଫଳତା

କନକ ବ୍ୟୁରୋ: ପ୍ରେମ ଆଗରେ ହାର ମାନିଲା ସମାଜ । ପ୍ରେମ ଜିତିଲା ଆଉ ହାରିଗଲା ଏଥିରେ ପ୍ରତିବନ୍ଧକ ସାଜିଥିବା ରୁଢିବାଦି ଚିନ୍ତାଧାରା । ପ୍ରେମ ବିବାହ କରିଥିବାରୁ ଦିନେ ଗାଁରୁ ବିତାଡିତ ହୋଇଥିଲେ । ମାତ୍ର ହାରି ନଥିଲେ । ପୋଲିସ ଓ ପ୍ରଶାସନର ସହାୟତାରେ ଶେଷରେ ୨୦ ବର୍ଷ ପରେ ନିଜ ଗାଁକୁ…