Daily Archives

August 8, 2023

ଭାରତ ଯୋଡୋ ଯାତ୍ରାରେ ପୁଣି ବାହାରିବେ ରାହୁଲ ଗାନ୍ଧୀ। ଗୁଜରାଟରୁ ମେଘାଳୟ ଯାଏ କରିବେ ପଦଯାତ୍ରା

କନକ ବ୍ୟୁରୋ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣିଥରେ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିବେ । ନିଜର ପଦଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟରେ ସେ ଗୁଜରାଟରୁ ମେଘାଳୟକୁ ଯାତ୍ରା କରିବେ । ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପଟେଲ ଗଣମାଧ୍ୟମକୁ ସୂଚନା ଦେଇ ଏହି ଖବର ଦେଇଛନ୍ତି । ଏହି ସମୟରେ ବିଭିନ୍ନ…

ଲୋକସଭା ସଦସ୍ୟତା ଫେରି ପାଇବା ପରେ ପୁଣି ଥରେ ସରକାରୀ ବାସଭବନରେ ରହିବେ ରାହୁଲ ଗାନ୍ଧୀ । ୧୨ତୁଗଲକ ରୋଡରେ ଥିବା ଘରକୁ…

କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ଫେରି ପାଇବା ପରେ ଏବେ ଫେରିପାଇବେ ତାଙ୍କର ପୁରୁଣା ସରକାରୀ ବାସଭବନ । ଦିଲ୍ଲୀ ୧୨ ତୁଗଲକ ରୋଡରେ ଥିବା ଘରକୁ ପୁଣି ଫେରିଯିବେ ରାହୁଲ । ପ୍ରତିକ୍ରିୟା ରଖି ରାହୁଲ କହିଛନ୍ତି ସାରା ଭାରତ ମୋ ଘର । ସେପଟେ ଅଗଷ୍ଟ ୧୨ରେ ନିଜର ସଂସଦୀୟ କ୍ଷେତ୍ର…

ବିବାଦରେ ଅକ୍ଷୟଙ୍କ ଅଭିନୀତ ‘ଓଏମଜି ଟୁ” । ନିର୍ଦ୍ଦେଶକ ଓ ଅଭିନେତାଙ୍କୁ ମିଳିଲା ନୋଟିସ, ଦୃଶ୍ୟକୁ ନେଇ ଆପତ୍ତି…

କନକ ବ୍ୟୁରୋ : ମୁକ୍ତିଲାଭ ଅପେକ୍ଷାରେ ଥିବା ଓମଏମଜି ଟୁ ବିବାଦରେ ଫଶିଛି । ଫିଲ୍ମରେ ସ୍ଥାନ ପାଇଥିବା କିଛି ଦୃଶ୍ୟକୁ ନେଇ ଉଠିଛି ଆପତ୍ତି । ଟ୍ରେଲରର ଏକ ଦୃଶ୍ୟରେ ଅକ୍ଷୟ କୁମାରଙ୍କୁ ଶିବଙ୍କ ବେଶଭୁଷାରେ ଦେଖିବାକୁ ମିଳିଛି । ଚରିତ୍ର ସହ ଖାପ ଖୁଆଇ ଅକ୍ଷୟଙ୍କୁ ଏଭଳି ବେଶଭୂଷା ଦିଆଯାଇଛି…

କଂଗ୍ରେସ ଉପରେ ଅଭିଯୋଗ ଆଣିଲା ବିଜେପି । ଦେଶଦ୍ରୋହୀଙ୍କୁ କଂଗ୍ରେସ ସାହାଯ୍ୟ କରୁଥିବା ବିଜେପିର ଅଭିଯୋଗ

କନକ ବ୍ୟୁରୋ : ୱେବ ପୋର୍ଟାଲ ନ୍ୟୁଜ କ୍ଲିକ୍କୁ ମାଧ୍ୟମ କରି ଚୀନର ରାଜନୈତିକ ବିଚାରଧାରାକୁ ଭାରତରେ ପ୍ରସାର ଓ ପ୍ରଚାର କରାଯାଉଛି । ଚୀନର କମ୍ୟୁନିଷ୍ଟ ପାର୍ଟି ସରକାରଙ୍କ ବିଚାରାଧାରାକୁ ଭାରତରେ ପ୍ରସାର ଓ ପ୍ରଚାର କରିବାକୁ ମିଳୁଛି କୋଟିକୋଟି ଟଙ୍କା । ଆଉ ଏଥିପାଇଁ କିଛି ଘରୋଇ ୱେବ…

୬ରାଜ୍ୟ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନ । ସେପ୍ଟେମ୍ବର ୫ରେ ପଡିବ ଭୋଟିଂ, ୮ରେ ଗଣତି

କନକ ବ୍ୟୁରୋ : ୨୦୨୪ ରେ ହେବ ସାଧାରଣ ନିର୍ବାଚନ, ତା ପୂର୍ବରୁ ମଧ୍ୟ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ହେଲେ ତା ପୂର୍ବରୁ ୬ଟି ରାଜ୍ୟରେ ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ଏହି କ୍ରମରେ ୬ଟି ରାଜ୍ୟର ୭ଟି ବିଧାନସଭା କ୍ଷେତ୍ରରେ ଉପ…

ବଢ଼ିପାରେ ଆପ ସାଂସଦଙ୍କ ସମସ୍ୟା । ଜାଲ୍ ଦସ୍ତଖତ ଅଭିଯୋଗ ଘେରରେ ରାଘବ ଚଢ଼ା । ପଠାଯିବ ସ୍ୱାଧୀକାର ଭଙ୍ଗ ନୋଟିସ

କନକ ବ୍ୟୁରୋ : ସୋମବାର ରାଜ୍ୟସଭାରେ ଦିଲ୍ଲୀ ସେବା ସଂଶୋଧନ ବିଲକୁ ନେଇ ଅନୁମୋଦନ ଚାଲିଥିବାବେଳେ ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ା ଏକ ପ୍ରସ୍ତାବ ଆଣିଥିଲେ । ଏହି ପ୍ରସ୍ତାବରେ ୫ଜଣ ସାଂସଦଙ୍କ ଦସ୍ତଖତ ରହିଥିଲା ବୋଲି କହିଥିଲେ ଆପ ସାଂସଦ । ତେବେ ଏହି ଦସ୍ତଖତ ଜାଲ ବୋଲି ଅଭିଯୋଗ ହୋଇଛି ।…