Daily Archives

August 17, 2023

ଉଦଘାଟନ ହେଲା ଗୁରୁକୃପା ସ୍ନାତକ ମହାବିଦ୍ୟାଳୟ: ରାଇଘରରେ ଖୋଲିଲା ପ୍ରଥମ ଯୁକ୍ତ ତିନି ମହାବିଦ୍ୟାଳୟ

କନକ ବ୍ୟୁରୋ: ଆଜି ଗୁରୁକୃପା ଏଜୁକେସନାଲ ଟ୍ରଷ୍ଟ ଉମରକୋଟ ଅଧିନରେ ନବରଙ୍ଗପୁର ଜିଲ୍ଲାର ରାଇଘରଠାରେ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ଗୁରୁକୃପା ସ୍ନାତକ ମହାବିଦ୍ୟାଳୟର ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲୋକସଭା ସାଂସଦ ରମେଶ ଚନ୍ଦ୍ର ମାଝୀ,…

ସାଇବର ଠକଙ୍କୁ ସାବାଡ କରିବ କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ: ଏଣିକି ଗୋଟିଏ ପରିଚୟ ପତ୍ରରେ ସର୍ବାଧିକ ୪ଟି ମୋବାଇଲ…

କନକ ବ୍ୟୁରୋ: ସାବାଡ଼ ହେବେ ସାଇବର ଠକ । କେନ୍ଦ୍ର ସରକାର ଆଣିଲେ ନୂଆ ଗାଇଡଲାଇନ । ବିଶେଷ କରି ସିମକାର୍ଡ ଡିଲରଙ୍କ ଉପରେ ପୁଲିସର ଏଣିକି କଡ଼ା ନଜର ରହିବ । ସରକାର ଆଣିଥିବା ନୂଆ ଗାଇଡଲାଇନରେ ସିମ କିଣାବିକାକୁ ନେଇ କିଛି ନୂଆ ନିୟମ ଲାଗୁ ହେବ । ପୂର୍ବରୁ ଗୋଟିଏ ପରିଚୟପତ୍ରରେ ୯ଟି ସିମକାର୍ଡ…

ଉଡନ୍ତା ବିମାନରେ ଚାଲିଗଲା ପାଇଲଟଙ୍କ ଜୀବନ: ମିଆମିରୁୁ ଚିଲ୍ଲି ଯାଉଥିବା ସମୟରେ ଲାଟାମ ଏୟାରଲାଇନ୍ସରେ ଘଟିଛି ଅଘଟଣ

କନକ ବ୍ୟୁରୋ: ମଝି ଆକାଶରେ ଚାଲିଗଲା ପାଇଲଟଙ୍କ ଜୀବନ । ମିଆମିରୁ ଚିଲିକୁ ଯାଉଥିବା ବିମାନର ପାଇଲଟଙ୍କ ମୃତ୍ୟୁ ହୋଇଛି । ବିମାନକୁ ପାନାମାରେ ଜରୁରୀକାଳିନ ଅବତରଣ କରାଯାଇଥିଲା । ମୃତ୍ୟୁର ୩ ଘଂଟା ପୂର୍ବରୁ ପାଇଲଟ ଜଣକ ଅସୁସ୍ଥ ଅନୁଭବ କରିଥିଲେ । ବାଥରୁମରେ ଖସିପଡିଥିଲେ ପାଇଲଟ୍ । ପରେ…

ନୌସେନାରେ ସାମିଲ ହେଲା ସମୁଦ୍ରର ନୂଆ ରକ୍ଷକ ଆଇଏନଏସ ବିନ୍ଧ୍ୟଗିରି: କେଲୋକାତା ରିଚ୍ ସିଫ୍ ଡକ୍ୟାଡରେ ତିଳକ ଲଗାଇ,…

କନକ ବ୍ୟୁରୋ: ବଢିଲା ଭାରତୀୟ ନୌସେନାର ଶକ୍ତି । ଆଧୁନିକ ଯୁଦ୍ଧ ଜାହାଜ ଆଇଏନଏସ ବିନ୍ଧ୍ୟଗିରିର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ । ନଡିଆ ବାଡେଇ , ଚନ୍ଦନ ଲଗାଇ ରାଷ୍ଟ୍ରପତି ମୁର୍ମୁ ହୁଗଲି ନଦୀ କୂଳରେ ଅବସ୍ଥିତ ଗାର୍ଡେନ ରିଚବିଲ୍ଡସ ଓ ଇଂଜିନିୟରିଂ ଲିମିଟେଡ ପରିସରରେ…

ଅଜିତଙ୍କୁ ଢାଲ କରି ଶରଦ ପାୱାରଙ୍କୁ ବିଜେପି ଦେଇଛି କି ବଡ ଅଫର? ବିରୋଧୀ ଦଳ ନେତା ବିଜୟ ୱାଡିଟିୱାର କଲେ ଦାବି

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଚାଲିଛି ହଲଚଲ । ଏହା ଭିତରେ ବିରୋଧୀ ଦଳ ନେତା ବିଜୟ ୱାଡିଟିୱାରଙ୍କ ଏକ ଦାବିକୁ ନେଇ ଖୁବ ଚର୍ଚ୍ଚା ଚାଲିଛି । ବିରୋଧୀ ଦଳ ତଥା କଂଗ୍ରେସ ନେତା ବିଜୟ ୱାଡିଟିୱାର କହିଛନ୍ତି ଉଭୟ ଶରଦ ଓ ଅଜିତଙ୍କ ମଧ୍ୟରେ ରୀତିମତ ଗୁପ୍ତ ବୈଠକ ବସୁଛି । ବିଜେପି ୨୦୨୪…

ଟାଇମ୍ସ ନାଓର ଓପିନିୟନ ସର୍ଭେ ରିପୋର୍ଟ: ଏନଡିଏକୁ ମିଳିପାରେ ୨୯୬ରୁ ୩୨୬ ଆସନ

କନକ ବ୍ୟୁରୋ: ସାରା ଦେଶରେ ୨୦୨୪ ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । କେଉଁ ଆସନରେ କିପରି ନିର୍ବାଚନ ଲଢାଯିବ ସେନେଇ ଘନ ଘନ ବୈଠକ ମଧ୍ୟ ବସୁଛି । ଏହାରି ଭିତରେ ଏକ ସର୍ଭେ ପୋଲ ଆସିଛି । ସର୍ଭେ ଅନୁସାରେ ପୁଣି ସରକାର ଗଢ଼ିପାରେ ଏନଡିଏ । ପ୍ରଧାନମନ୍ତ୍ରୀ…