Daily Archives

August 21, 2023

ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଭୁପେଶ ବଘେଲଙ୍କ ମହାନତା: ଭିଡ ଭିତରେ ସାପକୁ ନମାରି କହି ଦେଖାଇଲେ ଜୀବ ଦୟା

କନକ ବ୍ୟୁରୋ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘଲଙ୍କ ମହାନତା । ସାପଟିକୁ ମାରିବାକୁ ମନାକଲେ ଭୂପେଶ ବାଘଲ । ଏକ ସାମ୍ବାଦିକ ସମ୍ମିଳନୀରେ ଥିବା ସମୟରେ ଗହଳି ମଧ୍ୟକୁ ଏକ ସାପ ପଶି ଆସିଥିଲା । ଯାହାକୁ ଦେଖି ଅନ୍ୟମାନେ ଭୟଭୀତ ହୋଇଥିବାବେଳେ ସାପଟିକୁ କ୍ଷତି ନ ପହଁଚାଇବାକୁ କହିଥିଲେ । ତେବେ…

ଦେଶରେ ଲମ୍ବିଛି ଦୁର୍ନୀତିର ଚେର: ଗୋଟିଏ ବର୍ଷରେ ଦେଶରେ ଏକ ଲକ୍ଷ ୧୫ ହଜାର ଦୁର୍ନୀତି ହୋଇଥିବା ସିଭିସି ରିପୋର୍ଟରେ…

କନକ ବ୍ୟୁରୋ: ସବୁଠି ଦୁର୍ନୀତିର ଛାୟା । ଦେଶର ଦୁର୍ନୀତି ଏତେ ମାତ୍ରାରେ ବଢ଼ି ଗଲାଣି ଯେ ଯେଉଁଠି ଖୋଜିବେ ସେଠି ପାଇବେ ଦୁର୍ନୀତିର ଗନ୍ଧ । ତେବେ ଦେଶରେ ବର୍ଷକରେ ୧ ଲକ୍ଷ ୧୫ ହଜାର ଦୁର୍ନୀତି ଅଭିଯୋଗ ଆସିଛି । ଏନେଇ ସେଂଟ୍ରାଲ ଭିଜିଲାନ୍ସ ଆୟୋଗ ବା ସିଭିସି ପକ୍ଷରୁ ରବିବାର ଏକ ରିପୋର୍ଟ…

୭ ନାବାଳିକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଲଣ୍ଡନ ନର୍ସଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ମାଂଚେଷ୍ଟର କ୍ରାଉନ କୋର୍ଟ…

କନକ ବ୍ୟୁରୋ: ଇଂଲଣ୍ଡର ଏକ ହସ୍ପିଟାଲରେ ୭ ନବଜାତକୁ ହତ୍ୟା ଘଟଣାରେ ମାଚେଂଷ୍ଟର ହସପିଟାଲରେ ନର୍ସ ଲୁସି ଲେଟବାୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ଥାନୀୟ କୋର୍ଟ । ଗିରଫର ୩ବର୍ଷ ପରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଲଣ୍ଡନ ମାଚେଂଷ୍ଟର ହସପିଟାଲରେ ନର୍ସ ଲୁସି ଲେଟବାୟ । ନବଜାତ…

କଂଗ୍ରେସର କଟାକ୍ଷ ବନାମ ବିଜେପିର ବିଶ୍ୱାସ: ୨୪ ନିର୍ବାଚନ ପୂର୍ବରୁ ସୋସିଆଲ ମିଡିଆରେ ଦମ ଦେଖାଇଲେ ବିଜେପି ଓ କଂଗ୍ରେସ

କନକ ବ୍ୟୁରୋ: କଂଗ୍ରେସର କଟାକ୍ଷ ବନାମ ବିଜେପିର ବିଶ୍ୱାସ । ସୋସିଆଲ ମିଡିଆରେ ଦୁଇ ରାଜନୈତିକ ଦଳ ପକ୍ଷରୁ ଜାରି କରାଯାଇଥିବା କାର୍ଟୁନ ଭିଡିଓ ଏବେ ଚର୍ଚ୍ଚାର ବିଷୟ ହୋଇଛି । ଗତ ୨୦ ତାରିଖରେ ପ୍ରଥମେ ବିଜେପି ପକ୍ଷରୁ ଏକ ଭିଡିଓ ଜାରି କରାଯାଇଥିଲା । ଏଥିରେ ଦୁର୍ନୀତି, ପରିବାରବାଦ ଓ…

ପ୍ରତ୍ୟାହାର ହେଲା ନୋଟିସ, ସନ୍ନି ଦେଓଲଙ୍କୁ ମିଳିଲା ଆଶ୍ୱସ୍ତି: ୨୪ ଘଂଟା ଭିତରେ ଘର ନିଲାମ ନୋଟିସ ଫେରାଇ ନେଲା…

କନକ ବ୍ୟୁରୋ: ପ୍ରଥମେ ମିଳିଲା ନୋଟିସ, ୨୪ ଘଂଟା ଭିତରେ ପ୍ରତ୍ୟାହାର ମଧ୍ୟ ହେଲା । ଅଭିନେତା ତଥା ବିଜେପି ନେତା ସନ୍ନି ଦେଓଲଙ୍କୁ ମିଳିଛି ଆଶ୍ୱସ୍ତ । ୫୬କୋଟି ଋଣ ସୁଝନଥିବାରୁ ବ୍ୟାଙ୍କ ପକ୍ଷରୁ ତାଙ୍କ ବଙ୍ଗଳାକୁ ନିଲାମ କରିବାକୁ ବ୍ୟାଙ୍କ ନୋଟିସ ପଠାଇଥିଲା ।ତେବେ ବ୍ୟାଙ୍କ ଜାରି କରିଥିବା…

୨୦୨୪ ପାଇଁ କଂଗ୍ରେସର ବଡ ପ୍ରସ୍ତୁତି: ରବିବାର ସିଡବ୍ଲୁସିର ପୁର୍ନଗଠନ ପରେ ବଢିଲା ଚର୍ଚ୍ଚା

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜ ଘରକୁ ସଜାଡିବା ଆରମ୍ଭ କରିଛି । ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବେ ସର୍ବୋଚ୍ଚ ନିଷ୍ପତି ଗ୍ରହଣକାରୀ କମିଟି ବା ସିଡବ୍ଲ୍ୟୁସିର ପୁର୍ନଗଠନ କରିଛନ୍ତି । ସବୁଠୁ ବଡ କଥା ହେଉଛି ନିର୍ବାଚନ ପୂର୍ବରୁ ଦଳର ଭିତରେ ଥିବା କନ୍ଦଳ,…