Daily Archives

August 28, 2023

ପ୍ରଧାନମନ୍ତ୍ରୀ ରୋଜଗାର ମେଳା: ୫୧ ହଜାରରୁ ଅଧିକଙ୍କୁ ମିଳିଲା ନିଯୁକ୍ତି ପତ୍ର

କନକ ବ୍ୟୁରୋ: ରୋଜଗାର ମେଳାରେ ୫୧ହଜାରରୁ ଅଧିକ ସଂଖ୍ୟକ ନିଯୁକ୍ତିପତ୍ର ବାଟିଂଲେ ପ୍ରଧାନମନ୍ତ୍ରୀ ମୋଦୀ । ଅଷ୍ଟମ ସଂସ୍କରଣରେ ୪୫ଟି ସ୍ଥାନରେ ମେଳାର ଆୟୋଜନ କରାଯାଇଥିଲା । ଭିଡିଓ କନଫେରେନ୍ସିରେ ନିଯୁକ୍ତିପତ୍ର ବାଟିଂବା ସହ ସମ୍ବୋଧନ ମୋଦୀ କହିଛନ୍ତି ଅମୃତକାଳରେ ଅମୃତ ରକ୍ଷକ ହେଉଛନ୍ତି…

ପଞ୍ଚଭୂତରେ ଲୀନ ହେଲେ କବି ଡକ୍ଟର ଜୟନ୍ତ ମହାପାତ୍ର। ପୂରଣ ହୋଇପାରିଲାନି ଶେଷ ଇଚ୍ଛା

କନକ ବ୍ୟୁରୋ: ପଞ୍ଚଭୂତରେ ଲୀନ ହୋଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ଡକ୍ଟର ଜୟନ୍ତ ମହାପାତ୍ରଙ୍କ ପାର୍ଥିବ ଶରୀର । କଟକ ଖାନନଗର ସ୍ଥିତ ଶ୍ମଣାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । କିନ୍ତୁ ତାଙ୍କର ଶେଷ ଇଚ୍ଛା ପୂରଣ ହୋଇପାରିନି । ଖାନନଗର…

୨୦୨୪ ପାଇଁ ବିଜେପିର ମାଷ୍ଟରପ୍ଲାନ: କାହାକୁ ମିଳିବ ଟିକେଟ, କାହାର କଟିବ ଟିକେଟ, ତାକୁ ନେଇ ଦଳର ମାନସ ମନ୍ଥନ

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ବିଜେପି ତାର ରଣନୀତି ତିଆରି ଆରମ୍ଭ କରିଛି । ଯେଉଁଥିରେ ଯୁବ ବର୍ଗଙ୍କୁ ପ୍ରାଧାନ୍ୟ ଦିଆଯିବା ଉପରେ ଗୁରୁତ୍ୱାରୋପ କରିଛି ଦଳ । ସୂଚନା ଅନୁସାରେ ଦୁଇ ଥର ଲୋକସଭା ନିର୍ବାଚନ ଲଢିଥିବା ଚେହେରାଙ୍କୁ ସଂଗଠନ ଦାୟିତ୍ୱ ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ…

କଂଗ୍ରେସ ଟିମରୁ ଖେଳିବେ ପୂର୍ବତନ ହକି ଅଧିନାୟକ। ତଳସରାରୁ ନିର୍ବାଚନ ଲଢ଼ିବା ନେଇ ଦେଲେ ସଂକେତ

କନକ ବ୍ୟୁରୋ: ନିର୍ବାଚନ ଯେତେ ପାଖେଇ ଆସୁଛି, ସେତେ ହଲଚଲ ହେଉଛି ରାଜ୍ୟ ରାଜନୀତି । କିଏ କେଉଁଠୁ ନିର୍ବାଚନ ଲଢ଼ିବେ, ସେ ନେଇ ଏବେଠାରୁ ଆରମ୍ଭ ହେଲାଣି ଅଙ୍କକଷା । ପଡିଆରେ ହକି ଷ୍ଟିକ୍ ଧରୁଥିବା ଅଲିମ୍ପିଆନ ପ୍ରବୋଧ ତିର୍କୀ ଏବେ କଂଗ୍ରେସର ହାତ ଧରିବାକୁ ଯାଉଛନ୍ତି । ଆଉ ବଡ଼କଥା ହେଲା…

ଗୀତ ଗାଇ ଫାଇଭ-ଟି ସଚିବଙ୍କୁ ସମସ୍ୟା ଜଣାଇଲେ ପ୍ରଫୁଲ୍ଲ। ଘର ଖଣ୍ଡେ ଯୋଗାଇଦେବା ପାଇଁ କରୁଛନ୍ତି ଗୁହାରୀ

କନକ ବ୍ୟୁରୋ: ଗୀତରେ ଅଭିମାନ ଅଛି, ବ୍ୟବସ୍ଥା ପ୍ରତି ଅନାସ୍ଥା ଅଛି । ଗୀତ ଗାଇ ଗାଇ ଗୁହାରୀ ଜଣାଇବା ପଛରେ ଦୁଃଖ ଅଛି । ଫାଇଭ୍‌-ଟି ସଚିବଙ୍କୁ ନେହୁରା ହେଉଛନ୍ତି । ଘର ଖଣ୍ଡେ ଦେବା ପାଇଁ ଆକୁଳ ନିବେଦନ କରୁଛନ୍ତି । ଏଭଳି କିଛି କରିଛନ୍ତି ଯାଜପୁର ବ୍ୟାସନଗର ରଗଡ଼ି ଅଂଚଳର ପ୍ରଫୁଲ୍ଲ ଦାସ ।…

ବିଶ୍ୱ ଆଥଲେଟ୍ ଚାମ୍ପିୟନସିପରେ ଗୋଲଡେନ୍ ଥ୍ରୋ: ନୂଆ ଇତିହାସ ରଚିଲେ ନୀରଜ ଚୋପ୍ରା, ଦେଶ ପାଇଁ ପୁଣି ସୁନା ଆଣିଲେ ସୁନା…

କନକ ବ୍ୟୁରୋ: ବିଶ୍ୱ ଆଥଲେଟିକ୍ସ ଚମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜ ଚୋପ୍ରାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ ଚମିକିଲେ ନୀରଜ । ଦୀର୍ଘ ୪୦ ବର୍ଷ ପରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ନୀରଜ ଚୋପ୍ରା । ଏଥିସହ ସମସ୍ତ ବିଶ୍ୱସ୍ତରୀୟ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ପଦକ…