Monthly Archives

September 2023

ଏସୀୟ କ୍ରୀଡାରେ ସ୍କ୍ୱାସ୍ ଇଭେଂଟରେ ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ଜିତିଲେ ଭାରତୀୟ ଖେଳାଳି । ୩୬ରେ ପହଂଚିଲା ପଦକ…

କନକ ବ୍ୟୁରୋ : ଏସୀୟ କ୍ରୀଡାରେ ଭାରତକୁ ମିଳିଲାଣି ମୋଟ ୧୦ ସ୍ୱର୍ଣ୍ଣ । ଆଜି ସ୍କ୍ୱାସ୍ ଇଭେଂଟ ପାକିସ୍ତାନକୁ ହରାଇ ସ୍ୱର୍ଣ୍ଣ ଜିତିଛି ଭାରତ । ଭାରତର ସୌରଭ ଘୋଷାଲ, ଅଭୟ ସିଂ ଏବଂ ମହେଶ ମଙ୍ଗୋନକର ୨-୧ରେ ପାକିସ୍ତାନକୁ ହରାଇ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି । ସେପଟେ ଟେନିସ୍ ମିକ୍ସଡ୍…

ସମୁଦ୍ର ସୀମାର ଜଗୁଆଳି ହେବ ଅତ୍ୟାଧୁନିକ ଡ୍ରୋନ୍ । ନୌସେନାରେ ସାମିଲ ହେବ ଅଣ୍ଡର ୱାର୍ଟର ସ୍ୱାର୍ମ ଡ୍ରୋନ

କନକ ବ୍ୟୁରୋ : ସାମରିକ କ୍ଷେତ୍ରରେ ଆଉ ପାଦେ ଆଗେଇଲା ଭାରତ । ଗଭୀର ଜଳରାଶିରେ ଶତ୍ରୁଙ୍କୁ ଖୋଜିବ ଅଣ୍ଡରୱାଟର ସ୍ୱାର୍ମ ଡ୍ରୋନ । ନୌସେନାରେ ସାମିଲ ହେବ ନୂଆ ଟେକ୍ନୋଲୋଜିର ଡ୍ରୋନ ଅଣ୍ଡର ୱାଟର ଡ୍ରୋନ ସ୍ୱାର୍ମ । ପ୍ରଥମ ପର୍ଯ୍ୟାୟରେ ଭାରତୀୟ ସେନାରେ ୭୫ଟି ନୂଆ ଡ୍ରୋନ ସାମିଲ ହେବ ।…

ମହିଳା ସଂରକ୍ଷଣ ଆଇନକୁ ନେଇ ଆରଜେଡି ନେତାଙ୍କ ବିବାଦୀୟ ବୟାନ । ସମାଲୋଚନା ପରେ କ୍ଷମା ମାଗିଲେ ଅବଦୁଲ ବାରୀ ସିଦ୍ଦିକି

କନକ ବ୍ୟୁରୋ : ଆଇନରେ ପରିଣତ ହେଲା ମହିଳା ସଂରକ୍ଷଣ ବିଲ । ଯାହାକୁ ନେଇ ସାରା ଦେଶରେ ବେଶ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଏହି ଗୁରୁତ୍ୱପୂର୍ଣ୍ଣ ଆଇନକୁ ଗୋଟେ ପଟେ ବେଶ ଚର୍ଚ୍ଚା ଚାଲିଥିବାବେଳେ ବର୍ତମାନ ଆରଜେଡି ନେତା ଏମିତି କିଛି ବୟାନ ଦେଇଛନ୍ତି ଯାହାକୁ ନେଇ  ବିବାଦ ଆରମ୍ଭ…

ଆମେରିକାରେ ସଟଡାଉନ ଆଶଙ୍କା । ୧ରୁ ଠପ୍ ହେବ ଶକ୍ତିଶାଳୀ ରାଷ୍ଟ୍ର ! ଆତଙ୍କରେ ଆମେରିକା, ଚିନ୍ତାରେ ବିଶ୍ୱ

କନକ ବ୍ୟୁରୋ : ଆର୍ଥିକ ସଙ୍କଟର ସମାଧାନ ନମିଳିଲେ ଠପ୍ ହୋଇଯିବ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ସରକାର ଚାଲିବା ପାଇଁ ଯେଉଁ ପାଣ୍ଠିର ଆବଶ୍ୟକ ରହିଛି ସେନେଇ ଆମେରିକା ସଂସଦରେ ସରକାରୀ ଓ ବିରୋଧୀଙ୍କ ମଧ୍ୟରେ ସହମତି ହୋଇପାରୁନି । ସେପ୍ଟେମ୍ବର ୩୦ ସୁଦ୍ଧା ସମାଧାନ ନବାହାରିଲେ…

ଆମେରିକାରୁ, କାନାଡାକୁ କଡା ନିନ୍ଦା । ଟ୍ରୁଡୋ ପ୍ରଶାସନ ଉପରେ ବର୍ଷିଲେ ଜୟଶଙ୍କର , ‘ଭାରତ ଅନ୍ୟଠାରୁ ବାକସ୍ୱାଧିନତା…

କନକ ବ୍ୟୁରୋ : ବାକସ୍ୱାଧିନତା କଣ ତାହା ଆମର ଅନ୍ୟମାନଙ୍କଠାରୁ ଶିଖିବା ଦରକାର ନାହିଁ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ଆମେରିକା ଗସ୍ତରେ ଥିବା ଜୟଶଙ୍କର ଶୁକ୍ରବାର ୱାସିଂଟନ୍ରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ କାନାଡାକୁ କଡା ନିନ୍ଦା କରିଛନ୍ତି ।…

ଅକ୍ଟୋବର ୧୩ରେ ନିଲାମ ହେବ ବଡ଼ମ୍ବା ଚିନିକଳ । ପ୍ରତିବାଦରେ ବିଜେପିର ଜନ ଆକ୍ରୋଶ ସମାବେଶ

କନକ ବ୍ୟୁରୋ: ବଡ଼ମ୍ବା ଚିନିକଳ ନିଲାମ ପ୍ରତିବାଦରେ ବିଜେପିର ବିଶାଳ ଜନ ଆକ୍ରୋଶ ସମାବେଶ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ଚନ୍ଦ୍ର ବେହେରାଙ୍କ ସମେତ ବହୁ ବରିଷ୍ଠ ନେତା ସମାବେଶରେ ଯୋଗ ଦେବା ସହ ସରକାରଙ୍କ ଉଦାସୀନତା ବିରୋଧରେ ବର୍ଷିଛନ୍ତି…