Daily Archives

August 12, 2023

ଦେଶରେ ବଦଳିବ ଇଂରେଜ ଅମଳର ଆଇନ । ମହିଳାଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ, ନାବାଳିକାଙ୍କ ସହ ଅପରାଧ ପାଇଁ ମୃତ୍ୟୁଦଣ୍ଡ

କନକ ବ୍ୟୁରୋ : ମହିଳାଙ୍କ ବିରୋଧରେ ଅପରାଧ ଓ ସାମାଜିକ ସମସ୍ୟାର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ନୂଆ ବ୍ୟବସ୍ଥା । ପ୍ରଥମ ଥର ପାଇଁ ବିବାହ, ଚାକିରି ଓ ପଦୋନ୍ନତିର ମିଥ୍ୟା ପ୍ରତିଶ୍ରୁତି ଆଧାରରେ ଏବଂ ମିଥ୍ୟା ପରିଚୟ ଆଧାରରେ ଶାରୀରିକ ସମ୍ପର୍କକୁ ଅପରାଧ ବୋଲି ବିବେଚନା କରାଯିବାର…

ସଂସଦରେ ବର୍ଷିବା ପରେ ପୁଣି ଥରେ ବିରୋଧୀଙ୍କୁ କଡ଼ା ସମାଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି । କହିଲେ ମଣିପୁର ପ୍ରତି…

କନକ ବ୍ୟୁରୋ : ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଜିତିବା ପରେ ଏବେ ମୋଦୀ ସରକାରଙ୍କ ଆତ୍ମବିଶ୍ୱାସ ଅଧିକ ହୋଇଛି । ପୂର୍ବରୁ ଯେତିକି ଆକ୍ରଣାତ୍ମକ ଥିଲେ ଏବେ ଆଉ ଟିକେ ବଢ଼ିଯାଇଛି । ନିକଟରେ ସଂସଦଭବନରେ ଅନାସ୍ଥା ପ୍ରସ୍ତାବ ଉପରେ ବିବୃତି ଦେଇ ବିରୋଧୀଙ୍କ ଉପରେ ବର୍ଷିଥିଲେ…

ଶ୍ରୀନଗରରେ ଭାରତର ସୁରକ୍ଷା କବଚ । ମୁତୟନ ହେଲା ମିଗ-୨୯ ଯୁଦ୍ଧ ବିମାନ, ପଡ଼ୋଶୀ ପାକିସ୍ତାନ ଓ ଚୀନକୁ ଚେତାବନୀ

କନକ ବ୍ୟୁରୋ : ଏଣିକି ନିଜ ଶତ୍ରୁକୁ ଆହୁରି କଡ଼ା ଜବାବ ଦେବ ଭାରତ । ଭାରତୀୟ ବାୟୁସେନାର ଶ୍ରୀନଗର ଏୟାରବେସରେ ମିଗ-୨୯ ଫାଇଟର ଜେଟର ସ୍କ୍ୱାଡ଼୍ରନ ନିୟୋଜିତ କରାଯାଇଛି । ଅତ୍ୟାଧୁନିକ ଜ୍ଞାନକୈାଶଳ ପ୍ରୟୋଗ କରି ପ୍ରସ୍ତୁତ କରାଯାଇଥିବା ଏହି ମିଗ୍-୨୯ ଫାଇଟର ଜେଟ ଏବେ ପାକିସ୍ତାନ ଓ ଚୀନ…

ଇଏସଆଇ ଅର୍ଥ ହେରଫେରରେ ଫସିଗଲେ ଅଭିନେତ୍ରୀ ତଥା ରାଜନେତ୍ରୀ ଜୟପ୍ରଦା । ରାଜ୍ୟଶ୍ରମ ବିଭାଗ ପକ୍ଷରୁ ଦାୟର ପିଟିସନର…

କନକ ବ୍ୟୁରୋ : ଅଭିନେତ୍ରୀ ତଥା ନେତ୍ରୀ ଜୟା ପ୍ରଦାଙ୍କୁ ୬ ମାସ ଜେଲ୍ଦଣ୍ଡ । ୫ହଜାର ଟଙ୍କା ଜୋରିମାନା ଦେବେ ଅଭିନେତ୍ରୀ ଜୟା ପ୍ରଦା । ନିଜ କର୍ମଚାରୀଙ୍କୁ ସଠିକ ବେତନ ଦେଉନଥିବା ଅଭିଯୋଗରେ ଜୟା ପ୍ରଦା ଚେନ୍ନାଇର ଏଗମୋ ମାଜିଷ୍ଟ୍ରେଟ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି…

ଦେଶରେ କମିପାରେ ଟମାଟୋ ଟେନସନ । ଭାରତକୁ ଶସ୍ତା ଦରରେ ଟମାଟୋ ରପ୍ତାନୀ କରିବ ନେପାଳ

କନକ ବ୍ୟୁରୋ : ଟମାଟୋର ମାତ୍ରାଧିକ ଦରବୃଦ୍ଧି ଯୋଗୁଁ ସୃଷ୍ଟି ହୋଇଥିବା ଚିନ୍ତା ଏବେ ଦୂର ହୋଇପାରେ । କାରଣ ଶସ୍ତା ମୂଲ୍ୟରେ ଭାରତକୁ ଟମାଟୋ ଯୋଗାଇବ ନେପାଳ । ଆକାଶଛୁଆଁ ଟମାଟୋ ମୂଲ୍ୟ ହ୍ରାସ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଥିବାବେଳେ ନେପାଳର ସାହାଯ୍ୟ ଲୋଡ଼ିଛନ୍ତି । ଆଉ ଭାରତ କଥାରେ…

ଆଇନରେ ପରିଣତ ହେଲା ଦିଲ୍ଲୀ ସେବା ବିଲ । ଅଧ୍ୟାଦେଶରେ ମୋହର ମାରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କନକ ବ୍ୟୁରୋ : ଆଇନରେ ପରିଣତ ହେଲା ଦିଲ୍ଲୀ ସେବା ବିଲ୍ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଲକୁ ଅନୁମୋଦନ କରିଛନ୍ତି । କେନ୍ଦ୍ରସରକାର ଏନେଇ ଏକ ଅଧିସୂଚନା ଜାରି କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅଗଷ୍ଟ ୧ ତାରିଖରେ ସଂସଦରେ ଦିଲ୍ଲୀ ସରକାର ସଂଶୋଧନ ବିଲ ଆଗତ କରିଥିଲେ ।…