Daily Archives

August 10, 2023

ଦୁଇବର୍ଷ ପରେ ପରଦାରେ ରଜନୀକାନ୍ତ । ଚଳଚ୍ଚିତ୍ର ‘ଜେଲର’କୁ ନେଇ ଖୁବ ଚର୍ଚ୍ଚା, ପ୍ରଶଂସକଙ୍କ ମନରେ ଉତ୍ସାହ, ଖୁସି

କନକ ବ୍ୟୁରୋ : ବାଜୁଛି ବାଜା, ଫୁଟୁଛି ବାଣ, ନାଚୁଛନ୍ତି ହଜାର ହଜାର ସିନେପ୍ରେମିକ । ସତେ ଯେମିତି କୈାଣସି ଏକ ବଡ଼ ଉତ୍ସବକୁ ଏମାନେ ପାଳୁଛନ୍ତି । ଡ଼ିଜେ ବଜାଇ ଗୀତ ଗାଇ ଖୁବ ଧୁମଧାମରେ ବିଭିନ୍ନ ପ୍ରେକ୍ଷାଳୟ ବାହାରେ ଦେଖିବାକୁ ମିଳିଛି ଉତ୍ସବ । ଏତେ ସବୁ ପ୍ରସ୍ତୁତି କେବଳ ଆଉ କେବଳ ଜଣଙ୍କ…

କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ମହିଳା ଓ ସନ୍ତାନଙ୍କୁ ଏକାକୀ ଲାଳନ ପାଳନ କରୁଥିବା ପୁରୁଷଙ୍କ ପାଇଁ ଖୁସି ଖବର,…

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ମହିଳା ଓ ସନ୍ତାନଙ୍କୁ ଏକୁଟିଆ ଲାଲନ ପାଳନ କରୁଥିବା ପୁରୁଷ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ପିଲାଙ୍କ ଲାଳନପାଳନ ପାଇଁ ଚାକିରି କାଳର ମଧ୍ୟରେ ମିଳିବ ମୋଟ ୭୩୦ଦିନ ଛୁଟି । ପିଲାଙ୍କୁ ୧୮ବର୍ଷ ହେବା ଯାଏଁ ଏହୀ ୭୩୦ଦିନର ଛୁଟି…

ମହାରାଷ୍ଟ୍ରରୁ ଆସିଲା ଅପହରଣ ଲାଇଭ ଦୃଶ୍ୟ । ମ୍ୟୁଜିକ କମ୍ପାନୀ ସିଇଓଙ୍କୁ ଅପହରଣ କଲେ ଶିବସେନା ସିନ୍ଦେ ଗୋଷ୍ଠୀ…

କନକ ବ୍ୟୁରୋ : ଗୋରେଗାଓଁରେ ଥିବା ଏହି କମ୍ପାନୀର ନାଁ ହେଉଛି ଗ୍ଲୋବଲ ମ୍ୟୁଜିକ ଜଙ୍କସନ । ବୁଧବାର ଦିନ ଦ୍ୱିପହରରେ ହଠାତ ୧୦ରୁ ୧୫ଜଣ ଯୁବକ ସୁରକ୍ଷାବଳୟ ଭେଦ କରି ହଠାତ କମ୍ପାନୀ ଭିତରକୁ ପଶିଥିଲେ    । କେହି କିଛି ବୁଝିବା ଆଗରୁ ମ୍ୟୁଜିକ କମ୍ପାନୀର ସିଇଓ ରାଜକୁମାର ସିଂଙ୍କୁ ଅପହରଣ…

ଚନ୍ଦ୍ରାୟାନ ଥ୍ରୀରୁ ମିଳିଲା ଉଭୟ ପୃଥୀବୀ ଓ ଚନ୍ଦ୍ରର ଫଟୋ । ଚନ୍ଦ୍ରୟାନ ଲ୍ୟାଣ୍ଡର ଇମେଜର କ୍ୟାମେରା ଉଠିଥିବା ଫଟୋକୁ…

କନକ ବ୍ୟୁରୋ : ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରଯାନ-୩ । ଚନ୍ଦ୍ରର କକ୍ଷପଥରେ ପହଁଚିସାରିଛି ଚନ୍ଦ୍ରଯାନ ଥ୍ରି । ତେବେ ଚନ୍ଦ୍ରୟାନ ଲ୍ୟାଣ୍ଡର ଇମେଜର କ୍ୟାମେରା ପୃଥିବୀ ଓ ଚନ୍ଦ୍ରର ଫଟୋ ପଠାଇଛି । ଯାହାକୁ ଟୁଇଟ କରିଛି ଇସ୍ରୋ । ଚନ୍ଦ୍ରର ତୃତୀୟ କକ୍ଷପଥରେ ପହଁଚିବା ଗୋଟେ ଦିନ ପରେ…

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି : ୫ଟି ଉପକ୍ରମରେ ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ପିଲାମାନଙ୍କୁ…

କନକ ବ୍ୟୁରୋ : ରାଜ୍ୟର ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପରି ମାଗଣା ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ୫ଟି ଉପକ୍ରମରେ ଏହି ଯୋଜନା ହାତକୁ…

ଫିଲ୍ମ ଷ୍ଟାଇଲରେ ଗୋଡାଗୋଡି ହେଲେ ପୋଲିସ ଓ ମଦ ମାଫିଆ, ଶେଷରେ କୌଶଳ କ୍ରମେ ବାନ୍ଧିଲା ପୋଲିସ

କନକ ବ୍ୟୁରୋ : ବଲିଉଡ୍ ଫିଲ୍ମର ଦୃଶ୍ୟ ଭଳି ଆଗ ପଟୁ ଆସୁଥିଲା ଚୋରା ମଦ ଭର୍ତି ଥିବା ମାଫିଆଙ୍କ ସ୍କର୍ପିଓଙ୍କ ଗାଡି । ସେହି ରାସ୍ତାରେ ଆରପଟୁ ଆସୁଥିିଲା ଅବକାରୀ ପୋଲିସ ଟିମ୍ । ପୋଲିସ ଗାଡିକୁ ଦେଖି ମଦ ମାଫିଆମାନେ ସେମାନଙ୍କ ଗାଡିକୁ ପଛକୁ ପଛକୁ ନେଇଥିଲେ । ଫେରାର ହୋଇଯିବାକୁ ଉଦ୍ୟମ…