Daily Archives

August 20, 2023

ପେପର ପ୍ଲେଟ୍ ଓ ଗିନା ପ୍ରସ୍ତୁତ କରି ରୋଜଗାରର ବାଟ ବାଛିଛନ୍ତି ଯୋଡ଼ା ଖଣି ଅଂଚଳର ମହିଳା । ବଳକା ସମୟକୁ ଉପଯୋଗ କରି…

କନକ ବ୍ୟୁରୋ : ଖଣି ଅଂଚଳର ଉଦ୍ୟମି ମହିଳା । ଏସଏଚଜି ଗ୍ରୁପ୍ ଗଠନ କରି ପ୍ରସ୍ତୁତ କରୁଛନ୍ତି ପେପର ପ୍ଲେଟ୍ । ଘରକାମ ସାରି ବଳକା ସମୟକୁ ଉପଯୋଗ କରି ହେଉଛନ୍ତି ଆତ୍ମନିର୍ଭରଶିଳ । ଅନ୍ୟ ଉପରେ ନିର୍ଭର କରିବା ଅପେକ୍ଷା ନିଜସ୍ୱ ଉଦ୍ୟମରେ ବେଶ ଦୁଇପଇସା ରୋଜଗାର କରୁଛନ୍ତି ଏହି ମହିଳା ମାନେ ।…

ରାଜଧାନୀରେ ଥମୁନି ଡେଙ୍ଗୁ ଆତଙ୍କ: ରାଜ୍ୟରେ ୨୩୦୦ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

କନକ ବ୍ୟୁରୋ: ରାଜଧାନୀ ଏବେ ପାଲଟିଛି ଡେଙ୍ଗୁର ହବ । ଭୁବନେଶ୍ୱର ପ୍ରିୟଦର୍ଶିନୀ ମାର୍କେଟ ଡ଼େଙ୍ଗୁର ହଟସ୍ପଟ ପାଲଟିପାରେ ବୋଲି ଆଶଙ୍କା କରାଯାଉଛି । ଗତ  ୧୫ ଦିନରେ ୧୫ ଜଣ  ବ୍ୟବସାୟୀ  ଡ଼େଙ୍ଗୁରେ ଆକ୍ରାନ୍ତ ହୋଇଥିବାବେଳେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ରାଜ୍ୟରେ ବର୍ତମାନ…

ବିଟେକ୍ ଇଞ୍ଜିନିୟରଙ୍କ ବହୁମୁଖୀ ଚାଷ । ମହୁ, ମାଛ, କୁକୁଡ଼ା, ଫଳ ଓ ପନିପରିବାର ଚାଷ କରୁଛନ୍ତି ନୟାଗଡ଼ର ଯୁବ ଚାଷୀ…

କନକ ବ୍ୟୁରୋ : ବର୍ତମାନ ସମୟରେ ଚାଷବାସ ଅପେକ୍ଷା ବାହାର ରାଜ୍ୟରେ ଦାଦନ ଖଟିବାକୁ ଉଚିତ ମନେକରୁଛନ୍ତି ଯୁବବର୍ଗ । ଚାଷକାମକୁ କଷ୍ଟକର ଭାବି ଜମିରୁ ମନ ଫେରାଇ ନେଉଛନ୍ତି । ଏଭଳି ସ୍ଥିତିରେ ନିଜର ଉଚ୍ଚଶିକ୍ଷାକୁ ପଛରେ ପକାଇ ଚାଷକୁ ଆଦରି ନେଇଛନ୍ତି ଜଣେ ଯୁବ ଇଂଜିନିୟର । ଇଂଟିଗ୍ରେଟେଡ…

ହୋଟେଲରୁ ବଳକା ଖାଦ୍ୟ ସଂଗ୍ରହ କରି ଘୁଷୁରି ଚାଷ କରୁଛନ୍ତି କନ୍ଧମାଳର ପ୍ରେମଶିଳା । ନିଜେ ସ୍ୱାବଲମ୍ବୀ ହେବା ସହ…

କନକ ବ୍ୟୁରୋ : କନ୍ଧମାଳ ଘୁ.ଉଦୟଗିରି ବ୍ଳକ ପାଙ୍ଗାନାଜୁ ଗାଁର ସଫଳ ମହିଳା ପ୍ରେମଶୀଳା । ହୋଟେଲରେ ଫୋପଡ଼ା ହେଉଥିବା ବଳକା ଖାଦ୍ୟକୁ ସଂଗ୍ରହ କରି ସେ ଘୁଷୁରି ମାନଙ୍କୁ ଖାଇବାକୁ ଦିଅନ୍ତି । ଗୋଟିଏ ଘୁଷୁରିରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ଏବେ ୫୦ ଘୁଷୁରିରେ ପହଂଚିଲାଣି । ଏହି ଘୁଷୁରି…

କୋରାପୁଟ ଜିଲ୍ଲା ପ୍ରଶାସନର ଆଖି ଖୋଲିଦେଲା କୁନିଝିଅ ସୋନାଲି: ପଦୁଗୁଡା ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ବିଡିଓ…

କନକ ବ୍ୟୁରୋ: ମଙ୍ଗଳାବର ସ୍ୱାଧୀନତା ଦିବସରେ କୁନିପିଲା ସୋନାଲିର ଭିଡିଓ ଏବେ ପ୍ରଶାସନର ଆଖି ଖୋଲିଦେଇଛି । ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ବେଳେ ଦଶମନ୍ତପୁର ବ୍ଲକ ଲୁଲା ପଂଚାୟତର ପଦୁଗୁଡାର ସମସ୍ୟାକୁ ମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଆଗରେ ଅଭିନୟ କରି ଦେଖାଇଥିଲେ ସୋନାଲି ଯାହା ଏବେ ସାରା…

ଆଗକୁ ଆସୁଛି ପାର୍ବଣର ରୁତୁ । ପୂଜା ସାମଗ୍ରୀ ପ୍ରସ୍ତୁତ କରି ଭଲ ରୋଜଗାରର ଆଶା ରଖିଛନ୍ତି ବାଲେଶ୍ୱର ସୋର ଅଂଚଳର ମହିଳା

କନକ ବ୍ୟୁରୋ : ଆଗକୁ ଆସୁଛି ପାର୍ବଣର ରୁତୁ । ରାକ୍ଷୀ ପୂର୍ଣ୍ଣିମା, ଗଣେଷ ପୂଜା, ବିଶ୍ୱକର୍ମା ପୂଜା, ଦୂର୍ଗାପୂଜା ଭଳି ଅନେକ ପର୍ବ ଆସୁଛି । ଆଉ ପୂଜା ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ଗୁଡ଼ିକ ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି ବାଲେଶ୍ୱର ବାହାନଗା ବ୍ଲକ ସୁଠଙ୍ଗ ଅଂଚଳର ମହିଳା ମାନେ ।…