Daily Archives

August 26, 2023

ଅଳ୍ପକେ ବର୍ତିଲା ବଡ଼ ଟ୍ରେନ୍ ଦୁର୍ଘଟଣା। ବିଳାସପୁର ଜଙ୍କସନର କିଛି ଦୂରରେ ଗୋଟିଏ ଟ୍ରାକରେ କଳିଙ୍ଗ ଉତ୍କଳ ଏକ୍ସପ୍ରେସ…

କନକ ବ୍ୟୁରୋ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ପୁରୀ-ଋଷକେଶ କଳିଙ୍ଗ ଉକ୍ରଳ ଏକ୍ସପ୍ରେସ । ଛତିଶଗଡର ବିଳାସପୁର ଜଙ୍କସନଠାରୁ ମାତ୍ର ଅଳ୍ପ ଦୂରରେ ଏଭଳି ଘଟଣା ଘଟିଛି । କଳିଙ୍ଗ ଉତ୍କଳ ଏକ୍ସପ୍ରେସ ସହ ମୁହାଁମୁହିଁ ହୋଇଥାନ୍ତି ଆଉ ଏକ ଯାତ୍ରୀବାହୀ ଟ୍ରେନା ତେବେ ଲୋକ ପାଇଲଟଙ୍କ ଉପସ୍ଥିତ…

ଜୀ-ସାର୍ଥକରେ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ଯୋଡ଼ିଙ୍କ ଶୁଭବିବାହ, ଆସନ୍ତା ରବିବାର ସନ୍ଧ୍ୟା ୬ଟାରେ ଅମ୍ବର ଓ ଧାରାଙ୍କ…

କନକ ବ୍ୟୁରୋ: ଓଡିଶାର ନମ୍ବର-୧ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ଜୀସାର୍ଥକରେ ଲୋକାଦୃତ ପାଲଟିଥିବା ‘ସୁନା ଝିଅ’, ‘ତୁ ଖରା ମୁଁ ଛାଇ’,'ଆମ ଝିଲୀ','ମୁ ଵି ବିଜୟିନୀ 'ଏବଂ ‘ଖୁସିର…

ପ୍ରଶଂସା ଆଳରେ ଡୋନାଲ୍ଟ୍ର ଟ୍ରମ୍ପଙ୍କୁ କଟାକ୍ଷ କଲେ ଆମେରିକା ରାଷ୍ଟ୍ରପତି । ଜେଲ ମଗସୁଟ ଫଟୋକୁ ଦେଖି ପୂର୍ବ…

କନକ ବ୍ୟୁରୋ : ପ୍ରଶଂସା ଆଳରେ କଟାକ୍ଷ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହ୍ୟାଣ୍ଡସମ କହି କଟାକ୍ଷ କଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଟ୍ରମ୍ପଙ୍କ ମଗସୁଟ ଫଟୋକୁ ଦେଖି ବାଇଡେନ କହିଛନ୍ତି ଟ୍ରମ୍ପ ଜଣେ ହ୍ୟାଣ୍ଡସମ ବ୍ୟକ୍ତି । ଏହି ଫଟୋରେ ଟ୍ରମ୍ପ କୋଟ, ଟାଏ…

ମୃତ୍ୟୁକାଳୀନ ଜମାନବନ୍ଦୀ: ସୁପ୍ରିମକୋର୍ଟଙ୍କ ବଡ ରାୟ। ମିଛ ହୋଇପାରେ ମୃତ୍ୟୁକାଳୀନ ଜମାନବନ୍ଦୀ?

କନକ ବ୍ୟୁରୋ: ମୃତ୍ୟୁକାଳୀନ ଜମାନବନ୍ଦୀଙ୍କୁ ଆଧାର କରି ଅନେକ ସମୟରେ କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଥାନ୍ତି । ଦଣ୍ଡବିଧାନ କରିଥାନ୍ତି । ହେଲେ, ଏବେ ମୃତ୍ୟୁକାଳୀନ ଜମାନବନ୍ଦୀକୁ ନେଇ ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ବଡ ରାୟ ଦେଇଛନ୍ତି । ବିଚାରପତି ବିଆର ଗୱାଇ, ଜେବି…

ଉତରପ୍ରଦେଶ ବିଦ୍ୟାଳୟରୁ ଆସିଲା ଅଭାବନୀୟ ଘଟଣା । ମୁସଲିମ ଛାତ୍ରଙ୍କୁ ହିନ୍ଦୁ ସହପାଠୀଙ୍କ ଦ୍ୱାରା ମାଡ ଖୁଆଇଲେ…

କନକ ବ୍ୟୁରୋ : ବିଦ୍ୟାଳୟକୁ ଶିକ୍ଷାର ମନ୍ଦିର ବୋଲି କୁହାଯାଏ । କେତେ ଆଶା ବିଶ୍ୱାସ ସହ ଅଭିଭାବକ ନିଜ ପିଲାଙ୍କୁ ବିଦ୍ୟାଳୟକୁ ପାଠ ପଢ଼ିବାକୁ ପଠାଇଥାନ୍ତି । ଜାତି, ଧର୍ମ ,ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଏଠି ସମାନ ଭାବେ ଶିକ୍ଷା ଯୋଗାଇ ଦିଆଯାଏ । ହେଲେ ଶିକ୍ଷା ମନ୍ଦିରରୁ ଯେବେ ଏମିତି…

ତୀର୍ଥଯାତ୍ରା ହେଲା ଶେଷଯାତ୍ରା । ଲକ୍ଷ୍ନୌରୁ ରାମେଶ୍ୱରମ୍ ଯାଉଥିବା ଟ୍ରେନରେ ଅଗ୍ନିକାଣ୍ଡ, ଜୀବନ୍ତ ଦଗ୍ଧ ହେଲେ ୧୦…

କନକ ବ୍ୟୁରୋ : ଶନିବାର ସକାଳୁ ସକାଳୁ ମଦୁରାଇ ରେଳଷ୍ଟେସନ କାନ୍ଦରେ ଫାଟିପଡୁଥିଲା । କେଉଁଠି ଟ୍ରେନର ପୋଡାଅଂଶ ଦେଖିବାକୁ ମିଳୁଥିଲା ତ ପୁଣି କେଉଁଠି ଅଧା ପୋଡା ଶବ ପଡି ରହିଥିଲା । କିଏ ଶବ ନିିକଟରେ ମୁଣ୍ଡ ପିଟି କାନ୍ଦୁଥିଲା ତ ପୁଣି କିଏ ଭିଡ ଭିତରେ ନିଜ ଆତ୍ମୀୟ ସର୍ମ୍ପକୀୟଙ୍କୁ ଖୋଜି…