Daily Archives

August 1, 2023

ଅଭାବୀ ସଂସାରରେ ବଢୁଛି ଚିନ୍ତା: ଧାର କରଜରେ ବୁଡିଛନ୍ତି ପରିବାର

କନକ ବ୍ୟୁରୋ: ଖେଳିବା, ବୁଲିବାର ବୟସ । ଆଉ ଏହି ବୟସରେ ଥାଲାସେମିଆରେ ପୀଡିତ ହୋଇ ଜୀବନ ସହ ସଂଘର୍ଷ କରୁଛନ୍ତି ଭୁବନେଶ୍ୱରର ସୁଶୀଲ ବାରିକ । ଡାକ୍ତର କହୁଛନ୍ତି ରୋଗର ଚିକିତ୍ସା ପାଇଁ ଖର୍ଚ ହେବ ୪୨ ଲକ୍ଷ ଟଙ୍କା । ହେଲେ ଏତେ ଟଙ୍କା ପାଇଁ ପରିବାରର ସମ୍ବଳ ନାହିଁ । ତେଣୁ ଆର୍ଥିକ ସହୟତା…

ମନିି ଲଡ୍ରିଂ ମାମଲାରେ ନୂଆ ମୋଡ: ଜ୍ୟାକଲିନଙ୍କ ନାଁରେ ମାନହାନି ମାମଲା ରୁଜୁ । କୋର୍ଟଙ୍କ ଦ୍ୱାରସ୍ଥ ହେଲେ ନୋରା…

ଅନ୍ୟତମ ଜଣାଶୁଣା ମଡ଼େଲ ତଥା ଡ୍ୟାନ୍ସର ନୋରା ଫତେହୀ ଏବେ ଜ୍ୟାକଲିନଙ୍କ ନାଁରେ ମାନହାନି ମାମଲା ରୁଜୁ କରିଛନ୍ତି । ୨୦୦ କୋଟି ମନିଲଡ୍ରିଂ ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଏବେ ଜେଲରେ ରହିଛି । ଜେଲ ବାହାରେ ନୋରାଙ୍କ ନାଁରେ ଅଯଥାରେ ଟଣାଯାଉଥିବା ଅଭିଯୋଗ ଆଣି ଏବେ…

ମା’ କ୍ଷୀରରୁ ବଂଚିତ ୩୦% ଶିଶୁ: ସ୍ତନ୍ୟପାନରେ ପଛୁଆ ସହରୀ ମହିଳା

କନକ ବ୍ୟୁରୋ: କୁହାଯାଏ ଶିଶୁ ପାଇଁ ମା’କ୍ଷୀର ଅମୃତ ତୁଲ୍ୟ । ମା’କ୍ଷୀର ଖାଇବା ଦ୍ୱାରା ଶିଶୁର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିପାଇଥାଏ । କିନ୍ତୁ ଯେଉଁମାନେ ମା’କ୍ଷୀର ଖାଇବାରୁ ବଂଚିତ ହୋଇଥାନ୍ତି, ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ରହିଥାଏ । ଏଥିପାଇଁ ଶିଶୁକୁ ଅତି କମରେ ୬ମାସ…

ଉପରୁ ଖସିଲା ମୃତ୍ୟୁ: କ୍ରେନ ଛିଣ୍ଡିବା ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା । ଦେଶକୁ ଦୋହଲାଇ ଦେଲା ଥାନେ ଘଟଣା ।

କନକ ବ୍ୟୁରୋ: ପ୍ରତିଦିନ ପରି କାମ ଚାଲିଥିଲା । ପେଟ ପାଟଣା ପାଇଁ ଆସିଥିବା ଶ୍ରମିକ ହୁଏତ ଏକଥା ଜାଣିନଥିଲେ ଯେ କାମ କରୁ କରୁ ଜୀବନ ତାଙ୍କର ଅକାଳରେ ଚାଲିଯିବ । ମହାରାଷ୍ଟ୍ର ଥାଣେରେ ଘଟିଛି ବଡ ଧରଣର ଦୁର୍ଘଟଣା । ବ୍ରିଜ ନିର୍ମାଣ ସମୟରେ କ୍ରେନ ଓ ସ୍ଲାବ ଖସିବାରୁ ଦୁର୍ଘଟଣା ଘଟି…

ସାମନାକୁ ଆସିଲା ଓଡିଶା ସିଭିଲ୍ ସର୍ଭିସ ଟପ୍ପରଙ୍କ ସଂଘର୍ଷ ପଛର କାହାଣୀ: ସୁଦେବଙ୍କ ସଫଳତା ପଛରେ ରହିଛି ମାଆଙ୍କ…

କନକ ବ୍ୟୁରୋ: ସଫଳତା ପଛରେ ଥାଏ ସଂଘର୍ଷର କାହାଣୀ । ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ କାହାଣୀ କିଛି ଏଭଳି । ସଫଳତା ପାଇଁ ଏମାନେ ଅନେକ ସଂଘର୍ଷ କରିଛନ୍ତି । ଓଏସଏସସିରେ ଟପ୍ପର ହୋଇଥିବା ସୁଦେବ ପୃଷ୍ଟି ପଛରେ ରହିଛି ଅକ୍ଲାନ୍ତ ପରିଶ୍ରମ ।…

ଭୁୁବନେଶ୍ୱରରେ ଚାକିରି ଆଶାୟୀଙ୍କ ହଲ୍ଲାବୋଲ: ଦୁର୍ନୀତିମୁକ୍ତ ପରୀକ୍ଷା ପାଇଁ ଏକାଠି ହେଲେ ଛାତ୍ରଛାତ୍ରୀ

କନକ ବ୍ୟୁରୋ: ଜେଇଇ ସିଭିଲ ପରୀକ୍ଷାରେ ହୋଇଥିବା ବିଭ୍ରାଟ ନେଇ ଏକାଠି ହୋଇଛନ୍ତି ଆଶାୟୀ । ଓଡ଼ିଶା ଷ୍ଟାଫ ସିଲେକସନ କମିଶନ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପରୀକ୍ଷାର୍ଥୀ । ଚାକିରୀ ପାଇଁ ହୋଇଥିବା ଟଙ୍କା କାରବାରକୁ ନିନ୍ଦା କରିବା ସହିତ ବିକ୍ଷୋଭ କରିଛନ୍ତି । କୌଣସି…